Home

୫୦ ହଜାର ଯବାନଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଳୀ,୬।୨: କୃଷି ଆଇନକୁ ଫେରାଇନେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଦାବି କରି ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଶନିବାର ମଧାହ୍ନ ୧୨ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକାବନ୍ଦ ଡାକରା ଦିଆଯାଇଛି। ତେବେ ଦିଲ୍ଲୀ ଏନ୍‌ସିଆର୍‌ରେ ଏହା କରାଯିବ…

ୟୁପିଏସ୍‌ସି ପ୍ରିଲିମ୍‌ ପାଇଁ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ, ୬ା୨: କୋଭିଡ୍‌ ଯୋଗୁ ଅକ୍ଟୋବର ୨୦୨୦ରେ ଅନୁଷ୍ଠିତ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ପ୍ରିଲିମ୍‌ ପରୀକ୍ଷାରୁ ବଞ୍ଚିତ ହୋଇ ଶେଷ ସୁଯୋଗ ହରାଇଥିବା ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ମିଳିବ। ଏ ନେଇ କେନ୍ଦ୍ର ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ…

ପରିବର୍ତ୍ତନ ନା ଧ୍ରୁବୀକରଣ

କୋଲକାତା/ନୂଆଦିଲ୍ଲୀ,୬ା୨: ତାରିଖ ଘୋଷଣା ହୋଇନି, ବିଗୁଲ ବଜାରୁ ତାତି କାହିଁରେ କ’ଣ । ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ଟିଏମ୍‌ସିର ଉଇକେଟ ନେଇ ରନ୍‌ ସଂଗ୍ରହରେ ବ୍ୟସ୍ତ ଭାଜପା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଜୟ ରଥକୁ ରୋକି…

‘ଆଇନରେ କଳା କେଉଁଠି କୁହ’

ନୂଆଦିଲ୍ଲୀ, ୬।୨(ପି.ଟି.): ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାଯାଇ ତାହା ସ୍ଥାନରେ ବିସ୍ତୃତ ବିଚାର ବିମର୍ଶ କରି ନୂଆ ଆଇନ ଅଣାଯାଉ ବୋଲି ଶୁକ୍ରବାର ରାଜ୍ୟ ସଭାରେ ଶିବସେନା, ଶିରୋମଣି ଅକାଳୀ ଦଳ, ଏନ୍‌ସିପି, ସମାଜବାଦୀ ପାର୍ଟି ଏବଂ ବାମଦଳଗୁଡ଼ିକ ଦାବି…

ମହାପଞ୍ଚାୟତକୁ ବିପୁଳ ସମର୍ଥନ

ଶାମଲି (ୟୁପି), ୬।୨: ପ୍ରଶାସନର ନିଷିଦ୍ଧାଦେଶକୁ ଭ୍ରୂକ୍ଷେପ ନ କରି ଶୁକ୍ରବାର ଉତ୍ତରପ୍ରଦେଶର ଶାମଲିଠାରେ ହଜାର ହଜାର ଚାଷୀ କିଷାନ ମହାପଞ୍ଚାୟତରେ ଯୋଗଦେଇଛନ୍ତି। ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଏହି ମହାପଞ୍ଚାୟତର ଆୟୋଜନ କରାଯାଇଥିଲା। ଦୁଇଦିନ ପୂର୍ବରୁ କୋଭିଡ୍‌ କଟକଣା…

ହଲାଇଦେଲା ଟୁଇଟ୍‌

ନୂଆଦିଲ୍ଲୀ,୬ା୨: କୃଷି ଆଇନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଥିବା କୃଷକମାନଙ୍କୁ କଣ୍ଟକିତ ତାରବାଡ଼ ଦେଇ ଘେରିବା ଭାରତକୁ ଅନ୍ତର୍ଜାତୀୟ ଲଜ୍ଜା ଆଣିଦେଇଥିବାବେଳେ ସେଲିବ୍ରିଟିଙ୍କ ଟୁଇଟ୍‌ କେନ୍ଦ୍ର ସରକାରଙ୍କୁ ହଲାଇଦେଇଛି। ବିକ୍ଷୋଭକାରୀ ଚାଷୀଙ୍କ ମଧ୍ୟରେ ସରକାର ବିରୋଧୀ ହିଂସାର ବିଷମଞ୍ଜି ବୁଣିବା ପାଇଁ…

ଦଳଦଳ ହେଲେଣି ଦଳ

ନୂଆଦିଲ୍ଲୀ, ୬।୨(ପି.ଟି.): ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ସଂଖ୍ୟା ୨୦୧୦ରୁ ୨୦୧୯ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଅଣସ୍ବୀକୃତ ଦଳ ଅର୍ଥ ଯେଉଁମାନେ ନୂଆ ପଞ୍ଜୀକୃତ ହୋଇଛନ୍ତି…

ଚକା ଜାମ୍‌ କରିବେ ଚାଷୀ

ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍‌’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆନ୍ଦୋଳନ ସ୍ଥଳଗୁଡ଼ିକରେ ଅତିରିକ୍ତ…

ଉଦୟପୁର ବେଶିଲ୍‌ ଇଣ୍ଟରନ୍ୟାଶନାଲରେ ଏନଫୋର୍ସମେଣ୍ଟ ଟିମ୍‌

ଭୋଗରାଇ, ୬।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁରସ୍ଥିତ ବେଶିଲ ଇଣ୍ଟରନ୍ୟାଶନାଲ ଭଗ୍ନପ୍ରାପ୍ତ ପଞ୍ଚତାରକା ହୋଟେଲରେ କେନ୍ଦ୍ରୀୟ ଏନଫୋର୍ସମେଣ୍ଟର ଗୌହାଟି ଇଡି ଆସିଷ୍ଟାଣ୍ଟ କମିଶନର ଚନ୍ଦ୍ରମଣି ସିକୁମାର ଓ ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା ଶୁକ୍ରବାର ପହଞ୍ଚତ୍ ହୋଟେଲର ସ୍ଥାବର ଓ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚତୁର୍ଥ ଥର ଲାଗି ଏହାର ରେପୋ ରେଟ୍‌ ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ)କୁ ଶୁକ୍ରବାର ଅପରିବର୍ତ୍ତିତ ରଖିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡ଼ା…

ଜନସାଧାରଣ ନୁହେଁ, ଶିଳ୍ପପତି ପାଇବେ ଲାଭ

ଅନୁଗୋଳ ଅଫିସ, ୬।୨ ଖୁବ୍‌ଶୀଘ୍ର ଦେଶରେ ସ୍କ୍ରାପେଜ୍‌ ନୀତି ଲାଗୁ ହେବ। ଏହାଦ୍ୱାରା ୧୫ ବର୍ଷର ବ୍ୟବସାୟିକ ଓ ୨୦ ବର୍ଷର ଘରୋଇ ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ। ଫଳରେ ପ୍ରଦୂଷଣରୁ ପରିବେଶକୁ ସୁରକ୍ଷା ଦିଆଯିବା ସହ ଇନ୍ଧନ ଶକ୍ତିର ବ୍ୟବହାରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri