ହାରିଗଲେ ମମତା: ଜାଣନ୍ତୁ କେମିତି ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ…
ଆଇଡିଏଚ୍ରେ ଅବ୍ୟବସ୍ଥା ଅଭିଯୋଗ
ପୁରୀ ଅଫିସ,୩।୫: ପୁରୀ ଜିଲାରେ ଶନିବାର ୩୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ପୁରୀ ସହରରୁ ୧୩୩ ଜଣ ସଂକ୍ରମିତ ରହିଛନ୍ତି। ସେହିପରି ପୁରୀ ସଦରରୁ ୪୯, ଅସ୍ତରଙ୍ଗରୁ ୧୨, ବ୍ରହ୍ମଗିରିରୁ ୨୭, ଡେଲାଙ୍ଗରୁ ୧୫, ଗୋପରୁ ୧୭, କାକଟପୁରରୁ…
ଗୃହ ସଙ୍ଗରୋଧ ପାଇଁ ଭିତ୍ତିଭୂମି ନାହିଁ
କେନ୍ଦ୍ରାପଡ଼ା ଅଫିସ,୩।୫: କରୋନା ସଂକ୍ରମିତଙ୍କ ସଂଖ୍ୟା କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାର ଟପିଛି। ଶନିବାର ଚିହ୍ନଟ ୭୦ଜଣଙ୍କ ସହ ଏମାନଙ୍କ ସଂଖ୍ୟା ୧୦,୧୦୬ରେ ପହଞ୍ଚତ୍ଛି। ଏଥିମଧ୍ୟରୁ ୯,୫୨୩ ସୁସ୍ଥ ଥିବା ବେଳେ ଜିଲାର ୫୫୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଅଧିକାଂଶ…
ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି
ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି ନ ଆସିବାରୁ ଶୁଖିଲା ପଡିଛି। ପାଣି ଅଭାବରୁ ମୁଖ୍ୟ କେନାଲରୁ ବାହାରିଥିବା ଶାଖାଗୁଡିକ ମଧ୍ୟ…
ଅଧାପନ୍ତରିଆ ରାସ୍ତା ମରାମତି ଦାବି
ଯାଜପୁର ଅଫିସ/ରଗଡି (ଡି.ଏନ.ଏ.),୩।୫: ଯାଜପୁର ଜିଲାର ଗ୍ରାମ୍ୟ ଉନ୍ନୟନ ବିଭାଗରେ ଠିକାଦାରଙ୍କ ମନମୁଖି କାର୍ଯ୍ୟ ବଢ଼ିବାରେ ଲାଗିଛି। କେଉଁଠି ନିମ୍ନମାନର କାମ କରି ଠିକାଦାର ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଚଳୁ କରୁଛନ୍ତି ତ ଆଉ କେଉଁଠି ଅଧାପନ୍ତରିଆ କାର୍ଯ୍ୟ କରି…
ବାଲି ଟଙ୍କା ୪ ଭାଗ
ଯାଜପୁର ଅଫିସ,୩।୫: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀରୁ ବାଲି ଲୁଟ୍୍ ସୁଚିନ୍ତିତ ଯୋଜନାରେ ଚାଲିଛି। ଯୋଜନା ଅନୁଯାୟୀ ଲୁଟ୍ ବାଲି ବାବଦ ଅର୍ଥକୁ ୪ ଭାଗ କରାଯାଉଛି। ଗୋଟିଏ ଭାଗ ସରକାରଙ୍କ ରାଜସ୍ବ ଆଦାୟରେ ଦର୍ଶାଯାଉଥିବାବେଳେ ଆଉ ୩…
ଜୁଲାଇ ପର୍ଯ୍ୟନ୍ତ ରହିବ ଟିକା ସଙ୍କଟ: ଅଦାର ପୁନାଓ୍ବାଲା
ନୂଆଦିଲ୍ଲୀ,୩।୫: କରୋନା ଏବେ ସାରା ଦେଶରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। କରୋନା ବିରୋଧ ଲଢେଇରେ ଏକମାତ୍ର ଅସ୍ତ୍ର ହେଉଛି ଏହାର ଟିକା। କିନ୍ତୁ ଦେଶରେ ଅନେକ ରାଜ୍ୟ ଏବଂ ଜିଲାରେ ଟିକା ଅଭାବ ଅଭିଯୋଗ ରହିଛି। ଦେଶରେ ତୃତୀୟ…
ହାଟରେ ମାନୁନାହାନ୍ତି କୋଭିଡ୍ କଟକଣା
ଗୋପ,୩।୫(ଡି.ଏନ୍.ଏ): କରୋନା କଟକଣାକୁ ନେଇ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଗୋପ ଥାନା ଅଧିନ ନୟାହାଟ ହାଟରେ ତା’ର ବ୍ୟତିକ୍ରମ ଦେଖାଦେଇଛି। ହାଟରେ ଲୋକେ ମାସ୍କ ପିନ୍ଧୁ ନ ଥିବାବେଳେ କାହା ମଧ୍ୟରେ ବି ସାମାଜିକ ଦୂରତ୍ୱ ରହୁ ନାହିଁ।…
ମାଡି ଚାଲିଛି କରୋନା: ଦିନକରେ ୩.୬୮ ଲକ୍ଷ ସଂକ୍ରମିତ, ୩,୪୧୭ ମୃତ
ନୂଆଦିଲ୍ଲୀ,୩।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…
ମୋଦିଙ୍କୁ ହରାଇଲେ ମମତା
ନୂଆଦିଲ୍ଲୀ/କୋଲକାତା/ଚେନ୍ନାଇ/ଥିରୁଭାନନ୍ତପୁରମ/ଗୁଆହାଟୀ,୩।୫: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପଶ୍ଚିମବଙ୍ଗ ଖେଳରେ ବାଜି ମାରିଛନ୍ତି ଦିଦି। ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାର ଭୋଟ ଗ୍ରହଣ କରାଯାଇଥିବା ୨୯୨ ଆସନରୁ ୨୧୩ରେ ବିଜୟୀ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ(ଟିଏମ୍ସି)। ଏଥିସହ ମମତା ଦିଦି…
ଆଜି ଆଉ ୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୦୭୩କୁ ବୃଦ୍ଧି
ଭୁବନେଶ୍ୱର,୩ା୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ସୋମବାର ୫ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
ଆଜି ରାଜ୍ୟରୁ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬,୫୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…

