ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍ ବ୍ୟବହାର କରିବ ମୁମ୍ବାଇ ପୋଲିସ
ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ସହାୟତା ପାଇଁ ଆଗକୁ…
ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…
ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ ଇଦ୍ ଅବସରରେ ବଡ଼ ପରଦାକୁ ଆସିବ। ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…
କୋଭିଡ୍ କଟକଣା ମାନିବାକୁ ଏନ୍ଏସିର କଡ଼ାକଡ଼ି ଯାଞ୍ଚ
ବୁଗୁଡ଼ା,୨୧।୪(ଡି.ଏନ୍.ଏ.): ବୁଗୁଡ଼ା ସହରରେ ବ୍ୟବସାୟୀ ଓ ସାଧାରଣ ଜନତା କୋଭିଡ୍ କଟକଣାକୁ ଠିକ୍ ଭାବେ ପାଳନ କରିବା ପାଇଁ ଏନ୍ଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଥିବା ବ୍ୟବସାୟ ପ୍ରତିଷ୍ଠାନକୁ ଯାଞ୍ଚ କରାଯାଇଛି। ବ୍ୟବସାୟୀମାନେ ମାସ୍କ ପିନ୍ଧିବା ଓ ଗ୍ରାହକମାନଙ୍କ ମଧ୍ୟରେ…
ଆଇପିଏଲ୍ରେ ଚତୁର୍ଥ ଥର ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର; ମ୍ୟାଚ୍ ବିଜେତା ହେବେ କି ବୋଲି…
ଚେନ୍ନାଇ,୨୧।୪: ସନରାଇଜର୍ସ ହାଇଦ୍ରାବାଦ(ଏସ୍ଆର୍ଏଚ୍) ପାଇଁ ଚଳିତ ଆଇପିଏଲ୍ ସେତେଟା ଭଲ ସାବ୍ୟସ୍ତ ହେଉନାହିଁ। ପ୍ରଥମ ତିନୋଟି ମୁକାବିଲାରେ ଦଳ ପରାଜିତ ହୋଇଛି। ଖେଳାଳି ପରିବର୍ତ୍ତନ କଲେ ସୁଦ୍ଧା ସେତେଟା ସୁଫଳ ମିଳୁନାହିଁ। ଏବେ ଡେଭିଡ୍ ଓ୍ବାର୍ନରଙ୍କ ନେତୃତ୍ୱାଧିନ ହାଇଦ୍ରାବାଦ ଚତୁର୍ଥ ମୁକାବିଲା…
ତୋଟାକୁ ଆମ୍ବ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା
ଲୋଇସିଂହା,୨୧।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଦରଲ୍ଲୀପାଲି ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିରଞ୍ଚି ସାହୁ। ସୂଚନାଯୋଗ୍ୟ, ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଦରଲ୍ଲୀପାଲି ଗାଁର ବିରଞ୍ଚି ବୁଧବାର ଭୋର୍ରୁ ନିଜ ତୋଟାକୁ ଆମ୍ବ…
ସ୍ବାମୀ ଓ୍ବାଜିଦ୍ ଖାନ୍ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…
ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର ସମ୍ପତ୍ତିରୁ ଅଧିକାର ମାଗନ୍ତୁ ବୋଲି ସେ ଚାହୁଁ ନ ଥିବା କୋର୍ଟକୁ କହିିଛନ୍ତି। ଏଣୁ…
ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ୬୦ ବର୍ଷର ଶ୍ୱଶୁରଙ୍କୁ ବିବାହ କଲେ ବୋହୂ
ଓ୍ବାଶିଂଟନ,୨୧।୪: ଆମେରିକାର ଜଣେ ମହିଳା ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। କେଣ୍ଟୁକି ସହରରେ ରହୁଥିବା ଏରିଆ କ୍ୱିଗ୍ଲି ନାମକ ଏହି ମହିଳାଙ୍କୁ ୩୧ ବର୍ଷ। ସେ ତାଙ୍କ ୬୦ ବର୍ଷୀୟ ଶ୍ୱଶୁରଙ୍କୁ ବିବାହ କରିଛନ୍ତି। ଏରିକା ୨୦୦୯ରେ…
ଭୁଲ୍ରେ ଫ୍ୟାମିଲି ହ୍ବାଟ୍ସଆପ୍ ଗ୍ରୁପ୍ରେ ଚାଲିଗଲା ଯୁବତୀଙ୍କ ଉଲଗ୍ନ ଫଟୋ, ଆଉ ତା’ ପରେ…
ଜଣେ ଟିକ୍ଟକ୍ ୟୁଜର ନିଜର ଏକ ନିଚ୍ଛକ କାହାଣୀ ଫଲୋଅର୍ସସମାନଙ୍କ ସହ ଶେୟାର କରିଛନ୍ତି। ବେଥ୍ନୀ ମାର୍ଗେରିଟ୍ ନାମକ ଜଣେ ଯୁବତୀ ଭୁଲ୍ରେ କେମିତି ତାଙ୍କର ନଗ୍ନ ଫଟୋ ଫ୍ୟାମିଲି ହ୍ବାଟ୍ସଆପ୍ ଗ୍ରୁପ୍ରେ ଚାଲିଯାଇଥିଲା ସେ ବିଷୟରେ କହିଛନ୍ତି। ଏହା ପରେ…
ଏକଦା ସେହ୍ବାଗଙ୍କୁ କହିଥିଲେ ‘ଭାଇ ମୋ ଦରମା ବଢ଼ାଇଦିଅ’; ଏବେ ଆଇପିଏଲ୍ର ଶ୍ରେଷ୍ଠ ବୋଲର୍
ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ କ୍ୟାପିଟାଲ୍ସର ଅନୁଭବୀ ଲେଗ୍ ସ୍ପିନର ଅମିତ ମିଶ୍ରା ମଙ୍ଗଳବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ନିଜର ସ୍ପେଲ୍ରେ ସେ ୨୪ରନ୍ ଦେଇ ୪ ଉଇକେଟ ନେଇଥିଲେ। ଏହି ପ୍ରଦର୍ଶନ ପାଇଁ…
ଚିନ୍ତା ବଢ଼ାଇଲେଣି କୁମ୍ଭମେଳା ଫେରନ୍ତା
କଟକ ଅଫିସ,୨୧।୪: ରାଜ୍ୟରେ କୁମ୍ଭମେଳା ଫେରନ୍ତା ଚିନ୍ତା ବଢ଼ାଇ ଚାଲିଛନ୍ତି। ଆଜି କଟକରୁ ଆଉ ୧୩ କୁମ୍ଭମେଳା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସିଏମ୍ସି ସୂଚନା ଦେଇଛନ୍ତି। କଟକ ରେଳ ଷ୍ଟେଶନରେ ଆର୍ଟିପିସଆର ଟେଷ୍ଟ ବେଳେ ୧୩ ଜଣ କୁମ୍ଭମେଳା…
କୋଭାକ୍ସିନ୍ ଡବଲ ମ୍ୟୁଟାଣ୍ଟ୍ ଷ୍ଟ୍ରେନ୍କୁ କରିବ ନଷ୍ଟ…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଲୋକଙ୍କୁ କୋଭାକ୍ସିନ୍ ଏବଂ କୋଭିଶିଲ୍ଡ ଟିକା ଦିଆଯାଉଛି। ସ୍ବଦେଶୀ ଜ୍ଞାନକୌଶଳରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍…
ଏହି କୋଭିଡ୍ ଭ୍ୟାରିଆଣ୍ଟ୍ ଦେଶରେ ରଚିଛି ତାଣ୍ଡବ…
ନୂଆଦିଲ୍ଲୀ,୨୧।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ଦେଶରେ କରୋନାର ବି-୧-୬୧୮ ଭ୍ୟାରିଆଣ୍ଟ୍ ତାଣ୍ଡବ ରଚିଛି ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି। ଏହାକୁ ବି-୧-୬୧୭ର ଡବଲ ମ୍ୟୁଟାଣ୍ଟ୍ ମଧ୍ୟ କୁହାଯାଇଥାଏ। ଗତ ୬୦ ଦିନ ମଧ୍ୟରେ ସଂଗ୍ରହ ହୋଇଥିବା…

