Home

ଫିକା ଫିକା ବଡ଼ଦିନ

ଭୁବନେଶ୍ୱର, ୨୫ା୧୨(ବ୍ୟୁରୋ):ମଧ୍ୟରାତ୍ରିରୁ ପ୍ରଭୁ ଯିଶୁଙ୍କ ଧରାବତରଣ ହୋଇଛି॥ ଆଜି ସମଗ୍ର ବିଶ୍ୱ ବଡ଼ଦିନ ପାଳୁଛି। ହେଲେ କୋଭିଡ୍‌ କଟକଣା ଯୋଗୁ ଏଥର ଉତ୍ସବ ଫିକା ପଡ଼ିଛି। ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଚର୍ଚ୍ଚରେ ନାହିଁ କୋଳାହଳ,…

ବିବାହ କଥା ଉଠିବାରୁ ୩ ଦିନ ଧରି କବାଟ ବନ୍ଦ କରି ରହିଥିଲେ ଏହି ପ୍ରସିଦ୍ଧ ରାଜନେତା

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। ୧୯୨୪, ଡିସେମ୍ବର ୨୫ରେ ସେ ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ଜୀ ସାରା ଜୀବନ ଅବିବାହିତ ରହିଥିଲେ। ଥରେ ବାଜପେୟୀଙ୍କୁ ପଚରା ଯାଇଥିଲା ଆପଣ ଅବିବାହିତ କାହିଁକି ଅଛନ୍ତି?…

ସଡ଼କ ଦୁର୍ଘଟଣା: ସେପ୍ଟେମ୍ବର- ଅକ୍ଟୋବରରେ ୨୭% ବଢ଼ିଲା

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ରାଜ୍ୟରେ ଦୁଇମାସରେ ସଡ଼କ ଦୁର୍ଘଟଣା ଆଶାତୀତ ବୃଦ୍ଧି ପାଇଛି। ୨୦୨୦ ସେପ୍ଟେମ୍ବର ଓ ଅକ୍ଟୋବରରେ ୨୭.୫ ପ୍ରତିଶତ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ଜିଲାପାଳଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି।…

ଆରମ୍ଭ ହେଲା ଓଡ଼ିଶା କ୍ୟାରିଅର ପୋର୍ଟାଲ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ) :ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିସେଫ୍‌ ସହଯୋଗରେ ଗୁରୁବାର ଛାତ୍ରୀଛାତ୍ରଙ୍କ ପାଇଁ ଓଡ଼ିଶା କ୍ୟାରିଅର ପୋର୍ଟାଲ ଆରମ୍ଭ ହୋଇଛି। ଗୁରୁବାର ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରର…

ରାଜା, ରାଣୀ ଓ ସେ

ବ୍ୟାଙ୍କକ,୨୪।୧୨:ରାଜତନ୍ତ୍ରରେ ସଂସ୍କାର ଆଣିବା ଦାବିରେ ଥାଇଲାଣ୍ଡ ରାଜରାସ୍ତାରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ରାଜା ମହା ବଜିରାଲୋଙ୍ଗକୋର୍ନଙ୍କ ଗର୍ଲଫ୍ରେଣ୍ଡ ସିନୀନାତ୍‌ ୱୋଙ୍ଗବଜିରାପକ୍‌ଡି ଓରଫ୍‌ କୋଇଙ୍କ ୧୪୪୩ ଫଟୋ ଲିକ୍‌ ହୋଇଯାଇଛି। ସେଥିରୁ ଅଧିକାଂଶ ହେଉଛି ନଗ୍ନ ଅଥବା ଅର୍ଦ୍ଧନଗ୍ନ ଫଟୋ। ରାଜାଙ୍କ…

୧୩ ଚାଷୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା

ନୂଆଦିଲ୍ଲୀ,୨୫ା୧୨:ଗତ ସେପ୍ଟେମ୍ବରରେ ନିଜେ ଆଣିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ରାଜି ହେଉନାହାନ୍ତି । ଏହାକୁ ହଟାଇବା ଦାବିରେ ଚାଲିଥିବା ଆନ୍ଦୋଳନକୁ ମାସେ ପୂରିବାକୁ ଯାଉଥିବାବେଳେ ଚାଷୀଙ୍କ ଭାବାବେଗ ସହ କେନ୍ଦ୍ର ଖେଳୁଥିବା କୃଷକ ସଙ୍ଗଠନଗୁଡ଼ିକ…

ଜେଲ ଫେରିଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କୁ ସ୍କାଏ କିଙ୍ଗ୍‌ ଠକେଇ ମାମଲାରେ କମିଶନରେଟ ପୋଲିସ ରିମାଣ୍ଡରେ ଆଣିଥିଲା। ବୁଧବାର ୨ ଦିନିଆ ରିମାଣ୍ଡ ସରିଥିବାବେଳେ ଗୁରୁବାର ପୋଲିସ…

୩୨୧୦ କୋଟିର ଓଏମ୍‌ବିଏଡିସି ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଜଷ୍ଟିସ ଏକ.କେ. ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଭିଡିଓକନଫରେନ୍ସ ଜରିଆରେ ଅନୁଷ୍ଠିତ ଓଭରସାଇଟି ଅଥରଟି ବୈଠକରେ ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ(ଓଏମବିଏଡିସି)ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ୩୨୧୦ କୋଟି ଟଙ୍କାର ୧୫ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି। ସେଥିରୁ ସୁନ୍ଦରଗଡ…

କଟକ କୋର୍ଟରେ ହାଜର ହେଲେ ଧଳସାମନ୍ତ ଭ୍ରାତା

କଟକ ଅଫିସ, ୨୫ା୧୨:ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କମିଶନରେଟ ପୋଲିସ କଟକ ଏସ୍‌ଡିଜେଏମ୍‌(ସଦର) କୋର୍ଟରେ ଗୁରୁବାର ହାଜର କରିଛି। ଉଭୟଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ପୋଲିସ ଅଦାଲତରେ ଆବେଦନ କରିଥିବାବେଳେ କୋର୍ଟ ୨ଦିନ ଅର୍ଥାତ୍‌ ୨୫ ଓ ୨୬ତାରିଖ ପାଇଁ…

ଚାକର, ଭାଇ, ବନ୍ଧୁ ଏବଂ ସ୍ତ୍ରୀଙ୍କ ପରୀକ୍ଷା କେବେ ଓ କିଭଳି କରିବା ଆବଶ୍ୟକ ; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ସମସ୍ୟା ଓ ତାର ନିରାକରଣକୁ ନେଇ ମତ ରଖିଛନ୍ତି। ସେଥିରେ କେଉଁ ପରିସ୍ଥିତିରେ କେଉଁ ବ୍ୟକ୍ତିଙ୍କ ପରୀକ୍ଷା ନେବା ଜରୁରୀ ବୋଲି ସେ କହିଛନ୍ତି। ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ…

ବ୍ରେକ୍‌ଜିଟ୍‌: ଡିଲ୍‌ ଡନ୍‌

ଲଣ୍ଡନ,୨୫ା୧୨:‘ଡିଲ୍‌ ଇଜ୍‌ ଡନ୍‌’। ୟୁରୋପୀୟ ସଂଘ (ଇୟୁ)ଠାରୁ ବ୍ରିଟେନ ଅଲଗା ହେବା ପରେ ଉଭୟ ପକ୍ଷ ମଧ୍ୟରେ ଶେଷରେ ‘ପୋଷ୍ଟ ବ୍ରେକ୍‌ଜିଟ୍‌ ଡିଲ୍‌’ ସମ୍ପନ୍ନ ହୋଇଛି। ଏହାକୁ ନେଇ ଉଲ୍ଲସିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଗୁରୁବାର ରାତିରେ ସୋସିଆଲ ମିଡିଆରେ…

‘କରୋନାର ନୂଆ ଷ୍ଟ୍ରେନ୍‌, ଦ୍ୱିତୀୟ ଲହର ନୁହେଁ’

ଭୁବନେଶ୍ୱର,୨୫।୧୨(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣ କମିଛି। ଗତ ୨୪ ଘଣ୍ଟାରେ ମାତ୍ର ୨୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୩,୨୭,୫୪୨ରେ ପହଞ୍ଚତ୍ଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜିଲାରୁ ଜଣେ ବି ସଂକ୍ରମିତ ନାହାନ୍ତି। କିନ୍ତୁ ବ୍ରିଟେନରେ କରୋନାର ନୂଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri