କରୋନାରେ ମରିବୁ ପଛେ, ପାଳନ କରିବୁ ବିଜୟ ଉତ୍ସବ: ଟିଏମ୍‌ସି କର୍ମୀ…

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳରେ ଶାସକ ତୃଣମୂଳ କଂଗ୍ରେସ(ଟିଏମ୍‌ସି) କ୍ଲିନ୍‌ ସ୍ବିପ୍‌ କରିଛି। ଦଳର ସଫଳତା ନେଇ ଖୁସିରେ ଟିଏମ୍‌ସି କର୍ମୀମାନେ ନିର୍ବାଚନ କମିଶନ(ଇସି)ଙ୍କ ମାର୍ଗଦର୍ଶିକାକୁ ଉଲ୍ଲଂଘନ କରିଛନ୍ତି। କର୍ମୀମାନେ କହିଛନ୍ତି ଯେ, କରୋନାରେ ମରିବୁ ପଛେ, ବିଜୟ ଉତ୍ସବ ପାଳନ କରିବୁ। ସ୍ଥାନୀୟ ପୋଲିସ ବାହିନୀ ଏପରିସ୍ଥଳେ କେବଳ ଉପାୟ ଶୂନ୍ୟ ହୋଇ ଛିଡ଼ା ହୋଇ ରହିଥିବାର ଦେଖିବାକୁ ମିଳୁଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ମେ’୨ରେ ଡ଼ିର୍ବାଚନ ଫଳାଫଳ ପରେ ବିଜୟ ଉତ୍ସବ ପାଳନ ନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଟିଏମ୍‌ସି କର୍ମୀ ଏହାକୁ ମାନୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ ସୁନୀଲ ଜାଖର

ନୂଆଦିଲ୍ଲୀ,୧୯।୫: ଭାଜପାରେ ଯୋଗ ଦେଲେ ପଞ୍ଜାବ କଂଗ୍ରେସରର ବରିଷ୍ଠ ନେତା ସୁନୀଲ ଜାଖର। ଭାଜପା ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ସେ ଗୁରୁବାର ଯୋଗ ଦେଇଛନ୍ତି।...

ପଞ୍ଚମ ଥର ସଫଳତାର ସହ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ-ଏଲ୍‌୧

ନୂଆଦିଲ୍ଲୀ,୧୯।୯: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- ଏଲ୍‌୧ ପଞ୍ଚମ ଥର ପାଇଁ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟାକୁ ସଫଳତାର ସହ ଶେଷ କରିଛି। ଭାରତୀୟ ସ୍ପେସ...

କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି। କିଛି ଆସନର ଫଳାଫଳ...

ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତିଙ୍କ ଜବାବ: ରାୟରେ ବିଳମ୍ବ ଗ୍ରହଣୀୟ ନୁହେଁ

ପୁଣେ,୯ା୧୨: ନ୍ୟାୟ ପ୍ରଦାନ ସମ୍ପର୍କିତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ପୂର୍ଣ୍ଣ ସହମତ ହୋଇନାହାନ୍ତି। ତତ୍କାଳନ...

କ୍ଷମା ମାଗିଲେ ଅଞ୍ଜୁଙ୍କ ପିତା

ନୂଆଦିଲ୍ଲୀ,୨୭।୭: ନିଜ ବନ୍ଧୁଙ୍କୁ ଭେଟିବାକୁ ପାକିସ୍ତାନ ଚାଲିଯାଇଥିବା ଅଞ୍ଜୁଙ୍କ ପିତା ଗୟା ପ୍ରସାଦ ଥମସ ଝିଅକୁ ନେଇ ଖୁବ ନିରାଶା ବ୍ୟକ୍ତ କରିଛନ୍ତି। ଅଞ୍ଜୁଙ୍କ ପିତା...

‘ହାର୍ଡଶିପ୍‌ ଅଫ୍‌ ଲାଇଫ୍‌’ରେ ଯନ୍ତ୍ରଣାର ହସ

ନୂଆଦିଲ୍ଲୀ, ୨୫।୧୦: ବୋମା ବିସ୍ଫୋରଣରେ ଗୋଡ଼ ହରାଇଛନ୍ତି ବାପା। ବିଷାକ୍ତ ଗ୍ୟାସ ଯୋଗୁ ବିରଳ ଜେନେଟିକ୍‌ ରୋଗର ଶିକାର ହୋଇଥିବା ପୁଅଙ୍କ ଜନ୍ମରୁ ନାହିଁ ଗୋଡ଼...

ମୋ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଭାଜପା କରୁଛି କୋଟି କୋଟି ଟଙ୍କା ଖର୍ଚ୍ଚ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ଏକ ଭିଡିଓ ପୋଷ୍ଟ କରିଛି। ରାହୁଲ ଗାନ୍ଧୀ ଭିଡିଓରେ କହିଛନ୍ତି, ଯେତେବେଳେ ମୁଁ ରାଜନୀତିରେ...

ପ୍ଲାଷ୍ଟିକ ବୋତଲର ସ୍ଥାନ ନେବ ବାଉଁଶ ପାଣି ବୋତଲ, ଜାଣନ୍ତୁ ଦାମ୍‌ କେତେ

ନୂଆଦିଲ୍ଲୀ,୧।୧୦: ଅକ୍ଟୋବର ୨ରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ ଖଦି ଗ୍ରାମୋଦ୍ୟୋଗ...

Advertisement
Archives

Model This Week