Home

ପ୍ରଥମେ ସେଲ୍‌ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…

ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍‌କୁ ଯାଇ ସ୍ତ୍ରୀଙ୍କ ସହ ସେଲ୍‌ଫି ନେଇଥିଲେ। ପରେ ୧୦୦୦ ଫୁଟ ଉଚ୍ଚରୁ ୭ ମାସର ଗର୍ଭବତୀ ଥିବା ସ୍ତ୍ରୀଙ୍କୁ…

ଦୀର୍ଘ ବର୍ଷେ ପରେ ବାହରକୁ ଆସିଲେ ଶାସକ କିମ୍‌ଙ୍କ ସ୍ତ୍ରୀ

ପ୍ୟାଙ୍ଗୟେଙ୍ଗ,୧୭।୨: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସ୍ତ୍ରୀ ରି ସୋଲ ଜୁ ଦୀର୍ଘ ଏକବର୍ଷ ପରେ ପ୍ରଥମଥର ପାଇଁ ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ସେ ସ୍ବାମୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଉତ୍ତର କୋରିଆର…

କଶ୍ମୀର ଗସ୍ତରେ ୨୪ ଦେଶର ପ୍ରତିନିଧି

ଶ୍ରୀନଗର,୧୭।୨: ଜମ୍ମୁ-କଶ୍ମୀରରୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଚତୁର୍ଥ ଥର ପାଇଁ ବିଦେଶୀ ପ୍ରତିନିଧି ଦଳ ଏଠାରେ ପହଞ୍ଚିଛନ୍ତି। ଦଳରେ ୨୪ଟି ଦେଶର ପ୍ରତିନିଧି ଅଛନ୍ତି। ଏଥିରେ ଆଫ୍ରିକା, ମଧ୍ୟ-ପୂର୍ବ ଏବଂ ୟୁରୋପୀୟ ଦେଶର ପ୍ରତିନିଧିଙ୍କୁ ସାମିଲ…

ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୭।୨: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ତଥା ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସିସ୍‌ ବୁଧବାର ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି କ୍ରିକେଟର ନିଜ ଦେଶ ପାଇଁ ୬୯ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ…

ହସ୍ପିଟାଲରେ ପଶି ତାଣ୍ଡବ ରଚିଲା ଗାଈ, ଭିଡିଓ ଦେଖିଲେ…

ଦକ୍ଷିଣ ଆମେରିକାର କଲମ୍ବିଆସ୍ଥିତ ଏକ ହସ୍ପିଟାଲରେ ଅଜବ ଘଟଣା ଘଟିଛି। ଏହି ହସ୍ପିଟାଲ ମଧ୍ୟକୁ ଏକ ଗାଈ ପଶି ଆସି ତାଣ୍ଡବ ରଚିଛି। ଏଠାରେ ଥିବା ଆସବାବପତ୍ର ସବୁ ଭଙ୍ଗାରୁଜା କରିବା ସହ ରୋଗୀମାନଙ୍କୁ ମଧ୍ୟ ମାରି ଖଣ୍ଡିଆ ଖାବରା କରିଦେଇଛି।…

ଅଧିନାୟକ ଭାବେ ଏସିଆରେ ପ୍ରଥମ ମ୍ୟାଚ୍‌ ହାରିଲେ ଜୋ’ ରୁଟ

ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ‌୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍‌ଙ୍କ ଏହା ହେଉଛି ପ୍ରଥମ ପରାଜୟ। ଏହା ପୂର୍ବରୁ ଖେଳାଯାଇଥିବା ସମସ୍ତ ୬ଟି ଟେଷ୍ଟରେ ରୁଟ ଜିତିଥିଲେ। ରୁଟ ହେଉଛନ୍ତି ଏକମାତ୍ର…

୩ ଦିନ ପ୍ରଥମ ସ୍ତ୍ରୀ, ଆଉ ୩ ଦିନ ଗର୍ଲଫ୍ରେଣ୍ଡଙ୍କ ସହ ରହିବାକୁ ହୋଇଥିଲା ଚୁକ୍ତି, ପରେ ଘଟିଲା..

ରାଞ୍ଚି,୧୭।୨: ଝାଡଖଣ୍ଡ ରାଜଧାନୀ ରାଞ୍ଚିର ସଦର ପୋଲିସ ଷ୍ଟେଶନ ଅଞ୍ଚଳର ତିରିଲ ଟାଉନସିପରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ୨ ସ୍ତ୍ରୀଙ୍କ ସହ ଏକାଠି ରହିବା ପାଇଁ ଏକ ଚୁକ୍ତି କରିଥିଲେ।ଏହି ଚୁକ୍ତିନାମା ପୋଲିସ ମାଧ୍ୟମରେ…

ପ୍ରଥମ ଥର ପାଇଁ ମହିଳାଙ୍କୁ ଦିଆଯିବ ଫାଶୀ

ଲକ୍ଷ୍ନୌ,୧୭।୨: ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଫାଶୀ ଦିଆଯିବ। ଏନେଇ ଉତ୍ତରପ୍ରଦେଶର ମଥୁରା ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଛି। ୭ ଜଣ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମ୍‌ଙ୍କୁ…

ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ: ୨ ପିଏଫ୍‌ଆଇ ସଦସ୍ୟ ଗିରଫ

ଲକ୍ଷ୍ନୌ,୧୭।୨: ଦେଶରେ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ପକ୍ଷରୁ ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ)ର ୨ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଗିରଫ ସଦସ୍ୟଙ୍କୁ ଅନସାଦ୍‌ ବଦରୁଦ୍ଦିନ୍‌ ଏବଂ…

ରାମ ମନ୍ଦିର ନିର୍ମାଣ ପାଇଁ ରୁପା ଇଟା ଦାନ ମନା

ଲକ୍ଷ୍ନୌ,୧୭।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦାନ ଦେଉଛନ୍ତି। ତେବେ ଦାନରେ ରୁପା ଇଟା ଅବା ଅଳଙ୍କାର ନ ଦେବାକୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ମନା କରାଯାଇଛି। ଏନେଇ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ…

ବଢ଼ିପାରେ ମୋବାଇଲ ଟାରିଫ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୭।୨: ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବଢ଼ିବାର ସମ୍ଭବାନା ରହିଛି। ୨୦୨୧ ଏପ୍ରିଲ୍‌ଠାରୁ ଏଭଳି ହୋଇପାରେ ବୋଲି ଇନଭେଷ୍ଟମେଣ୍ଟ୍‌ ଇନଫରମେଶନ୍‌ ଆଣ୍ଡ୍‌ କ୍ରେଡିଟ୍‌ ରେଟିଂ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ମୋବାଇଲ…

ବାସନ୍ଦ ହୋଇପାରନ୍ତି କୋହଲି!

ଚେନ୍ନାଇରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆ ୩୧୭ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ୪ଟି ଟିକିଆ ଟେଷ୍ଟ ମ୍ୟାଚ୍‌ ଏବେ ୧-୧ ରେ ବରାବର ରହିଛି। କିନ୍ତୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ବଡ଼ ବିପଦର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri