ଜୀବନରୁ ଦୁଃଖ ଦୂର କରିବାକୁ ଚାହାନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ଏହି କ୍ରମରେ ଚାଣକ୍ୟ ଜୀବନରୁ ଦୁଃଖ ଦୂର କରି ସୁଖ ସମୃଦ୍ଧି ବୃଦ୍ଧି କରିବା ପାଇଁ ନୀତିରେ ବର୍ଣ୍ଣନା କରିଛନ୍ତି। ଆସନ୍ତୁ ଜାଣିବା..

-ଚାଣକ୍ୟଙ୍କ ଅନୁଯାୟୀ ଥାଳିରେ ବାଢ଼ିଥିବା ଗୋଟିଏ ବି ଅନ୍ନ ନଷ୍ଟ କରିବା ଉଚିତ ନୁହେଁ। ଏଭଳି ହେଲେ ଘରେ ସୁଖ ସମୃଦ୍ଧି ବାସ କରି ନ ଥାଏ।

-ଯେଉଁ ଘରେ ଧନକୁ ଖରାପ କାମରେ ବ୍ୟବହାର କରାଯାଏ, ସେହି ଘରେ ସର୍ବଦା କଳହ ହେବାର ସମ୍ଭାବନା ଥାଏ। ଏହି କାରଣରୁ କେବେ ବି ଘରେ ଖୁସି ରହେ ନାହିଁ। ଏପରିକି ମା ଲକ୍ଷ୍ମୀ ରୁଷ୍ଟ ହୋଇ ଯାଆନ୍ତି ବୋଲି ଚାଣକ୍ୟ କହିଛନ୍ତି।

-ସ୍ବାମୀସ୍ତ୍ରୀ ମଧ୍ୟରେ ମଧୁର ସମ୍ପର୍କରେ କପଟର ସ୍ଥାନ ନ ଥାଏ। ଯଦି ସେମାନେ ଜଣେ ଅନ୍ୟଜଣଙ୍କୁ କଥା ଲୁଚାନ୍ତି ତେବେ ସେ ସମ୍ପର୍କ ଚାଲିପାରି ନ ଥାଏ। ଫଳରେ ଘରେ କେବେ ବି ସୁଖ ସମୃଦ୍ଧି ଆସି ନ ଥାଏ।

-ଯଦି କୌଣସି ଜ୍ଞାନୀ ବ୍ୟକ୍ତି ଗରିବ ଓ ମୁର୍ଖ ଧନୀ ଥାଏ ତେବେ ଆମକୁ ଜ୍ଞାନୀ ବ୍ୟକ୍ତିର ପଥକୁ ଅନୁସରଣ କରିବା ଉଚିତ। ତାଙ୍କ କଥା ଶୁଣିବା ଆବଶ୍ୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାପ ମାପିବ ସ୍ମାର୍ଟଗ୍ଲାସ୍‌

ମାଇକ୍ରୋସଫ୍ଟ ନିଜ ସ୍ମାର୍ଟ ଗ୍ଲାସ୍‌(ଚଷମା)ର ଆସନ୍ତା ପିଢ଼ି ବିକଶିତ କରିବାରେ ଲାଗିଛି। ଏହା ରକ୍ତଚାପ ମାପିବା ଡିଭାଇସ୍‌ ରୂପେ କାମ କରିବ। ଏହାର ନା ଗ୍ଲୋବେଲା...

ସତର୍କତା ଜରୁରୀ

ପରିବାରର ସୁରକ୍ଷା ଦାୟିତ୍ୱ ସାଧାରଣତଃ ଗୃହିଣୀମାନଙ୍କ ଉପରେ। ପିଲାମାନଙ୍କଠାରୁ ଆରମ୍ଭ କରି ବଡ଼ମାନଙ୍କର ବି ଦେହର ଯତ୍ନ, ଖାଦ୍ୟପେୟ, ପୋଷାକ ଆଦି ବିଷୟରେ ଟିକିନିଖି ବୁଝିବାକୁ...

ଜିମ୍‌ ଯିବା ପୂର୍ବରୁ କରୁଛନ୍ତି କି ଏପରି

ବର୍ତ୍ତମାନ ସମୟରେ ଯୁବପିଢ଼ି ଫିଟ୍‌ ରହିବା ପାଇଁ ଜିମ୍‌ ଯାଉଛନ୍ତି। ଏ ନେଇ ସେମାନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଜିମ୍‌ ଯିବା ପୂର୍ବରୁ...

ଘରେ ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା

ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ...

ଦଶହରାରେ ଦାଣ୍ଡିଆ ଗେଟ୍‌ଅପ୍‌

ଦଶହରା ଆସିଲେ ସମସ୍ତେ ନିଜ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମଜା ମସ୍ତିରେ ମଜି ଯାଆନ୍ତି। ହେଲେ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ଅଧିକାଂଶ ମହିଳା...

ଶ୍ରାବଣ ମାସ ସୋମବାର ବ୍ରତ ସମ୍ପର୍କରେ…

ଦେବ ଦେବ ମହାଦେବଙ୍କର କରୁଣା କାହାକୁ ବା ଅଗୋଚର। ଭକ୍ତି ଭାବରେ ତାଙ୍କୁ ଯିଏ ଆବାହନ କରନ୍ତି ସେ ତାଙ୍କର ସମସ୍ତ ଦୁଃଖ ହରି ନେଇଥାନ୍ତି।...

ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ସନ୍ତୁଳିତ ଖାଦ୍ୟ

ସୁସ୍ଥ ହୃତ୍‌ପିଣ୍ଡ ପାଇଁ ଆମେ ଖାଦ୍ୟପେୟ ପ୍ରତି ସତର୍କ ରହିବା ନିହାତି ଆବଶ୍ୟକ। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତୁ। ଅତି ଅଧିକ ଖାଆନ୍ତୁ ନାହିଁ କିମ୍ବା...

ଏଥିପାଇଁ ବୈବାହିକ ଜୀବନରେ ଆସେ ଝଡ଼, ସାଥୀଙ୍କ ସହ ବିବାଦରୁ ରକ୍ଷା ପାଇବା ପାଇଁ ମାନନ୍ତୁ ଚାଣକ୍ୟଙ୍କ ଏହି ୪ କଥା

ବିବାଦରେ ଫସୁଥିବା ଲୋକ ପାଖରେ ଜ୍ଞାନ ଏବଂ ଦୁରଦର୍ଶିତା କମ୍‌ ଥାଏ ବୋଲି ଚାଣକ୍ୟ କୁହନ୍ତି। କାରଣ ବିବାଦ ଧିରେ ଧିରେ ନୂଆ ନୂଆ ବିପଦ...

Advertisement
Archives

Model This Week