Home

ଭାରତୀୟ ସେନା ଉପରେ ଆତଙ୍କବାଦୀ ଆକ୍ରମଣ: ୪ ଯବାନ ଆହତ

ଶ୍ରୀନଗର, ୨୭।୧: ଜମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦକ୍ଷିଣ କଶ୍ମୀରର କୁଲଗାମ୍‌ର ଶାମିପୋରାରେ ହାଇଓ୍ବେରେ ରୋଡ୍‌ ଓପନିଂ…

ସାବଧାନ! ଟି-ଶର୍ଟ ପିନ୍ଧି ଗାଡ଼ି ଚଲାଇଲେ କଟିବ ମୋଟା ଅଙ୍କର ଚାଲାଣ

ବିଶ୍ୱର ପ୍ରତିଦେଶରେ ଭିନ୍ନ ଭିନ୍ନ ଟ୍ରାଫିକ ନିୟମ ରହିଛି। ପ୍ରତି ଦେଶର ସରକାର ନିଜର ନାଗରିକମାନଙ୍କ ସୁରକ୍ଷା ପାଇଁ ଟ୍ରାଫିକ ନିୟମ ତିଆରି କରିଛନ୍ତି। ନିୟମ ପାଳନ ନ କଲେ ଦୁର୍ଘଟଣାରେ ଜୀବନ ଚାଲିଯିବାର ଆଶଙ୍କା ରହିଥାଏ। ମାତ୍ର କିଛି ଦେଶରେ…

ରାଜ୍ୟରୁ ଚିହ୍ନଟ ହେଲେ ନୂଆ ୧୩୮ କରୋନା ପଜିଟିଭ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୬୬୭ରେ ପହଞ୍ଚିଲା

ଭୁବନେଶ୍ୱର, ୨୭।୧(ବ୍ୟୁରୋ): ଗତ ମଙ୍ଗଳବାର ରାଜ୍ୟରେ ଶତେ ତଳକୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଧବାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୧୩୮। ଏଥିମଧ୍ୟରୁ ୮୧ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୭ ଲୋକାଲ କେସ୍‌ ରହିଛି।…

୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ମହିଳା କହିଲେ, ଭାରତ ସ୍ବର୍ଗ ଭଳି

ଔରଙ୍ଗାବାଦ,୨୭।୧: ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ମୁକୁଳିଛନ୍ତି ଜଣେ ଭାରତୀୟ ମହିଳା। ସେ ହେଲେ ହସିନା ବେଗମ୍‌। ୨୦୦୨ରେ ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଲାହୋର ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ପାସପୋର୍ଟ ହଜିଯାଇଥିଲା। ଏହାପରେ ତାଙ୍କ ଉପରେ ଦୋଷର…

ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର

ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ, କୃଷକ ନେତା ରାକେଶ ଟିକାଇତ ଏବଂ ଲାଖା ସିଂ ସିଧାନା ଅନ୍ନଦାତାଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି।…

ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ଇଂଲଣ୍ଡ ଅଧିନାୟକ ପୂରଣ କରିବେ ନିଜର ଏହି ‘ସ୍ବତନ୍ତ୍ର ଶତକ’

ନୂଆଦିଲ୍ଲୀ,୨୭।୧: ଭାରତ-ଇଂଲଣ୍ଡ ମଧ୍ୟରେ ଫେବୃୟାରୀ ୫ରୁ ଆରମ୍ଭ ହେବ ଟେଷ୍ଟ ସିରିଜ। ଚେନ୍ନାଇରେ ଏହାର ପ୍ରଥମ ମୁକାବିଲା ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ସିିରିଜ୍‌ରେ ଦମ୍‌ଦାର ବିଜୟ ପରେ ଏବେ କ୍ରିକେଟ ପ୍ରଶଂସକଙ୍କ ନଜର ଏହି ମ୍ୟାଚ୍‌ ଉପରେ ରହିଛି। ଏହାଛଡ଼ା କରୋନା…

୧୦ ବର୍ଷ ହେଲା ହାତ ଧୋଇନାହାନ୍ତି ଏହି ଟିଭି ଆଙ୍କର, ଏମିତି ବଖାଣିଲେ ସତ

ଆମେରିକାର ଏକ ଟିଭି ଚ୍ୟାନେଲର ଜଣେ ହୋଷ୍ଟ ତଥା ଆଙ୍କର ଗତ ୧୦ ବର୍ଷ ହେଲା ହାତ ଧୋଇନାହାନ୍ତି। ଏ ବିଷୟରେ ନିଜେ ଖୁଲାସା କରିଛନ୍ତି। ଆମେରିକୀୟ ଟିଭି ଆଙ୍କର ପିଟ୍‌ ହେଗସେଥ ସର୍ବସମ୍ମୁଖରେ ଏହି କଥାର ସତ୍ୟତା ପ୍ରକାଶ କରିଛନ୍ତି।…

ଦିନେ ଲୋକେ କହୁଥିଲେ ଡାହାଣୀ, ଏବେ ଜିତିଲେ ପଦ୍ମଶ୍ରୀ

ରାଞ୍ଚି,୨୭।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୧୯ ଜଣଙ୍କୁ ପୁରସ୍କାର ଦିଆଯିବ। ଝାଡଖଣ୍ଡର ଛୁଟନୀ ଦେବୀ ଏଥର ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଜୀବନରେ ଅନେକ ପ୍ରତାଡନା…

ବାପାଙ୍କ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ଅମିତାଭ ବଚ୍ଚନଙ୍କ ଅଭିନେତ୍ରୀ ଜିନ୍ନତ ଅମାନକୁ ଭଲପାଇ ବସିଥିଲେ ପୁଅ ଅଭିଷେକ ବଚ୍ଚନ। ଫିଲ୍ମ ‘ମହାନ’ର ଶୁଟିଂ ସମୟରେ ଅଭିଷେକ ପିତା ଅମିତାଭଙ୍କ ସହ ଶୁଟିଂ ସେଟ୍‌କୁ ଯାଇଥିଲେ। ଏହି ସମୟରେ ଅଭିଷେକଙ୍କ ବସୟ ମାତ୍ର ୫ ବର୍ଷ ଥିଲା ।…

ସ୍କୁଲ ୟୁନିଫର୍ମରେ ଯୁବତୀଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଟାଇଗର ଶ୍ରଫ୍‌ଙ୍କ ବାପା, ପୂର୍ବରୁ ଗର୍ଲଫ୍ରେଣ୍ଡ ଥିବା ସତ୍ତ୍ୱେ କରିଥିଲେ ଏଭଳି…

ବମ୍ବେ: ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ପ୍ରେମକାହାଣୀ କୌଣସି ଫିଲ୍ମଠାରୁ କମ୍‌ ନୁହେଁ। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କୁ ଦେଖିବା ପରେ ପ୍ରେମରେ ପଡ଼ିଯାଇଥିଲେ ସେ। ଶେଷରେ ତାଙ୍କୁ ହିଁ ଜୀବନସାଥୀ କରିଥିଲେ। ହେଲେ ଏସବୁ ସେତେଟା ସହଜ ନ…

ବର୍ଷା ବିନ୍ଦୁ ଦେଖି ଏମିତି ପ୍ରତିକ୍ରିୟା ଦେଲା କୁକୁର, ଦେଖନ୍ତୁ ମଜାଳିଆ ଭିଡିଓ

ବିଶ୍ୱରେ ପ୍ରତି ଜିନିଷ, ଜୀବଜନ୍ତୁକୁ ପ୍ରକୃତି ସୃଷ୍ଟି କରିଛି। ପ୍ରତି ମୁହୂର୍ତ୍ତରେ ପ୍ରକୃତି ନିଜର ରୂପ ରଙ୍ଗ ବି ବଦଳାଇଥାଏ। ମଣିଷ ଏହାକୁ ବୁଝିପାରେ ଏବଂ ଅନ୍ୟ ପାଖରେ ପ୍ରକାଶ କରିପାରେ। ମାତ୍ର ଜୀବଜନ୍ତୁଙ୍କ କଥା କେହି ବୁଝିପାରନ୍ତି ନାହିଁ। ବେଳେବେଳେ…

୪ ବର୍ଷ ପରେ ଜେଲ୍‌ରୁ ଘରକୁ ଫେରିଲେ ଶଶିକଳା

ବେଙ୍ଗାଲୁରୁ, ୨୭।୧: ତାମିଲନାଡୁର ଏଆଇଏଡିଏମ୍‌କେର ପୂର୍ବତନ ସଦସ୍ୟା ଭି.କେ. ଶଶିକଳା ୪ ବର୍ଷ ଜେଲ୍‌ରେ ରହିବା ପରେ ବୁଧବାର ଘରକୁ ବାହୁଡ଼ିଛନ୍ତି। ୬୩ ବର୍ଷ ବୟସ୍କା ଶଶିକଳା ବେଙ୍ଗାଲୁରୁର ସେଣ୍ଟାଲ ଜେଲ୍‌ ପାରାପ୍ପାନା ଆଗ୍ରାହରାରୁ ମୁକୁଳିଛନ୍ତି। ଏବେ ସେ ଭିକ୍ଟୋରିଆ ହସ୍ପିଟାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri