ନିଶ୍ୱାସ ନେବାକୁ ସଂଗ୍ରାମ: ଅକ୍ସିଜେନ୍ ରିଫିଲିଙ୍ଗ୍ ସେଣ୍ଟର ବାହାରେ ଭିଡ଼…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। ଅକ୍ସିଜେନ୍ ସିଲିଣ୍ଡର ଅଭାବ ଯୋଗୁ ହସ୍ପିଟାଲରେ ଭର୍ତ୍ତିଥିବା କରୋନା ଆକ୍ରାନ୍ତଙ୍କୁ ନିଶ୍ୱାସ ନେବା ପାଇଁ ଜୀବନ ସହିତ ନିତି ସଂଗ୍ରାମ କରିବାକୁ…
ଦେଶକୁ ‘ଭାଷଣ’ ନୁହେଁ, ‘ଅକ୍ସିଜେନ୍’ ଦରକାର
ନୂଆଦିଲ୍ଲୀ,୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ଅବସ୍ଥା ଖରାପ ଆଡକୁ ଗତି କରୁଛି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅଷ୍ଟମ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ଲକ୍ଡାଉନକୁ ଏଡ଼ାଇବା ପାଇଁ ସେ ଦେଶକୁ…
ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶୋକରେ ବୁଡ଼ିଲା…
ବମ୍ବେ: ବାପାଙ୍କୁ ହରାଇଛନ୍ତି ଲୋକପ୍ରିୟ ଟେଲିିଭିଜନ ଅଭିନେତ୍ରୀ ହିନା ଖାନ୍। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ହୃଦ୍ଘାତ ହେବା ଯୋଗୁ ମଙ୍ଗଳବାର ହିନାଙ୍କ ବାପାଙ୍କ ନିଧନ ହୋଇଛି। ଖବର ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ସହ ପୁରା ପରିବାର ମଧ୍ୟରେ ଶୋକର ଛାୟା…
ମୁଁ ଆର୍ଟିପିସିଆର ଟେଷ୍ଟ କରିବିନି କହିଲେ ଯୁବତୀ, ଷ୍ଟେଶନରେ କଲେ ଏମିତି ହଙ୍ଗାମା; ଭିଡିଓ ଭାଇରାଲ
ଜୟପୁର,୨୧।୪: ପୋଲିସ ସହ ସାଧାରଣ ଜନତାଙ୍କ ଯୁକ୍ତିତର୍କ, ମାଡ଼ପିଟ୍ ହେଉଥିବାର ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। କିଛିଦିନ ତଳେ ଦିଲ୍ଲୀର ଏକ ଦମ୍ପତି ମାସ୍କ ପିନ୍ଧି ନ ଥିଲେ। ପୋଲିସ କହିବାରୁ ନାନା ଗଣ୍ଡଗୋଳ ହୋଇଥିଲା। ଏପରିକି ଦମ୍ପତି ଜେଲ୍ ଯାଇଛନ୍ତି।…
କରୋନାରୁ କେବେ ମିଳିବ ମୁକ୍ତି, ମୋଦିଙ୍କ ପରାମର୍ଶଦାତା ଦେଲେ ସୂଚନା…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। ତେବେ କରୋନା ସଂକ୍ରମଣ ମେ’ ଦ୍ୱିତୀୟ ସପ୍ତାହରେ ଶୀର୍ଷରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା…
୩୮ ବର୍ଷ ବୟସରେ ପ୍ରଥମ ଭାରତୀୟ ଭାବେ ଏମିତି କାରନାମା କଲେ ଅମିତ ମିଶ୍ର
ମୁମ୍ବାଇ, ୨୧।୪: ଆଇପିଏଲ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ୩୮ ବର୍ଷୀୟ ଲେଗ ସ୍ପିନର ଅମିତ ମିଶ୍ର ୪ ଉଇକେଟ ନେଇ ୧୩୭ ରନରେ ମୁମ୍ବାଇକୁ ଅଟକାଇଥିଲେ। ଏହା ପରେ ଦିଲ୍ଲୀ ୧୯.୧ ଓଭରରେ ୪ ଉଇକେଟ…
ଏହାକୁ ଖାଇଲେ ହେବନି କରୋନା…
ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି ବ୍ରିଟେନରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ପ୍ରୋବାୟୋଟିକ୍ସ୍, ଓମେଗା-୩ ଫ୍ୟାଟି…
ମହାମାରୀ ସମୟରେ ବି ସର୍ବାଧିକ ମୃତ୍ୟୁଦଣ୍ଡ…
ରିୟାଦ,୨୧।୪: କରୋନା ସଂକ୍ରମଣରେ ଲୋକଙ୍କ ମୃତ୍ୟୁ ମହାମାରୀରେ ହେଉଥିବାବେଳେ ପୃଥିବୀର ବିଭିନ୍ନ ଦେଶରେ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶ ବି ଯଥେଷ୍ଟ ବଢ଼ିଛି। ଏହି ସଙ୍କଟ ସମୟରେ ପୃଥିବୀର ୪ ଦେଶରେ ଅଧିକ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଏମନେଷ୍ଟି ଇଣ୍ଟରନ୍ୟାଶନାଲ…
ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜୋରିମନା
ଚେନ୍ନାଇ,୨୧।୪: ଆଇପିଏଲର ୧୪ତମ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ଉପରେ ଏହି ଚମତ୍କାର ବିଜୟ ସହିତ ଦିଲ୍ଲୀ ଡିଫେଣ୍ଡିଂ ଚାମ୍ପିଅନ୍ସ ଦଳ ମୁମ୍ବାଇ ବିପକ୍ଷରେ କ୍ରମାଗତ ପାଞ୍ଚଟି…
ମାଡ଼ି ଆସୁଛି ବିପଦ…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ୍ ହେବା ଯୋଗୁ ସଙ୍କଟ ବଢିଛାଲିଛି। କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିିଛି। ବିପଦ ପୁଣି ମାଡ଼ିଆସୁଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଥିବାରୁ…
ଧୋନୀଙ୍କ ବାପା-ମା’ଙ୍କୁ କରୋନା
ରାଞ୍ଚି,୨୧।୪: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ବାପା ପାନ ସିଂ-ମା’ ଦେବକୀ ଦେବୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରାଞ୍ଚିର ପ୍ଲସ ସୁପର୍ ସ୍ପେଶାଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧୋନୀ ଏବେ ଆଇପିଏଲ୍ ଖେଳୁଛନ୍ତି।…
ରାମ ନବମୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୪: କରୋନାର ଦ୍ୱିତୀୟ ଲହର ମଧ୍ୟରେ ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ରାମ ନବମୀ ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପାଳନ କରାଯାଏ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

