Home

ଫିଲ୍ମର ବଜେଟ୍‌ ୨୮୦, ଶାହାରୁଖ୍‌ ନେବେ ୧୦୦ କୋଟି

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍‌ ଏବେ ଦୁବାଇରେ ଅଛନ୍ତି। ୨ ବର୍ଷର ଲମ୍ବା ବ୍ୟବଧାନ ପରେ ଏବେ ପୁଣିଥରେ ସେ ପରଦାକୁ…

୫୩ ବର୍ଷରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ସରିଥିଲା ନିର୍ବନ୍ଧ: ବିବାହ ପୂର୍ବରୁ ଆତ୍ମହତ୍ୟା କରିଥିଲେ ଭାବି ସ୍ବାମୀ

ଭେଟେରାନ ଅଭିନେତ୍ରୀ ନନ୍ଦାଙ୍କର ଆଜି ହେଉଛି ୭ମ ମୃତ୍ୟୁ ବାର୍ଷିକୀ। ମାର୍ଚ୍ଚ ୨୫, ୨୦୧୪ରେ ମୁମ୍ବାଇରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବଲିଉଡ୍‌ରେ ତାଙ୍କର ଇମେଜ୍‌ ଛୋଟ ଭଉଣୀର ଥିଲା। ଅର୍ଥାତ୍‌ କ୍ୟାରିୟର ଆରମ୍ଭରେ ଅଧିକାଂଶ ସିନେମାରେ ସେ ସାନ…

ରାହାନେ ଧରିବେ ଦିଲ୍ଲୀ କ୍ୟାପିଟାଲ୍ସର ମଙ୍ଗ! ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୩: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ ଶ୍ରେୟାସ ଆୟାର। ସମସ୍ୟା ଗମ୍ଭୀର ହୋଇଥିବା ହେତୁ ତାଙ୍କୁ ଫିଟ୍‌ ହେବାକୁ ସମୟ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଆୟାରଙ୍କୁ ଉଭୟ ଟିମ୍‌ ଇଣ୍ଡିଆ ଏବଂ…

ଗାଧୋଇବାକୁ ଯାଇ ଖରସ୍ରୋତାରେ ବୁଡ଼ିଗଲେ ୨ ଭାଇ, କାନ୍ଦବୋବାଳିରେ ଫାଟିପଡୁଛି ଗାଁ

ରସୁଲପୁର,୨୫।୩(ଡି.ଏନ୍‌.ଏ.): ଯାଜପୁର ସଦର ଥାନା ଅନ୍ତର୍ଗତ ବେରୁଦା ପଞ୍ଚାୟତର ଚିନ୍ତାପଲୀ ଗାଁ ନିକଟରେ ଖରସ୍ରୋତା ନଦୀରେ ଗୁରୁବାର ଅଘଟଣ ଘଟିଛି। ନଦୀକୁ ଗାଧୋଇ ଯାଇଥିବା ୨ ଭାଇ ବୁଡ଼ି ଯାଇଛନ୍ତି। ମୃତ ଦୁଇଭାଇ ସ୍ଥାନୀୟ ଯାଜପୁର ବ୍ଲକ ବେରୁଦା ପଞ୍ଚାଯତ ଚିନ୍ତାପଲୀ…

କିଏ ସେହି ୨୦ ବର୍ଷୀୟ ଫାରୁକି, ଯାହାଙ୍କୁ ଏହି ଖାସ୍‌ କାମ ପାଇଁ ଭାରତ ଆସିବାକୁ ଧୋନୀଙ୍କ ଟିମ୍‌ରୁ ମିଳିଛି ଡାକରା

ନୂଆଦିଲ୍ଲୀ,୨୫।୩: ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୧। ଏଥିଲାଗି ସମସ୍ତ ଫ୍ରାଞ୍ଜାଇଜ୍‌ ପ୍ରସ୍ତୁତି ଜୋରଦାର କରିଛନ୍ତି। ଧିରେ ଧିରେ ଖେଳାଳିମାନେ ନିଜ ନିଜ ଟିମ୍‌ର କ୍ୟାମ୍ପରେ ସାମିଲ ହେଉଛନ୍ତି। ସେଭଳି ଚେନ୍ନାଇ ସୁପରକିଙ୍ଗ୍ସ ଲାଗି…

ସ୍କୁଟିର ଚାଲାଣ କାଟିବାରୁ ହାଇ ଭୋଲ୍‌ଟେଜ୍‌ ଡ୍ରାମା କଲେ ଏହି ମହିଳା, ପୋଲିସ ଟୋପି-ଏଟିଏମ୍‌ କାର୍ଡକୁ ଛଡ଼ାଇ…

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଜରିମାନା ଲାଗିବା ସାଧାରଣ କଥା। ହେଲେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ମଜାଦାର ଘଟଣା ଘଟିଛି। ଜଣେ ମହିଳା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିଲେ। ପୋଲିସ ତାଙ୍କର ଚାଲାଣ କାଟିବା ସମୟରେ ସେ ହାଇ ଭୋଲ୍‌ଟେଜ୍‌…

ଡେଙ୍ଗୁ, ମ୍ୟାଲେରିଆ ମମତାଙ୍କ ବନ୍ଧୁ: ଶାହା

ନୂଆଦିଲ୍ଲୀ,୨୫।୩: ୫ଟି ରାଜ୍ୟସଭା ନିର୍ବାଚନ ପାଇଁ ବର୍ତ୍ତମାନ ଜୋର୍‌ଦାର ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ଏବଂ ଆସାମରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ବାକ୍ୟବାଣ…

ନାଗିନ୍‌ ଟ୍ୟୁନ୍‌ ଶୁଣି ତଳେ ଗଡ଼ି ଏପରି ନାଚିଲା କୁକୁର, ଆପଣ ବି ଭିଡିଓ ଦେଖିଲେ…

ନାଚିବା କଥା ଯଦି ପଡେ ତେବେ ଏଭଳି କିଛି ଗୀତ ରହିଛି ଯାହା ବାଜିବା ମାତ୍ରେ ପାଦ ଆପେ ଆପେ ଉଠିଥାଏ। ଯେତେ ଚାହିଁଲେ ବି ନାଚିବାରୁ ନିଜକୁ ନିବୃତ କରିହୁଏନାହିଁ। ସେଭଳି ଗୋଟିଏ ଗୀତ ହେଲା ‘ନାଗିନ୍‌ ଟ୍ୟୁନ୍‌’। ବିଶେଷକରି…

ଜାପାନର ଅର୍ଥନୈତିକ ଜୋନ୍‌ ଉପରେ କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତରକୋରିଆ, ବଢୁଛି ଚିନ୍ତା

ଟୋକିଓ,୨୫।୩: ଉତ୍ତରକୋରିଆ ଜାପାନ ନିକଟ ସମୁଦ୍ରରେ ଦୁଇଟି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଛି। ଏନେଇ ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଗୁରୁବାର ସୂଚନା ଦେଇଛନ୍ତି। ଜାପାନ ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ, ଆମେ ଲୋକଙ୍କ ଜୀବନ ଏବଂ…

ବିରାଟ ବ୍ରିଗେଡ୍‌ର ପ୍ରଶଂସାରେ ଶତମୁଖ ହେଲେ ଏହି ମହାନ ଖେଳାଳି: କହିଲେ ଏବେର ଟିମ୍‌…

ନୂଆଦିଲ୍ଲୀ,୨୫।୩: ଅଷ୍ଟ୍ରେଲିଆକୁ ଟି୨୦ ଏବଂ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିବା ପରେ ଏବେ ଇଂଲଣ୍ଡ ବିପକ୍ଷରେ ବିଜୟ ଅଭିଯାନ ଜାରି ରଖିଛି ଭାରତୀୟ କ୍ରିକେଟ ଟିମ୍‌। ନିକଟରେ ଏହାର ଟେଷ୍ଟ ଏବଂ ଟି୨୦ ମୁକାବିଲା ଶେଷ ହୋଇଥିବା ବେଳେ ପ୍ରତିଟିରେ ବିରାଟ…

ଆର୍‌. ମାଧବନ କରୋନା ପଜିଟିଭ୍‌

ମୁମ୍ବାଇ,୨୫।୩: ରାଞ୍ଚୋଙ୍କ ପରେ ଏବେ ଫରହାନ୍‌ଙ୍କ ପାଳି ପଡ଼ିଛି। ବଲିଉଡ୍‌ ଅଭିନେତା ଆମୀର ଖାଁ ବୁଧବାର କରୋନା ପଜିଟିଭ୍‌ ହୋଇଥିଲେ। ହିନ୍ଦୀ ଫିଲ୍ମ ଥ୍ରୀ ଇଡିୟଟ୍‌ରେ ଦ୍ୱିତୀୟ ଇଡିୟଟ୍‌ ସାଜିଥିବା ବଲିଉଡ୍‌ ଅଭିନେତା ଆର୍‌.ମାଧବନଙ୍କ ନମୁନା ପରୀକ୍ଷା ରିପୋର୍ଟ ଏବେ କରୋନା…

ଭିଜିଲାନ୍ସ ଜାଲରେ ତୁଳାପଡ଼ା ଆର୍‌ଆଇ

ଭବାନୀପାଟଣା,୨୫।୩(ଡି.ଏନ୍‌.ଏ.): ଗୁରୁବାର ଜଣେ ଲାଞ୍ଚୁଆ ରାଜସ୍ବ ନିରୀକ୍ଷକ(ଆର୍‌ଆଇ) ଜମି ମ୍ୟୁଟେସନ କରାଇ ଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ସୂଚନାଯୋଗ୍ୟ, କଳାହାଣ୍ଡି ଜିଲା ନର୍ଲା ବ୍ଲକ ତୁଲାପଡ଼ା ଆରଆଇ ଥବୀର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri