ଟିନା ମୁନିମ୍ ରୁ ଟିନା ଅମ୍ବାନୀ ପର୍ଯ୍ୟନ୍ତ ଯାତ୍ରା…
ମୁମ୍ବାଇ,୧୧।୨: ବଲିଉଡ ଅଭିନେତ୍ରୀ ଟିନା ଅମ୍ବାନୀଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଟିନା ମୁନିମ୍ ଥିଲା। ୧୯୭୮ରେ ଦେବ ଆନନ୍ଦଙ୍କ ଫିଲ୍ମ ଦେଶ ପରଦେଶ୍ରେ ଟିନା…
ବିବାହ କରିବାକୁ ଯାଉଛନ୍ତି କି? ଜୀବନସାଥୀଙ୍କ ପାଖରେ ଏହି ୩ ଗୁଣ ଅଛି କି ନାହିଁ ପରଖି ନିଅନ୍ତୁ, ଖୁସିରେ ରହିବେ
ସ୍ବାମସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଥିଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଦମ୍ପତିଙ୍କର କିଛି ଗୁଣ ବିଷୟରେ କହିଛନ୍ତି। ଜୀବନସାଥୀ ଚୟନ ସମୟରେ ସେ ସବୁ ଗୁଣକୁ ପରଖିଲେ ବୈବାହିକ ଜୀବନ ହସଖୁସିରେ ଅତିବାହିତ ହୋଇଥାଏ।…
୨୮ କୋଟି ଟଙ୍କାର ୧୪ ପ୍ରକଳ୍ପ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ,୧୦।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗୁରୁବାର ପ୍ରାୟ ୨୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୪ ପ୍ରକଳ୍ପର ଉଦ୍ଘାଟନ ହେବ। ଦୀର୍ଘଦିନ ଧରି କିଛି ପ୍ରକଳ୍ପର ନିର୍ମାଣ ସରିଥିଲେ ମଧ୍ୟ କରୋନା ମହାମାରୀ ହେତୁ…
ଭାରତୀୟ ଟିମ୍ରେ ସାମିଲ ହୋଇଥିଲେ, ହେଲେ ବିନା ଡେବ୍ୟୁରେ ଦଳରୁ ବାହାର ହୋଇଥିଲେ ଏହି ୩ କ୍ରିକେଟର
ନୂଆଦିଲ୍ଲୀ,୧୦।୨: ଭାରତ ପକ୍ଷରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବାକୁ ଅନେକ ଲୋକ ଆଶା ରଖିଥାନ୍ତି। ହେଲେ ସେମାନଙ୍କ ମଧ୍ୟରୁ କିଛି ଭାଗ୍ୟବାନଙ୍କୁ ସୁଯୋଗ ମିଳିଥାଏ। ଭାରତ ଅଣ୍ଡର-୧୯, ଭାରତ ଏ ଏବଂ ଆଇପିଏଲ୍ ଆଦି ଫର୍ମାଟରେ ଖେଳାଳିମାନଙ୍କ ପ୍ରତିଭାକୁ ଆଗକୁ ଯିବାକୁ ବାଟ…
ଯୌତୁକ ଦେଇ ନାବାଳିକା କନ୍ୟାଙ୍କୁ ବିବାହ କରିଦେଲେ ପରିବାର ଲୋକେ, ଆଉ ତା’ ପରେ…
ଗୋଟିଏ ଝିଅର ବିବାହ ବୟସ ହୋଇ ନ ଥିବା ବେଳେ ପରିବାର ଲୋକେ ତାଙ୍କୁ ବିବାହ କରି ଦେଉଛନ୍ତି। ବିଚରା ଝିଅଟି ବିବାହ ଡ୍ରେସ୍, ମେକ୍ଅପ୍ ନେଇ ସୁନା ଅଳଙ୍କାର ପିନ୍ଧି ପରିବାର ଲୋକଙ୍କ କଥାରେ ବାହା ହୋଇଯାଉଛି। ଖାଲି ଏତିକି…
୮୦ ଫୁଟ ଗଭୀର କୂଅକୁ ୯ବର୍ଷର ଶିଶୁ ଫିଙ୍ଗି ଦେଲେ ଯୁବକ, ୩ ଦିନ ପରେ..
ଫିରୋଜାବାଦ୍,୧୦।୨: କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ଏହି ଉକ୍ତିର ଯଥାର୍ଥତା ଉତ୍ତର ପ୍ରଦେଶର ଫିରୋଜାବାଦରେ ଜିଲାରେ ସତ୍ୟ ସାବ୍ୟସ୍ତ ହୋଇଛି। ଏଠାରେ ଏକ ୯ ବର୍ଷୀୟ ବାଳକଙ୍କୁ ୮୦ ଫୁଟ୍…
ମୁମ୍ବାଇ ଦଳରେ ସ୍ଥାନ ପାଇଲେ ନାହିଁ ସଚିନ ତେନ୍ଦୁଲକରଙ୍କ ପୁଅ
ମୁମ୍ବାଇ,୧୦।୨: ଫେବୃଆରୀ ୨୦ରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟରଙ୍କୁ ମୁମ୍ବାଇ ଦଳର ଅଧିନାୟକ ଭାବରେ ମନୋନୀତ କରାଯାଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନ ୨୨ ଜଣିଆ ଦଳ ଘୋଷଣା କରିଛି। ଭାରତୀୟ ଓପନର୍ ପୃଥ୍ବି…
ଓ୍ବାଶିଂଟନ୍ଙ୍କୁ ଦ୍ୱିତୀୟ ଟେଷ୍ଟରେ ସୁଯୋଗ ମିଳିବ କି? ଗାଭାସ୍କର ଦେଲେ ଏଭଳି ଜବାବ
ଚେନ୍ନାଇ,୧୦।୨: ସ୍ଥାନୀୟ ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ୨୨୭ରନ୍ରେ ଲଜ୍ଜାଜନକ ଭାବେ ପରାଜିତ ହୋଇଛି ଭାରତୀୟ ଟିମ୍। ଏହା ପରେ ଦଳରେ ନିଆଯାଇଥିବା ଖେଳାଳିଙ୍କୁ ନେଇ ପ୍ରଶ୍ନ ଉଠୁଛି। ଅଧିନାୟକ ବିରାଟ କୋହଲି ସିରିଜ୍ର…
ଟିକା ନେଲେ କୋରାପୁଟ ନୂତନ ଜିଲାପାଳ
କୋରାପୁଟ,୧୦।୨(ସ୍ବ.ପ୍ର.): ସରକାରଙ୍କ ପକ୍ଷରୁ କୋଭିଡ୍ ମହାମାରୀ ବିରୋଧରେ ବର୍ତ୍ତମାନ ସାରାଦେଶରେ ଟିକାକରଣ ଅଭିଯାନ ଚାଲିଛି। ଏହି ପରିପ୍ରେକ୍ଷୀରେ ବୁଧବାର କୋରାପୁଟର ନୂତନ ଜିଲାପାଳ ମହମ୍ମଦ ଅବଦୁଲ ଅକ୍ତାର କୋଭିଡ ଟିକା ନେଇ ସରକାରଙ୍କ ଏହି ଟିକାକରଣ ଅଭିଯାନକୁ ଆଗକୁ ନେବା ସହ…
ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ବିଦ୍ୟାଳୟରେ କୋଭିଡ୍-୧୯ ମାର୍ଗଦର୍ଶିକା ସଠିକ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ପୂର୍ବାହ୍ନରେ ନିମାପଡ଼ାର ଭାଣପୁର ହାଇସ୍କୁଲ ପରିଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ-୧୯ ସଂକ୍ରମଣ…
କୋହଲିଙ୍କୁ ଆଉ ଏକ ବଡ ଝଟ୍କା
ଚେନ୍ନାଇ,୧୦।୨: ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ କୋହଲି ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ଏଥି ସହିତ ଚେନ୍ନାଇ ଟେଷ୍ଟର ପ୍ରଥମ ଇନିଂସରେ ଦ୍ୱିଶତକ…
୮୦ ଚାଇନା କମ୍ପାନୀ ଏବେ ବି ଭାରତରେ କାରବାର ଜାରି ରଖିଛନ୍ତି
ନୂଆଦିଲ୍ଲୀ,୧୦।୨: ଭାରତ ଚାଇନା ମଧ୍ୟରେ ପୂର୍ବ ଲଦାଖର ଏଲଏସିରେ ଉତ୍ତେଜନା ଥମିବାର ନାଁ ଧରୁନିି। ତେବେ ବି ଭାରତରେ ସମ୍ପ୍ରତି ୮୦ଟି ଚାଇନା କମ୍ପାନୀ କାରବାର ଜାରି ରଖିଛନ୍ତି। କାରବାର ପାଇଁ ଚାଇନାର ୯୨ କମ୍ପାନୀ ଭାରତରେ ପଞ୍ଜିକରଣ କରିଥିବାବେଳେ ୧୨ଟି…
Archives


