ପରଲୋକରେ ଶଶାଙ୍କ ଘୋଷ

କୋଲକାତା,୨୨ା୪: ବିଶିଷ୍ଟ ବଙ୍ଗଳା କବି ପଦ୍ମଭୂଷଣ ଶଶାଙ୍କ ଘୋଷଙ୍କ ବୁଧବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହେଉଥିଲା। ୧୯୩୨ ଫେବୃୟାରୀ ୫ରେ ବାଂଲାଦେଶର ଚାନ୍ଦପୁର ଜିଲାରେ ଜନ୍ମିତ ଶଶାଙ୍କ ଘୋଷ ଏକାଧିକ ରୋଗରେ ପୀଡ଼ିତ ଥିଲେ। ଏପ୍ରିଲ ୨୪ରେ ସେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇ କୋଲକାତାସ୍ଥିତ ନିଜ ଘରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ପରେ ବଙ୍ଗଳା ସାହିତ୍ୟର ଏକ ଯୁଗ ଶେଷ ହୋଇଛି। ୧୯୫୦ ଦଶକରୁ ଅଦ୍ୟାବଧି ସେ ଅନେକ କାବ୍ୟ ରଚନା କରିଛନ୍ତି। ନିହିତୋ ପଟଳ ସାୟା, ପାଜୋର ଦରେର ଶବ୍ଦୋ, ଧୁମ୍‌ ଲଗେଚେ ରିଥ୍‌ କାମୋଲେ, କବୀର ଅଭିପ୍ରାୟ ଆଦି ତାଙ୍କର ଅନବଦ୍ୟ କୃତି। ଶଶାଙ୍କଙ୍କୁ ୨୦୧୧ରେ ପଦ୍ମଭୂଷଣ, ୨୦୧୬ରେ ଜ୍ଞାନପୀଠ ଓ ୧୯୭୭ରେ ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ଏଥର ଯୋଗ କରିବେ ମୋଦି, ଭାଗନେବେ ୩୫ ହଜାର ଲୋକ

କୋଲକାତା,୨୦।୬: କୋଲକାତାର ଐତିହାସିକ ରେଡ ରୋଡ – ଯେଉଁଠାରେ ‘ଦିଦି’ଙ୍କ ରାଜନୈତିକ କସରତ ଏବଂ ବାମପନ୍ଥୀ ବିରୋଧର ସାକ୍ଷୀ ରହିଛି, ଆସନ୍ତାକାଲି ସକାଳେ ‘କେଶର ଯୋଗ’ ରଙ୍ଗରେ…

ମୋଦିଙ୍କୁ ପ୍ରଶଂସା କଲେ ଶଶି ଥରୁର, ରାହୁଲଙ୍କୁ ଟାର୍ଗେଟ କଲା ଭାଜପା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଏମପି ଶଶି ଥରୁର, ଯିଏ ତାଙ୍କ ବେକାବୁ ଏବଂ ସ୍ପଷ୍ଟ ବୟାନ ପାଇଁ ଜଣାଶୁଣା, ପୁଣି ଥରେ ଏପରି କିଛି କରିଛନ୍ତି ଯାହା ଭାଜପାକୁ…

ବୈଭବ ସୂର୍ଯ୍ୟବଂଶୀ ବିବାଦ ଉପରେ ଶ୍ରୀଲଙ୍କା ଅଧିନାୟକଙ୍କ ଆଶ୍ଚର୍ଯ୍ୟଜନକ ବୟାନ, ଫାଇନାଲ ପୂର୍ବରୁ କହିଲେ, ‘ଆମେ କରିନାହୁଁ…’

ନୂଆଦିଲ୍ଲୀ,୨୦।୬: ଭାରତ ଏବଂ ଶ୍ରୀଲଙ୍କା ଦଳ ତ୍ରି-ସିରିଜ ଫାଇନାଲରେ ସେମାନଙ୍କର ସ୍ଥାନ ପକ୍କା କରିଛନ୍ତି। ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଟାଇଟଲ ମୁକାବିଲା ଜୁନ…

କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଜଗନ୍ନାଥପ୍ରସାଦ,୨୦ା୬(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥପ୍ରସାଦ ପୁଣି କାୟା ମେଲାଇଲେଣି ଚୋର ନିଦ ହଜାଇଲାଣି ଚୋରି ଖବର ବଡ଼ଦାଣ୍ଡ ସାହିରୁ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ…

ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ: ପୂର୍ବତନ ଅବକାରୀ ନିରୀକ୍ଷକଙ୍କୁ ୩ବର୍ଷ କାରାଦଣ୍ଡାଦେଶ

ବରଗଡ଼, ୨୦।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ରେଞ୍ଜରେ କାର୍ଯ୍ୟରତ ପୂର୍ବତନ ଅବକାରୀ ନିରୀକ୍ଷକ ଇନ୍ଦ୍ରଜିତ ସାହୁଙ୍କୁ ଲାଞ୍ଚ ନେବା ମହଙ୍ଗା ପଡିଛି । ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର…

ଆଜି ଆସିବ ପିଏମ୍‌ କିଷାନର ୨୩ କିସ୍ତି, ୯ କୋଟିରୁ ଅଧିକ କୃଷକଙ୍କ ଖାତାକୁ ଆସିବ ଟଙ୍କା

ନୂଆଦିଲ୍ଲୀ,୨୦।୬: ଦେଶର କୋଟି କୋଟି କୃଷକଙ୍କ ପାଇଁ ଆଜି ଏକ ବଡ଼ ଖୁସିର ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶନିବାର, ୨୦ ଜୁନ) ପଶ୍ଚିମବଙ୍ଗର ହୁଗୁଳି…

ହନୁମାନ ମନ୍ଦିରର ସଭାମଣ୍ଡପର ଛାତ ଭୁଶୁଡ଼ିଲା; ୩୦-୪୦ ଦବି ରହିଥିବା ଆଶଙ୍କା, ୫ ମୃତ

ପରଭଣୀ,୨୦।୬: ମହାରାଷ୍ଟ୍ରର ପରଭାନୀ ତାଲୁକାର ଯଶୱାଡି ଗ୍ରାମରୁ ଏକ ଦୁଃଖଦ ଦୁର୍ଘଟଣାର ଖବର ଆସିଛି। ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଥିବା ସଭା ମଣ୍ଡପ (ସଭା ମଣ୍ଡପ)ର…

ଅରବିନ୍ଦ ମହାପାତ୍ରଙ୍କ ଦୁଇ ବର୍ଷର ସଫଳତା: ୪୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ…

ପାଟକୁରା, ୨୦।୬ (ରବୀନ୍ଦ୍ର ନାଥ ବାରିକ): ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ତାଙ୍କ ତଳକୁସୁମାସ୍ଥିତ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ନିଜର ଦୁଇ ବର୍ଷର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri