ଏପଟେ ୩୨୫ କରୋନା ପଜିଟିଭ୍ ଚିହ୍ନଟ, ସେପଟେ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୩୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୮୭ ଜଣ ଚିହ୍ନଟ…
ଭୁବନେଶ୍ୱର କୁମାରକୁ ଝଟକା
ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ଆହୁରି ୬ ସପ୍ତାହ ପର୍ଯ୍ୟନ୍ତ କ୍ରିକେଟରୁ ଦୂରରେ ରହିବେ। ଏବେ ସେ ଆଇପିଏଲ୍ ୨୦୨୧ ସମୟରେ ହିଁ ମଇଦାନକୁ ଫେରିପାରିବେ। ଅକ୍ଟୋବରରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କ ଜଙ୍ଘରେ ଆଘାତ ଲାଗିଥିଲା।…
ଭାରତ ବିରୋଧରେ ପବିତ୍ର ଯୁଦ୍ଧ କରିବେ ଏହି ପାକିସ୍ତାନ କ୍ରିକେଟର୍!
ଇସଲାମାବାଦ,୨୫।୧୨: ପାକିସ୍ତାନର ପୂର୍ବତନ ପେସର୍ ଶୋଏବ ଅଖତର ‘ଗଜୱା-ଇ-ହିନ୍ଦ’ର ସ୍ବପ୍ନ ଦେଖୁଛନ୍ତି। ସେ କହିଛନ୍ତି ଯେ ଆମେ କାଶ୍ମୀରକୁ କାବୁ କରି ଭାରତ ଉପରେ ଆକ୍ରମଣ କରିବୁ। ସାମ ଟିଭିଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଶୋଏବ ଅଖତର ଏହି କଥା କହିଛନ୍ତି।…
ଏମିତି ସ୍କୁଲ, ଯେଉଁଠି ଲୋକେ ନେଉଛନ୍ତି ଝଡ଼ାଫୁଙ୍କା ତାଲିମ
ଗୋଟିଏ ପଟେ ବିଜ୍ଞାନର ଅଗ୍ରଗତି ହେଉଥିବା ବେଳେ ଆଉକିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଅନ୍ଧବିଶ୍ୱାସ ପାଇଁ ସ୍ବତନ୍ତ୍ର ଏକ ପାଠଶାଳା ମଧ୍ୟ ଖୋଲିଛନ୍ତି। ଯେଉଁଠାରେ ଝଡ଼ାଫୁଙ୍କା ନିମନ୍ତେ ତାଲିମ ଦିଆଯାଏ। ଏମିତି ଏକ ଅଜବ ପାଠଶାଳା ଝାଡ଼ଖଣ୍ଡର ଲାତେହାର…
୨୯ ବର୍ଷ ପୂର୍ବେ ଆଜିର ଦିନରେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ
ବମ୍ବେ: ଅଭିନେତା ସୁନିଲ ସେଟ୍ଟୀଙ୍କ ବିବାହକୁ ପୁରିଛି ୨୯ ବର୍ଷ। ବଲିଉଡ୍ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ସେ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି ରୋଡରେ ଥିବା ଏକ କେକ୍ ଦୋକାନରୁ…
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଘୋଷଣା: ଏହି ଦୁଇ ଖେଳାଳି କରିବେ ଡେବ୍ୟୁ
ମେଲବର୍ନ,୨୫।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଶନିବାରଠାରୁ ମେଲବର୍ନରେ ଖେଳାଯିବ। ବକ୍ସିଂ ଡେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଏହି ମ୍ୟାଚରେ…
ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକ, ଆଉ ତା’ପରେ
ଲକ୍ଷ୍ନୌ,୨୫।୧୨: ଉତ୍ତର ପ୍ରଦେଶର ଦଓ୍ବେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ବଧୂ ବେଶରେ ସଜେଇ ହୋଇଥିବା ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ ପ୍ରେମିକଙ୍କୁ ମହଙ୍ଗା ପଡିଛି। ପ୍ରେମିକାଙ୍କ ଶାଶୁଘର ଲୋକେ ତାଙ୍କୁ ପିଟିପଟି ହତ୍ୟା କରିଛନ୍ତି। ବନକଟା ପୋଲିସ ୭ ଲୋକଙ୍କ ବିରୋଧରେ…
କ୍ଲିନିକ୍ରେ ପହଞ୍ଚିଲେ ଅନୁଷ୍କା ଶର୍ମା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। କିଛି ମାସ ପୂର୍ବେ ଅନୁଷ୍କା ଘୋଷଣା କରିଥିଲେ ଯେ,…
କମଲ ହାସନଙ୍କୁ ଝଟ୍କା
ଚେନ୍ନାଇ,୨୫।୧୨: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କୁ ବଡ ଝଟ୍କା ଲାଗିଛି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ପ୍ରକାଶ ଜାଭଡେକରଙ୍କ ଉପସ୍ଥିତିରେ କମଲ ହାସନଙ୍କ ଦଳର ନେତା ମକ୍କଲ ନିଧି ମାୟାମର ନେତା ଅରୁଣାଚଳମ ଭାଜପାରେ…
ବୋହୂଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ନେଲେ ଏମିତି ନିଷ୍ପତ୍ତି
ଗୁରୁଗାଓଁ,୨୫।୧୨: ଦିଲ୍ଳୀର ଗୁରୁଗାଓଁରେ ଏକ ଅଭାବନୀୟ ଘଟଣା ଘଟିଛି। ରୋଷେଇ ଘରେ କାମ କରୁଥିବାବେଳେ ଜଣେ ମହିଳାଙ୍କ ମୁଣ୍ଡରୁ ଓଢଣୀ ଖସିଯିବାରୁ ଶ୍ୱଶୁର ଏବଂ ଦିଅର ମିଶି ତାଙ୍କୁ ପିଟିବା ସହ ଅସଦାଚରଣ କରିଥିଲେ। ପୀଡିତା ଶୌଚାଳୟରେ ଲୁଚି ନିଜ ଜୀବନ…
‘ବିରାଟ-ଅନୁଷ୍କାଙ୍କ ସନ୍ତାନ ଭବିଷ୍ୟତରେ ଅଷ୍ଟ୍ରେଲିଆ ପାଇଁ ଖେଳୁ’
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ଜାନୁଆରୀରେ ତପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ବିରାଟ ସ୍ତ୍ରଙ୍କ ସହ ସମୟ ବିତାଇବା ପାଇଁ ସିରିଜ୍ ଅଧାରୁ…
ଭାରତୀୟ ଦଳ ପାଇଁ ଖୁସି ଖବର, ପାସ୍ ହେଲେ ଏହି ଖେଳାଳି
ମେଲବର୍ନ,୨୫।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ସେ ଏବେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳା ଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟର ଏକାଦଶରେ ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ଡିସେମ୍ବର…
Archives


