Home

ଲଣ୍ଡନରେ ଫସିଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍‌ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍‌ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା ପାଇଁ ସେଠାରେ ଲକ୍‌ଡାଉନ କରାଯାଇଛି। ଏପରିକି ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ…

ଅର୍ଥ ମାମଲାରେ ଏହି ରାଶିର ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ

ସମୁଦାୟ ୧୨ଟି ରାଶି ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶି ଭିନ୍ନ ଭିନ୍ନ। କେହି କେହି ଜନ୍ମ ସମୟ ଅନୁସାରେ ନିଜ ରାଶି ଅଙ୍କିତ କରୁଥିବା ବେଳେ ଆଉ କେହି ଜନ୍ମ ତାରିଖ ହିସାବରେ କରିଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜନ୍ମ…

ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍‌, କାରଣ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍‌ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି ଏକ ସାକ୍ଷାତକାରରେ ନେହା କହିଛନ୍ତି। ସେ କହିଛନ୍ତି, ‘ ଦ କପିଲ ଶର୍ମା ଶୋ’ରେ…

ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି…

ଏବେ ରାହାଣେଙ୍କ ହାତରେ ଦାୟିତ୍ୱ: ସଚିନ କହିଲେ ‘ସେ ଆକ୍ରାମକ ନୁହନ୍ତି ଭାବିବା ଭୁଲ’

ନୂଆଦିଲ୍ଲୀ,୨୫।୧୨: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ ଅଜିଙ୍କ୍ୟ ରାହାଣେ। ତାଙ୍କୁ ନେଇ ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର କହିଛନ୍ତି, ରାହାଣେ ଶାନ୍ତ ସ୍ବଭାବର। ପୂର୍ବରୁ ସେ ଭାରତର ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତିି। ତାଙ୍କର ଶାନ୍ତ…

ଅସିତ ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ଅସିତ ତ୍ରିପାଠୀ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନର ପ୍ରମୁଖ ଉପଦେଷ୍ଟା, କୃଷି ବ୍ୟବସାୟ ଓ ଶିଳ୍ପର ପ୍ରମୁଖ ଉପଦେଷ୍ଟା ଦାୟିତ୍ୱ ମଧ୍ୟ ତୁଲାଇବେ। ୨୦୧୯ ମସିହା ଅଗଷ୍ଟ ୧୯…

ସୁରେଶ ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୨୫।୧୨(ବ୍ୟୁରୋ): ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ମୁଖ୍ୟ ଶାସନ ସଚିବ। ଅସିତ୍‌ ତ୍ରିପାଠୀଙ୍କ ପରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।  ପୂର୍ବରୁ ସେ ଉନ୍ନୟନ କମିଶନର ଦାୟିତ୍ୱରେ ଥିଲେ। ୧୯୮୬ ମସିହାର ଆଇଏଏସ୍‌ ଅଧିକାରୀ…

ସ୍ମିଥ୍‌ଙ୍କୁ ପସନ୍ଦ ନୁହେଁ କ୍ରିକେଟ ସହ ଜଡ଼ିତ ଏହି କଥା, ସଚିନ୍‌ଙ୍କୁ ଆଉଟ୍‌ କରିପାରିଥିବାକୁ ନେଇ କହିଲେ ଏଭଳି

ନୂଆଦିଲ୍ଲୀ,୨୫।୧୨: ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ସ୍ଟିଭ୍‌ ସ୍ମିଥ୍‌ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌କୁ ନେଇ ବ୍ୟସ୍ତ। ଶନିବାର ମେଲବର୍ନରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ଏହାପୂର୍ବରୁ ସ୍ମିଥ୍‌ ଏବଂ ସ୍ପିନର ନାଥନ ଲିୟୋନଙ୍କ ମଧ୍ୟରେ ଏକ ଚର୍ଚ୍ଚା ହୋଇଥିଲା। ଏଥିରେ ଦୁଇ…

ଏହି ଲୋକପ୍ରିୟ ଗାୟିକାଙ୍କୁ ଜୀବନରେ ମାରିଦେବାର ଧମକ

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର ଯିଏକି ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ କରୋନା ପଜିଟିଭ୍‌ ହୋଇଥିବା କନିକାଙ୍କୁ ସେତେବେଳେ ଟ୍ରୋଲ ହେବାକୁ ପଡ଼ିଥିଲା। ଅବହେଳା ଏବଂ ପରୀକ୍ଷା ଠିକ୍‌ ସମୟରେ ନ କରିବା ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ…

ବିକିନ ପିନ୍ଧା ମଡେଲଙ୍କ ଫଟୋକୁ ପସନ୍ଦ କରି ଚର୍ଚ୍ଚାରେ ପୋପ୍‌

ଜେରୁଜେଲମ,୨୫।୧୨: ଖ୍ରୀଷ୍ଟିଆନଙ୍କ ଧାର୍ମିକ ନେତା ଭାବରେ ବିବେଚିତ ପୋପ୍‌ ଫ୍ରାନ୍ସିସଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ପୋପ୍‌ ଫ୍ରାନ୍ସିସଙ୍କ ଆକାଉଣ୍ଟରୁ ଜଣେ ମଡେଲରଙ୍କ ଫଟୋକୁ ପସନ୍ଦ କରାଯାଇଛି। ଏହାଦ୍ୱାରା ପୋପ୍‌ ଫ୍ରାନ୍ସିସ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ…

୨୯ରୁ ଖୋଲିବ ବିରଜା ମନ୍ଦିର: ଜିଲାପାଳ

ଯାଜପୁର ଅଫିସ,୨୫ା୧୨: ଆସନ୍ତା ୨୯ ତାରିଖରେ ଖୋଲିବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଆଜି ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୫ ମଧ୍ୟରେ ଶ୍ରଦ୍ଧାଳୁମାନେ…

ନବଦମ୍ପତି ଘରେ ଲଗାନ୍ତୁ ଏପରି ପରଦା: ବୃଦ୍ଧି ପାଇବ ସୁଖଶାନ୍ତି

ବିବାହ ସମୟରେ ଘରେ ସବୁ ପ୍ରକାରର ପ୍ରସ୍ତୁତି ଚାଲିଥାଏ। ଘର ସାଜସଜ୍ଜା ଠାରୁ ଆରମ୍ଭ କରି ପେଣ୍ଟିଂ, ପରଦା ବଦଳାଇବା ଇତ୍ୟାଦି। କିନ୍ତୁ ପରଦା ବଦଳାଇବା ବେଳେ ଯତ୍ନବାନ ହେବା ଉଚିତ୍‌। କାରଣ ପରଦାର ରଙ୍ଗ ଅନୁସାରେ ଘରେ ସକାରାତ୍ମକ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri