ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ
ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଘାଟଲୋଦିଆ ଅଞ୍ଚଳରେ। ଏ ନେଇ ମହିଳା ଜଣଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ…
ହୋଲି ମିଳନ ବନ୍ଦ
ପାଟନା,୧୬।୩: ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରରେ ହୋଲି ମିଳନ ଉପରେ କଟକଣା ଜାରି କରାଯାଇଛି। ସାର୍ବଜନୀନ ସ୍ଥଳରେ ହୋଲି ମିଳନ ହୋଇପାରିବ ନାହିଁ। ତେବେ ଲୋକେ ଘରେ ହୋଲି ପାଳି ପାରିବେ। ରାଜ୍ୟ ବାହାରୁ ଆସୁଥିବା…
ପୁରୁଷ କ୍ରିକେଟର୍ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍ର
ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ ଷ୍ଟାଫ ଭାବେ ନିଯୁକ୍ତ କରିଛି। ସେ ନୂଆ ସିଜନରେ ପୁରୁଷ ଦଳ କୋଚିଂ ଦେବେ।…
ସ୍ବପନ ଦାସଗୁପ୍ତାଙ୍କୁ ନେଇ ହରଡ଼ଘଣାରେ ଭାଜପା
କୋଲକାତା,୧୬।୩: ପଶ୍ଚିମବଙ୍ଗରେ ରାଜ୍ୟ ସଭା ଏମ୍ପି ସ୍ବପନ ଦାସଗୁପ୍ତାଙ୍କ ପ୍ରାର୍ଥୀତ୍ୱ ନେଇ ଭାଜପା ହରଡ଼ଘଣାରେ ପଡିଛି। ତୃଣମୂଳ କଂଗ୍ରେସ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଉଛି। ତୃଣମୂଳ ଏମ୍ପି ମହୁଆ ମୋଇତ୍ର ସ୍ବପନଙ୍କୁ ଅଯୋଗ୍ୟ ଘୋଷିତ କରିବା ଲାଗି ଦାବି କରିଛନ୍ତି।…
ତେନ୍ଦୁଲକରଙ୍କ ଝିଅ ସାରା ସୋସିଆଲ ମିଡିଆରେ ଲୋକପ୍ରିୟ, ଜଷ୍ଟିନ ବିବରଙ୍କ ବଡ଼ ପ୍ରଶଂସକ
ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ତାଙ୍କ ଖେଳ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ସଚିନଙ୍କ ପରି ତାଙ୍କ ଝିଅ ସାରା ତେନ୍ଦୁଲକର ମଧ୍ୟ ବହୁତ ଲୋକପ୍ରିୟ। ସାରା ସୋସିଆଲ ମିଡିଆରେ ନିଜର ଶକ୍ତ ବ୍ୟକ୍ତିତ୍ୱ ପ୍ରଦର୍ଶନ କରିଥାନ୍ତି। ତାଙ୍କ ବିଷୟରେ…
ଆଜି ବିଶ୍ୱ କ୍ରିକେଟର ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ଘଟିଥିଲା
ମାର୍ଚ୍ଚ ୧୬ ବିଶ୍ୱ କ୍ରିକେଟ ପାଇଁ ଏକ ଐତିହାସିକ ଦିନ। କ୍ରିକେଟ ଭାରତରେ ଏକ ଧର୍ମ ଭାବରେ ବିବେଚନା କରାଯାଏ। ସଚିନ ତେନ୍ଦୁଲକର କ୍ରିକେଟର୍ ଜଣେ ଭଗବାନଠାରୁ କମ ନୁହଁନ୍ତି। ମାର୍ଚ୍ଚ ୧୬, ୨୦୧୨ ସଚିନ ମିରପୁରର ଶେର-ଇ-ବଙ୍ଗାଲ ଷ୍ଟାଡିୟମରେ ବାଂଲାଦେଶ…
ଗର୍ଭବତୀଙ୍କୁ ଅଧିକ କାମୁଡ଼ନ୍ତି ମଶା…
ନୂଆଦିଲ୍ଲୀ: କେତେକ ଲୋକଙ୍କୁ ମଶା ଅଧିକ କାମୁଡ଼ନ୍ତିି। ଅପରପକ୍ଷରେ ଅନ୍ୟ କିଛି ଲୋକଙ୍କ ପାଖକୁ ମଶା କେବେ ମାଡ଼ନ୍ତି ନାହିଁ। ସାଧାରଣତଃ ୫ଟି କାରଣ ପାଇଁ ମଶା ଅଧିକ କାମୁଡ଼ିଥାନ୍ତି। ପ୍ରଥମ ହେଉଛି ଶରୀରରୁ ନିର୍ଗତ ହେଉଥିବା କାର୍ବନ ଡାଇଅକ୍ସାଇଡ୍ର ପରିମାଣ।…
ଟି-ଶର୍ଟ ପିନ୍ଧି ବିଧାନସଭାକୁ ଆସିଥିଲେ ବିଧାୟକ: ଗୃହରୁ ବିଦା କଲେ ବାଚସ୍ପତି
ଗାନ୍ଧିନଗର,୧୬।୩: ଗୁଜରାଟ ବିଧାନସଭାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବିଧାୟକ ଟି-ଶର୍ଟ ପିନ୍ଧି ଗୃହକୁ ଆସିବାରୁ ବାଚସ୍ପତି ତାଙ୍କୁ ବିଦା କରିଦେଇଛନ୍ତି। ସୋମନାଥ ଆସନରୁ କଂଗ୍ରେସ ବିଧାୟକ ଥିବା ବିମଲ ଚୁଡାସାମା ସୋମବାର ଟି-ଶର୍ଟ ପିନ୍ଧି ଗୃହରେ ପହଞ୍ଚିଥିଲେ। ବାଚସ୍ପତି…
ଆଖିବୁଜିଲେ ଏହି ପ୍ରସିଦ୍ଧ ନିର୍ଦ୍ଦେଶକ, ଏପରି ଶ୍ରଦ୍ଧାଞ୍ଜଳି ଜଣାଇଲେ ଶ୍ରୁତି
ସାଉଥ୍ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ପି ଜଗନ୍ନାଥନଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ତାଙ୍କର ମୃତ୍ୟୁରେ ସମଗ୍ର ସାଉଥ୍ ଇଣ୍ଡଷ୍ଟ୍ରି ଦୁଃଖରେ ଭାଙ୍ଗିପଡ଼ିଛି। ଏହି କ୍ରମରେ ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କିଛି…
କରୋନା ରିଟର୍ନସ୍: ରେଷ୍ଟୁରାଣ୍ଟ୍-ସିନେମା ହଲ ଉପରେ ବଢ଼ିଲା କଟକଣା
ମୁମ୍ବାଇ,୧୬।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ସ୍ଥିତ ବେକାବୁ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ପକ୍ଷରୁ କେତେକ ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ସେହିପରି କିଛି…
ଇଶାନ କିଷନଙ୍କ ଡେବ୍ୟୁ ମ୍ୟାଚ୍ ପୂର୍ବରୁ ଶରୀରରେ ରକ୍ତ ବୋଳି ହୋଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ, ଜାଣନ୍ତୁ କାହିଁକି
ଅହମ୍ମଦାବାଦରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ବିଜୟ ହାସଲ କରିଛି। ଏହି ବିଜୟରେ ଇଶାନ କିଷନଙ୍କ ବଡ ଭୂମିକା ଥିଲା। ଇଷାନ ଡେବ୍ୟୁ ମ୍ୟାଚରେ…
ସରକାରୀ ବାବୁ ଉଠାଉ ନାହାନ୍ତି ଫୋନ୍: ରିପୋର୍ଟ ତଲବ କଲେ ଯୋଗୀ
ଲକ୍ଷ୍ନୌ,୧୬।୩: ଉତ୍ତରପ୍ରଦେଶରେ ସରକାରୀ ଅଫିସରେ କୌଣସି ଅଫିସର ଫୋନ୍ ଉଠାଉ ନାହାନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଅବସ୍ଥା ମଧ୍ୟ ସମାନ। ଏନେଇ ଅଭିଯୋଗ ମିଳିବା ପରେ ଯୋଗୀ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୨୫ ଡିଏମ୍ ଏବଂ…
Archives


