ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨
ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରେ ରହିଛି ଭାରତର ୨୨ଟି ସିଟି। ଆଉ ଦିଲ୍ଲୀକୁ ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା…
ରେଳବାଇ ଭାରତର ସମ୍ପତ୍ତି, ଏହାର ଘରୋଇକରଣ କେବେ ବି ହେବନାହିଁ: ରେଳମନ୍ତ୍ରୀ
ନୂଆଦିଲ୍ଲୀ,୧୬।୩: ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଭାରତର ସମ୍ପତ୍ତି। ଏହାର ଘରୋଇକରଣ କେବେହେଲେ କରାଯିବ ନାହିଁ। ଯାତ୍ରୀମାନଙ୍କୁ ଭଲ ସୁବିଧା ମିଳିବା ଲାଗି ତଥା ରେଳ ମାଧ୍ୟମରେ ଅର୍ଥନୀତିକୁ ମଜଭୂତ କରିବା ଭଳି କାର୍ଯ୍ୟ…
୩ୟ ଟି୨୦ ମୁକାବିଲା: ଟସ୍ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ଭାରତୀୟ ଟିମ୍କୁ ଫେରିଲେ ‘ହିଟ୍ମ୍ୟାନ୍‘
ଅହମ୍ମଦାବାଦ,୧୬।୩: ଭାରତ-ଇଂଲଣ୍ଡ ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ୩ୟ ଟି୨୦ ମ୍ୟାଚ୍ ଆରମ୍ଭ ହୋଇଛି। ଏଥିରେ ଇଂଲଣ୍ଡ ଟିମ୍ ଟସ୍ ଜିତିଥିବା ବେଳେ ବୋଲିଂ କରିବାର ନିଷ୍ପତ୍ତି ନେଇଛି। ଅପରପକ୍ଷେ ଚଳିତ ମ୍ୟାଚ୍ରେ ଭାରତୀୟ ଟିମ୍ରେ ପରିବର୍ତ୍ତନ ସ୍ବରୂପ ସୂର୍ଯ୍ୟକୁମାର…
ଭୁବନେଶ୍ୱରରେ ୮୩କୁ ପହଞ୍ଚିଲା ଆକ୍ଟିଭ୍ କରୋନା କେସ୍: ଆଜି ଖଣ୍ଡିଗରିରୁ ଚିହ୍ନଟ ହେଲେ ୨, ପଳାଶୁଣିରୁ…
ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଆଉ ୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ଟିଭ୍ କେସ୍ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି। ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖଣ୍ଡଗିରିରୁ ୨ଜଣ ଥିବା ବେଳେ ୟୁନିଟ୍-୩, ପୁରୁଣା ଭୁବନେଶ୍ୱର, ପଳାଶୁଣିରୁ ଜଣେ…
ଆଜିର ଦିନରେ ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଥିଲେ ଏହି ୨୨ ବର୍ଷୀୟ କ୍ରିକେଟର, ପରଦିନ ଭାରତକୁ ହରାଇ…
ନୂଆଦିଲ୍ଲୀ,୧୬।୩: ଆଜିର ଦିନରେ କ୍ରିକେଟ ଇତିହାସରେ ଅନେକ ବଡ଼ ଘଟଣା ଘଟିଥିଲେ ହେଁ ଏହି ତାରିଖକୁ ଦୁଃଖର ସହକାରେ ମନେ ପକାଯାଇଥାଏ। କାରଣ ବାଂଲାଦେଶ କ୍ରିକେଟ ଟିମ୍ର ପୂର୍ବ କ୍ରିକେଟର ମଜରୁଲ ଇସଲାମ ଏହି ଦିନ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।…
ଦିନିକିଆ-ଟି୨୦ରେ ପ୍ରତ୍ୟାବର୍ତ୍ତନକୁ ନେଇ ନିରବତା ଭାଙ୍ଗିଲେ ଅଶ୍ୱିନ, କହିଲେ‘ ଯେତେବେଳେ କେହି ଏହି ପ୍ରଶ୍ନ ପଚାରେ….’
ନୂଆଦିଲ୍ଲୀ,୧୬।୩: ଭାରତର ସର୍ବଶ୍ରେଷ୍ଠ ସ୍ପିନର୍ଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ୱିନ ଅନ୍ୟତମ। ବିଗତ ଦୁଇ-ତିନି ମାସ ମଧ୍ୟରେ ସେ ନିଜର ଶ୍ରେଷ୍ଠତାକୁ ପ୍ରମାଣିତ ମଧ୍ୟ କରିଛନ୍ତି। ଇଂଲଣ୍ଡ ବିପକ୍ଷ ୪ ଟେଷ୍ଟ ମ୍ୟାଚ୍ରେ ସେ ୩୨ ଉଇକେଟ ନେଇଥିଲେ, ଯାହାକି ଅନ୍ୟ ବୋଲର୍ଙ୍କ…
ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ବାଜିଲା ବିଗୁଲ। ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୧୭ ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ…
ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟି୨୦ ମୁକାବିଲା: ଜାଣନ୍ତୁ କେବେ ଆଉ କେଉଁଠି ଦେଖିବେ
ନୂଆଦିଲ୍ଲୀ,୧୬।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ୩ୟ ଟି୨୦ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ଦ୍ୱିତୀୟ ମ୍ୟାଚ୍ ଜିତିବା ପରେ ୧-୧ କୁ ଆସିଛି ସ୍ଥିତି। ଏଣୁ ତୃତୀୟ ମ୍ୟାଚ୍ରେ ଭାରତୀୟ…
କ୍ରିକେଟ ପ୍ରଶଂସକଙ୍କୁ ଜୋରଦାର୍ ଝଟକା: ବିନା ଦର୍ଶକରେ ଖେଳାଯିବ ଇଂଲଣ୍ଡ ବିପକ୍ଷ ବାକି ଟି୨୦ ମ୍ୟାଚ୍
ନୂଆଦିଲ୍ଲୀ,୧୬।୩: ଇତିମଧ୍ୟରେ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟି୨୦ ସିରିଜର ପ୍ରଥମ ୨ ମୁକାବିଲା ଶେଷ ହୋଇଛି। ଏହି ମ୍ୟାଚ୍ ଦେଖିବାକୁ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବହୁଳ ମାତ୍ରାରେ ଦର୍ଶକ ପହଞ୍ଚିଥିଲେ। କରୋନା ସଂକ୍ରମଣ ମଧ୍ୟରେ ପ୍ରଥମ ଥର…
କଇଁଚି ପରିବର୍ତ୍ତେ ହାତୁଡ଼ି, କାଚରେ କଟାଯାଉଛି କେଶ, ଅଧିକ ଆକର୍ଷିତ ହେଉଛନ୍ତି ଗ୍ରାହକ
ବାରିକ କଇଁଚି ସହାୟତାରେ ଗ୍ରାହକଙ୍କର କେଶ କାଟିଥାଏ। ଏହା ସମସ୍ତେ ଜାଣନ୍ତି। ହେଲେ ପାକିସ୍ତାନର ଲାହୋର ସହରରେ ଏମିତି ଜଣେ ବାରିକ ଅଛନ୍ତି, ଯିଏ କି କଇଁଚି ପରିବର୍ତ୍ତେ ହାତୁଡ଼ି ଏବଂ ଛୁରିରେ କେଶ କାଟିଥାନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…
ଭାଜପାର ନୂଆ ଗେମ୍ ପ୍ଲାନ୍: ମମତାଙ୍କୁ କରାଯିବନି ଆକ୍ଷେପ
କୋଲକାତା,୧୬।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ସ୍ଥିତିି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ ଭାଙ୍ଗିବା ଦ୍ୱାରା ଭୋଟର ତାଙ୍କ ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ଭାଜପା ଚିନ୍ତା କରୁଛି।…
୪ ମେଟ୍ରୋରେ ରାତ୍ରକାଳୀନ କର୍ଫ୍ୟୁ
ଅହମଦାବାଦ,୧୬।୩: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅହମଦାବାଦ, ବଡୋଦରା, ସୁରଟ ଏବଂ ରାଜକୋଟ ଆଦି ୪ ମେଟ୍ରୋ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ମାର୍ଚ୍ଚ ୧୭ରୁ ୩୧ ପର୍ଯ୍ୟନ୍ତ ଏହା…
Archives


