Home

ସମଲେଇ ମନ୍ଦିର ପାଇଁ ୨୦୦କୋଟି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପରେ ସମ୍ବଲପୁର ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଏକ ବୃହତ୍‌ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ଚିଠା ପ୍ରସ୍ତାବକୁ ବୁଧବାର…

ଏସବୁ କୁଅଭ୍ୟାସ ଥିଲେ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଯେ ଲୋକେ ମୋଟା ହୁଅନ୍ତି ତାହା ନୁହେଁ, ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି। ଯାହା ପ୍ରତି ଆଦୌ ଧ୍ୟାନ ନ ଥାଏ। ତେବେ ଜାଣନ୍ତୁ ଏ ସମ୍ପର୍କରେ……

ଆଜବେଷ୍ଟସକୁ ସାବଧାନ…

ଆଜବେଷ୍ଟସ ସଂସ୍ପର୍ଶରେ ଆସିଲେ ମଣିଷର ଫୁସଫୁସରେ ଦୀର୍ଘଦିନ ଧରି ସଂକ୍ରମଣ ହୋଇ ଏଥିରୁ କ୍ଷତ ହୋଇ ରକ୍ତ କ୍ଷରଣ ହୋଇଥାଏ। ଏଭଳି ଶାରୀରିକ ସମସ୍ୟାକୁ ଡାକ୍ତରୀ ଭାଷାରେ ଆଜବେଷ୍ଟୋସିସ କୁହାଯାଏ। ଏହା ଯୋଗୁ ନିଶ୍ୱନ ନେବାରେ କଷ୍ଟ ହେବା ସହିତ କାଶ,…

ଆଇପିଏଲ୍‌ ନିଲାମୀ ପୂର୍ବରୁ ନେହେରାଙ୍କ ଭବିଷ୍ୟବାଣୀ: କହିଲେ ମାକ୍ସଓ୍ବେଲ୍‌ ନୁହନ୍ତି ଏହି ଖେଳାଳି ରହିବେ ସବୁଠାରୁ ମହଙ୍ଗା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ଲାଗି ଗୁରୁବାର ଚେନ୍ନାଇରେ ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ ଖେଳାଳି ନାମାଙ୍କନ କରିଥିଲେ। ହେଲେ ସେଥିରୁ ୨୯୨ଜଣ ଫାଇନାଲ ପାଇଁ ମନୋନୀତ ହୋଇଛନ୍ତି। ସମସ୍ତ ୮ଟି ଫ୍ରାଞ୍ଚାଇଜ୍‌ ୬୧ଜଣ ଖେଳାଳିଙ୍କ ପାଇଁ ଦାମ…

ଘର ତିଆରି କରିବାକୁ ବାକ୍ସରେ ରଖିଥିଲେ ଲକ୍ଷାଧିକ ଟଙ୍କା, ଖାଇଗଲେ ଉଇ

ଭୋପାଳ,୧୭।୨: କୁହାଯାଏ, କଷ୍ଟ ଅର୍ଜିତ ଧନ ନଷ୍ଟ ହୁଏ ନାହିଁ, ମାତ୍ର ଯେତେବେଳେ ଭାଗ୍ୟ ସାଥ୍‌ ଦେଇ ନ ଥାଏ ତାହା ମଧ୍ୟ ଆପଣଙ୍କ ପାଖରେ ରହେ ନାହିଁ। ଠିକ୍‌ ସେମିତି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲାରେ। ଏଠାକାର…

୬ ଲକ୍ଷ ଟଙ୍କା ନେଇ ବିଗ୍‌ବସ୍‌ ଛାଡ଼ିଦେଲେ ଏହି ପ୍ରତିଯୋଗୀ !

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଗ୍‌ ବସ୍‌-୧୪। ଚଳିତ ସପ୍ତାହ ଶେଷ ସପ୍ତାହ ହୋଇଥିବା ବେଳେ ପ୍ରତିଯୋଗୀମାନେ ଫାଇନାଲରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ହେଲେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀ ଶୋ’ରୁ ବାହାରୁଥିବା ନଜର ଆସୁଛନ୍ତି। କିଛିଦିନ ତଳେ…

ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି। କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଧୁମ୍‌ ମଚାଇବାରେ ଲାଗିଛି ଗୀତଟି। ଗୀତରେ ଇମରାନଙ୍କ…

ଛାଡ଼ପତ୍ର ଦେବା ପରେ ଏସବୁ ଅଭିନେତାଙ୍କୁ ମିଳିଛି ପ୍ରକୃତ ପ୍ରେମ, କିଏ କଲେଣି ବିବାହ ତ କିଏ କରୁଛନ୍ତି ଡେଟ୍‌

ବମ୍ବେ: ଅଭିନୟ ନଚେତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ସେଲିବ୍ରିଟି। ସେଥିରୁ ଅନେକେ ପ୍ରଥମ ପାର୍ଟନରଙ୍କୁ ଛାଡ଼ପତ୍ର ଦେବାପରେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆସନ୍ତୁ ସେଭଳି କିଛି ଯୋଡ଼ିଙ୍କୁ ଜାଣିବା: ଦିୟା ମିର୍ଜା: ୨୦୧୪ ଅକ୍ଟୋବର…

ଚାହୁଁଚାହୁଁ ହଠାତ୍‌ ବିମାନବନ୍ଦରରେ ମାଟିରେ ମିଶିଲା ୮୪ ଫୁଟର ଟାଓ୍ବାର, ଦେଖନ୍ତୁ ପୂରା ଭିଡିଓ

ଓ୍ବାଶିଂଟନ,୧୭।୨: ଆମେରିକାର ୟୁଟାରେ ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାଶନାଲ ବିମାନବନ୍ଦରରେ ୮୪ ଫୁଟର ଏକ ଷ୍ଟିଲ୍‌ ଏବଂ କଂକ୍ରିଟ ଟାଓ୍ବାର ଧ୍ୱଂସ ହୋଇଯାଇଛି। ବିମାନବନ୍ଦର ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଏହି ବିଶାଳକାୟ ଟାଓ୍ବାର ତଥା ‘ଡେଲ୍‌ଟା ଟାଓ୍ବାର’ କିଛି ସମୟ…

ମୋତେ ବନ୍ଧୁକ ଦରକାର

ସୋସିଆଲ ମିଡିଆରେ ଜଣେ କୁନି ଶିଶୁର ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ହସିହସି ଗଡ଼ିଯିବେ। ସେନାବାହିନୀ ଜଣେ ଯବାନ ରାସ୍ତା ପାର୍ଶ୍ୱରେ ଠିଆ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଏକ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଏହା…

ମହିଳାଙ୍କ କଥା ମାନି ଚଟାପଟ ପରିବା କାଟୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରିଥାନ୍ତି। ମାତ୍ର ଗୋଟିଏ ମାଙ୍କଡ଼ କିପରି ଘରେ ରହି ସବୁ କାମ କରୁଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏହି ମାଙ୍କଡ଼ଟି ଚଟାପଟ ପରିବା କାଟୁଥିବା ଦେଖିବାକୁ ମିଳିଛି। ଭିଡିଓ…

ଅନ୍ୟ ଉପରେ ନିର୍ଭର କରୁଥିବା ଭାରତ ଏବେ ବାଣ୍ଟୁଛି କରୋନା ଟିକା: ମୋଦି

ନୂଆଦିଲ୍ଲୀ,୧୭।୨: ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିବା ଭାରତର ସ୍ଥିତି ଏବେ ବଦଳି ଯାଇଛି। ଆତ୍ମନିର୍ଭର ଭାରତ ଗଠନ ଉଦ୍ୟମ ସଫଳ ହୋଇଛି। କରୋନା ମହାମାରୀ କ୍ଷେତ୍ରରେ ଭାରତ ପ୍ରତିଷେଧକ ଟିକା ପ୍ରସ୍ତୁତ କରି ପୃଥିବୀରେ ଖ୍ୟାତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri