ଜିତିଲେ ଜହ୍ନ ମାମୁଁ ଦେଶ ନେବି ବୁଲାଇ: ପ୍ରତିଶ୍ରୁତି ଦେଲେ ନିର୍ଦଳୀୟ ପ୍ରାର୍ଥୀ
ଚେନ୍ନାଇ,୨୫।୩: ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥାନ୍ତି। ବହୁ ସମୟରେ ଏସବୁ ପ୍ରତିଶ୍ରୁତି ପାଣିର ଗାର ଭଳି ପ୍ରବଞ୍ଚନାରେ ପରିଣତ ହୋଇଥାଏ। ବିଚରା ଭୋଟର କେବଳ ନିଜର ଅଧିକାର ସାବସ୍ତ୍ୟ କରି ଚାଲିଥାନ୍ତି। ତାମିଲନାଡୁରେ ମଦୁରାଇ ବିଧାନସଭା…
ଦୀପିକାଙ୍କ ସହ ରୋମାଣ୍ଟିକ୍ ଫଟୋ ଶେୟାର କଲେ ରଣବୀର
ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଖୁବ୍ ରୋମାଣ୍ଟିକ୍ ଦେଖାଯାଉଛନ୍ତି। ଫଟୋରେ ଦୀପିକାଙ୍କ ଆଖିକୁ ଚାହିଁଛନ୍ତି ରଣବୀର। ଦୀପିକା ମଧ୍ୟ ରଣବୀରଙ୍କୁ ହଟ୍…
ସୋସିଆଲ ମିଡିଆକୁ ବାଏ ବାଏ
ବମ୍ବେ: ସାମାଜିକ ଗଣମାଧ୍ୟମକୁ ବାଏ ବାଏ କହିଲେ ଲୋକପ୍ରିୟ ଟେଲି ଅଭିନେତା ରବି ଦୁବେ। ନିକଟରେ ‘ଜମାଇ:୨.୦’ ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା। ହେଲେ ଏବେ ହଠାତ୍ ସୋସିଆଲ ମିଡିଆରେ ରବିଙ୍କ ଏକ ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି।…
ଜାତୀୟ ରାଜପଥରେ ହଠାତ୍ ଭାଙ୍ଗି ପଡ଼ିଲା ଗଛ
ଦାରିଙ୍ଗବାଡ଼ି,୨୫।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ. ଜାତୀୟ ରାଜପଥର ବାଇମାଳା ଘାଟିରେ ଏକ ବିରାଟକାୟ ଗଛ ଭାଙ୍ଗି ପଡ଼ିଛି। ଫଳରେ ଦାରିଙ୍ଗବାଡ଼ିଠାରୁ ଗଞ୍ଜାମ ଜିଲା ସୋରଡା,ବ୍ରହ୍ମପୁର,ଭୁବନେଶ୍ବରକୁ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି । ରାଜପଥରେ ଏକାଧିକ…
ଭଉଣୀଙ୍କ ଜନ୍ମଦିନ ପାର୍ଟିରେ ରୋମାଣ୍ଟିକ୍ ହେଲେ ମଲାଇକା-ଅର୍ଜୁନ: ଫଟୋ ଭାଇରାଲ ପରେ…
ବମ୍ବେ: କଥା ଦାଣ୍ଡରେ ପଡ଼ି ହାଟରେ ଗଡିଲାଣି। ଖାଲି ବିବାହକୁ ଅପେକ୍ଷା। ଆମେ କହୁଛୁ ମଲାଇକା ଅରୋରାଙ୍କ କଥା। ସ୍ବାମୀ ଅରବାଜ୍ ଖାନ୍ଙ୍କୁ ଛାଡ଼ପତ୍ର ଦେବା ପରେ ଏବେ ଅଭିନେତା ଅର୍ଜୁନ କପୁରଙ୍କ ପ୍ରେମରେ ସେ। ବେଶ କିଛି ଦିନ ଉଭୟ…
କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ଯାତ୍ରା
ପୁରୁଷୋତ୍ତମପୁର,୨୫।୩(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ଦିନିଆ ଦଣ୍ଡଯାତ୍ରା ପୁରୁଷୋତ୍ତମପୁରଠାରେ ଗୁରୁବାର କୋଭିଡ୍ କଟକଣାରେ ଆରମ୍ଭ ହୋଇଛି। ଏଠାରେ ଥିବା ତିନୋଟି ଦଣ୍ଡ ଯାତ୍ରା ଦଳ (ଧୋବା ପୁଞ୍ଜା, ବିପତ୍ତି ହାରିଣି ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା )ର…
ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ
ନୂଆଦିଲ୍ଲୀ,୨୫।୩: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଗୁରୁବାର ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହିତ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଆଦି ୪ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକ ସଭାର ବଜେଟ ଅଧିବେଶନକୁ ସମୟ…
ରାଜ୍ୟପାଳଙ୍କ ପାଖରେ ଆମକୁ ଭେଟିବାକୁ ସମୟ ନାହିଁ: ସଞ୍ଜୟ ରାଓ୍ବତ
ମୁମ୍ବାଇ,୨୫।୩: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିରୋଧୀଙ୍କ ଆଲୋଡ଼ନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟପାଳ ଭଗତ…
ସୁନ୍ଦର ପୁରୁଷଙ୍କୁ ଦେଖିବା ମାତ୍ରେ ବେହୋସ୍ ହୋଇଯାଆନ୍ତି ଏହି ମହିଳା: ଆଖି ସହ ଆଖି ମିଶାଇବାକୁ….
ସୁନ୍ଦର ପୁରୁଷଙ୍କ ପ୍ରତି ମହିଳାଙ୍କ ଦୁର୍ବଳତା ରହିଥାଏ। ହେଲେ ଯଦି କେହି ହ୍ୟାଣ୍ଡସମ୍ ବ୍ୟକ୍ତିଙ୍କୁ ଦେଖିଲେ ଆପଣ ଚେତାଶୂନ୍ୟ ହୋଇଯିବେ କି ବୋଲି ପ୍ରଶ୍ନ କରନ୍ତି ତେବେ ଏହାକୁ ହାସ୍ୟାସ୍ପଦ ପ୍ରଶ୍ନ ବୋଲି କହିବେ ନିଶ୍ଚୟ। ମାତ୍ର ଜଣେ ମହିଳା ଏଭଳି…
ରାସ୍ତାରେ ଚାଲୁ ଚାଲୁ ଖସିଗଲା ଗୋଡ଼, ଆଉ ତା’ ପରେ…
ବେଳେବେଳେ ରାସ୍ତାରେ ଯିବା ସମୟରେ ହେଉ କି କୌଣସି କାମ କରୁଥିବା ସମୟରେ ହେଉ ଆମର ପାଦ ଖସି ଯାଇଥାଏ। ପରେ ଆମକୁ କଷ୍ଟ ଲାଗେ। ଏପରିକି ହାତଗୋଡ଼ ମଧ୍ୟ ଭାଙ୍ଗି ଯାଇଥାଏ। ଫଳରେ ଆମକୁ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ପଡ଼ିଥାଏ।…
ବିଗିଡିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୨୫।୩: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଫଳରେ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଉଛି। ହରିଶ ରାୱତ, ସ୍ତ୍ରୀ ଏବଂ ଝିଅ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଏହି ସମୟ ହରିଶଙ୍କ…
ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରସଙ୍ଗର ରିଭ୍ୟୁ କରିବା ସହିତ ୨ ମାସ ମଧ୍ୟରେ…
Archives


