Home

ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ମିଷ୍ଟର ଓଡ଼ିଶା ୨୦୨୧

ଭୁବନେଶ୍ୱର, ୧୬ା୩ (ସ୍ପୋଟର୍‌ସ ବ୍ୟୁରୋ)-ରଶ୍ମି ରଞ୍ଜନ ସାହୁ ମିଷ୍ଟର ଓଡ଼ିଶା ୨୦୨୧ ବିବେଚିତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱର ବଡିବିଲ୍‌ଡିଂ ଆସୋସିଏଶନ ଏବଂ ଶ୍ରୀଶ୍ରୀ ଲିଙ୍ଗରାଜ ସେନାର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ୧୮ତମ ସିନିୟର ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଚାଲିଥିଲା।…

ବୃତ୍ତି ଛାଡ଼ିଛନ୍ତି ୫ ପାଟଣା ବାସିନ୍ଦା

ବଅଁରପାଳ,୧୬ା୩ – ଅନୁଗୋଳ ରାଜାଙ୍କ ପ୍ରଜା ଥିଲେ ୫ ପାଟଣାବାସୀ। କୌଳିକ ବୃତ୍ତି ଥିଲା ସେମାନଙ୍କ ବ୍ୟବସାୟର ଭିତ୍ତି। କିଏ ଘଣାରେ ତେଲ ପେଡ଼ୁଥିଲେ ତ ଆଉ କିଏ ତନ୍ତରେ ଲୁଗା ବୁଣି ରାଜ୍ୟ ସମୃଦ୍ଧିରେ ସାଜିଥିଲେ ଅଂଶୀଦାର। ହେଲେ ରାଜତନ୍ତ୍ରର…

ଇୟର ବଡ୍‌

ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍‌ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ। ଜାଣନ୍ତୁ ସେ ସମ୍ପର୍କରେ… କାନକୁ ବାରମ୍ବାର ଇୟର ବଡ୍‌ ଦ୍ୱାରା ସଫା କଲେ କାନ…

ଜୀବନକୁ ସୁଖମୟ କରିବାକୁ ଚାହୁଁଥିଲେ…

ଜୀବନକୁ ଖୁସି ତଥା ସୁଖମୟ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ନିଜ ମନକୁ ନିୟନ୍ତ୍ରଣରେ ରଖିବାକୁ ପଡ଼ିବ। ଯେଉଁ ବ୍ୟକ୍ତିଙ୍କ ମନ ତାଙ୍କ ଆୟତ୍ତରେ ରହିଥାଏ, ଅଥବା ସ୍ଥିର ରହିଥାଏ ସେ ସବୁବେଳେ ସୁଖମୟ ଜୀବନ ବିତାଇଥାନ୍ତି। ଏହା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି।…

୨୧ରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୧୫।୩ – ଆସନ୍ତା ୨୧ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଲାଗି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି। ମୁଖ୍ୟ ଶାସନ ସଚିବ, ଗୃହ…

ବୋହୂଙ୍କୁ ଶାଶୁ କହିଲେ ମାସକୁ ୧୦ ହଜାର ଟଙ୍କା ନ ଦେଲେ ଘରେ ରଖିବିନି

ଭୋପାଳ,୧୫।୩: ଗ୍ବାଲିଅର ହଜାରୀ ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ କର୍ମଜୀବୀ ମହିଳା ତାଙ୍କ ଶାଶୁ, ଶ୍ୱଶୁର ଏବଂ ଜେଠାଶୁରଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଶାଶୁ ତାଙ୍କୁ ଘରୁ…

ଏହି ଦେଶରେ ଚଳାଚଳ କରିବ ‘କରୋନା ଫ୍ରି’ ଟ୍ରେନ୍‌

ରୋମ୍‌,୧୫।୩: ଇଟାଲୀରେ ସବୁଠୁ ଅଧିକ କରୋନା ସଂକ୍ରମଣ ଦେଖାଦେଇଥିଲା। ଏବେ ଏହି ଦେଶ ‘କରୋନା ଫ୍ରି’ ଟ୍ରେନ୍‌ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସ୍ଥାନକୁ ଛାଡ଼ିଦେଲେ ପର୍ଯ୍ୟଟନ ସ୍ଥଳକୁ ବି ‘କରୋନା ଫ୍ରି’ ଟ୍ରେନ୍‌ ସୁବିଧା ଉପଲବ୍ଧ ହେବ। କରୋନା…

ଅପେକ୍ଷାର ଅନ୍ତ: ସ୍ପୋର୍ଟସ ଆଙ୍କରଙ୍କ ହାତ ଧରିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୫।୩: ଭାରତୀୟ କ୍ରିକେଟ ଦଳର ଦ୍ରୁତତମ ବୋଲର ଯଶପ୍ରୀତ‌ ବୁମ୍‌ରା ସୋମବାର ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ସ୍ପୋର୍ଟସ ଆଙ୍କର ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ଟୁଇଟର ଆକାଉଣ୍ଟରେ ଦୁହିଁଙ୍କ ବିବାହର ଫଟୋ ଶେୟାର…

ଡାଇବେଟିସ୍‌ ଓ ଦୃଷ୍ଟିଶକ୍ତି

ଡାଇବେଟିସ ବା ମଧୁମେହକୁ ନୀରବ ଘାତକ ଭାବରେ ବିବେଚନା କରାଯାଏ। କାରଣ ଏହାଦ୍ୱାରା ଶରୀରର ଅଧିକାଂଶ ଅଙ୍ଗ ଆକ୍ରାନ୍ତ ହୋଇଥାଏ, ଯାହାଫଳରେ ପରବର୍ତ୍ତୀ ସମୟରେ ରୋଗୀ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଏ। ବିଶେଷଭାବରେ ଡାଇବେଟିସ୍‌ ଅସନ୍ତୁଳିତ ରହିଲେ ତାହାର ପ୍ରଭାବ…

ଯୁବକଙ୍କ ସହ ମଝି ଆକାଶରେ ଘଟିଲା ଏମିତି, ଜାଣିଲେ…

କାନ୍‌ବେରା,୧୫।୩: ଅଷ୍ଟ୍ରେଲିଆରେ ରବିବାର ଭର୍ଚୁଆଲ ନ୍ୟାଶନାଲ ସ୍କାଏଡ୍ରାଇଭିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଜଣେ ଯୁବକ ଭାଗ ନେଇଥିଲେ। ତେବେ ଏହି ପ୍ରତିଯୋଗିତାରେ ସଂପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। କାରଣ ସେ ଠିକ୍‌ ଭାବରେ ତାଙ୍କର ପାରାଚ୍ୟୁଟ୍‌ ଖୋଲିପାରି ନ ଥିଲେ।…

ପରିବାର ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମାଳଦ୍ୱୀପରେ ପରିବାର ସହ ଛୁଟି ମନାଉଛନ୍ତି। ଅକ୍ଷୟ ଓ୍ବାଟର ସ୍ଲାଇଡିଂ କରୁଥିବା ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ଅକ୍ଷୟ ପ୍ରଶଂସକମାନଙ୍କୁ ପଚାରିଛନ୍ତି, ଏହି ଓ୍ବାଟର ସ୍ଲାଇଡ୍‌…

ବିଏମ୍‌ସିର ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ

ଭୁବନେଶ୍ୱର, ୧୫।୩(ବ୍ୟୁରୋ): ବିଏମ୍‌ସି ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ପ୍ରକାଶ ଯେ, ହୋଲ୍ଡିଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri