୧୫ ଫେବୃୟାରୀରେ କରୀନାଙ୍କ ଡେଲିଭରି!
ମୁମ୍ବାଇ : ଅଭିନେତ୍ରୀ କରୀନା କପୁର ଖାନ୍ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏବେ ତାଙ୍କ ଡେଲିଭରିକୁ ନେଇ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆରେ ତାଙ୍କ ବେବି ବମ୍ପ ଫଟୋ ମଧ୍ୟ ବେଳେବେଳେ ଭାଇରାଲ ହେଉଛି। ତେବେ ୧୫ ଫେବୃୟାରୀରେ ତାଙ୍କର ଡେଲିଭରି…
ଭାରତ-ପାକିସ୍ତାନ ସୀମାରେ ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ
ନୂଆଦିଲ୍ଲୀ,୧୦।୨: ଭାରତ ପାକିସ୍ତାନ ସୀମାରେ ଅମୃତସରଠାରେ ୭.୧୮ କିଲୋମିଟର ଶକ୍ତିଶାଳୀ ତାରବାଡ଼ ନିର୍ମାଣ ଶେଷ ହୋଇଛି। ଏସମ୍ପର୍କରେ ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ନୂଆ ମଡୁଲାର ତାରବାଡ଼ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରେ…
ରୁଟ୍ଙ୍କୁ ନେଇ ନାସିର୍ ହୁସେନଙ୍କ ଭବିଷ୍ୟବାଣୀ: କହିଲେ ସେ ଭାଙ୍ଗିଦେବେ…
ଲଣ୍ଡନ,୧୦।୨: ସାଧାରଣତଃ ବ୍ୟାଟ୍ସମ୍ୟାନ୍ମାନେ ସ୍ପିନ୍କୁ ଖେଳିବାକୁ ଅସହଜ ମନେ କରିଥାନ୍ତି। ହେଲେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ସ୍ପିନ୍ ବଲ୍କୁ ସାମ୍ନା କରୁଥିବା ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ଖେଳାଳି। ତାଙ୍କ ପାଖରେ ଦେଶର ସମସ୍ତ ଟେଷ୍ଟ ବ୍ୟାଟ୍ସମ୍ୟାନ୍ଙ୍କ ରେକର୍ଡ ଭାଙ୍ଗିବାର କ୍ଷମତା…
ଗୋପବନ୍ଧୁ ଭବନକୁ ଐତିହ୍ୟ ମାନ୍ୟତା ଦାବିରେ କଂଗ୍ରେସର ରାଲି
ବାରିପଦା ଅଫିସ,୧୦ା୨: ବାରିପଦାରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ଭବନକୁ ଐତିହ୍ୟ ସ୍ଥଳର ମାନ୍ୟତା, ସଂଗ୍ରହାଳୟ ପ୍ରତିଷ୍ଠା ଓ ପାଠାଗାରର ପୁନରୁଦ୍ଧାର ନିମନ୍ତେ ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ଏକ ରାଲି ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ…
ବୁଲା କୁକୁର ମୁହଁରୁ ହରିଣ ଉଦ୍ଧାର
ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ବାଟବଣା ହୋଇ ବାରିପଦା ସହରରେ ଘୂରି ବୁଲୁଥିବା ଏକ ହରିଣକୁ ବୁଧବାର ସକାଳେ ବନବିଭାଗ ଉଦ୍ଧାର କରିଛି। ବାରିପଦା ମୁର୍ଗାବାଡ଼ିସ୍ଥିତ ୨୧ ନଂ ଓ୍ବାର୍ଡର ବ୍ୟୋମକେଶ ପାଣିଗ୍ରାହୀଙ୍କ ଘରବାଡ଼ିରେ ଆଶ୍ରୟ ନେଇଥିବା ହରିଣଟିକୁ…
ଭିକ୍ଷାବୃତ୍ତିକୁ ଅପରାଧ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରିମ୍କୋର୍ଟ ନୋଟିସ୍
ନୂଆଦିଲ୍ଲୀ,୧୦।୨: ଭିକ୍ଷାବୃତ୍ତିକୁ ଏକ ଅପରାଧ ଭାବେ ଘୋଷଣା କରିଥିବା ୫ ରାଜ୍ୟକୁ ସୁପ୍ରମିକୋର୍ଟଙ୍କ ପକ୍ଷରୁ ଏହାର ବୈଧତା ନେଇ ନୋଟିସ୍ ଜାରି କରାଯାଇଛି। ସୁପ୍ରିମ୍କୋର୍ଟ ପଞ୍ଜାବ ପ୍ରିଭେନଶନ୍ ଅଫ୍ ବେଗରି ଆକ୍ଟ ୧୯୭୧ ସହିତ ୧୯୫୯ ବମ୍ବେ ପ୍ରିଭେନଶନ୍ ଅଫ୍ ବେଗିଙ୍ଗ୍…
ଖବରଦାତାଙ୍କୁ ବଳପୂର୍ବକ ଉଠାଇ ନେବା ପ୍ରତିବାଦରେ ବିକ୍ଷୋଭ
ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲାରେ କାର୍ଯ୍ୟରତ ଖବରଦାତାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅନଶନରତ ଖବରଦାତାକୁ ବଳପୂର୍ବକ ଉଠାଇ ନେବା ଘଟଣାକୁ ପ୍ରତିବାଦ କରି ଖବରଦାତାମାନେ ଅସନ୍ତୋଷ ପ୍ରକାଶ କଚନା କରିଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା…
ରାହାନେଙ୍କୁ କଟାକ୍ଷ କଲେ ମାଞ୍ଜରେକର୍: କୋହଲି କହିଲେ ଏଭଳି…
ଚେନ୍ନାଇ,୧୦।୨: ଇଂଲଣ୍ଡ ବିପକ୍ଷ ଚାରି ଟେଷ୍ଟ ମ୍ୟାଚ୍ ସିରିଜ୍ର ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ଭାବେ ୨୨୭ ରନ୍ରେ ଭାରତ ପରାସ୍ତ ହୋଇଛି। ଏହି ବିଜୟ ସହ ଇଂଲଣ୍ଡ ୪ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ଅଷ୍ଟ୍ରେଲିଆ…
ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ମେଡିକାଲ ସାମୟିକ ବନ୍ଦ
କଟକ ଅଫିସ, ୧୦।୧: କଟକ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ପରେ ଜିଲା ପ୍ରଶାସନ କଠୋର ହୋଇଛି। ହସ୍ପିଟାଲକୁ ସାମୟିକ ଭାବେ ବନ୍ଦ କରାଯାଇଛି। ହସ୍ପିଟାଲରେ କୌଣସି ରୋଗୀ ଚିକିତ୍ସା କି ଡାକ୍ତରୀ ପରୀକ୍ଷା ହେବ ନାହିଁ ବୋଲି ଜିଲା ପ୍ରଶାସନ…
ଶିଳ୍ପାଙ୍କଠାରୁ ଆରମ୍ଭ କରି ସନି ଲିଓନି: ନକଲି ନାମରେ ଜଣାଶୁଣା ଏସବୁ କଳାକାର, ପ୍ରକୃତ ନାମ ଜାଣିଲେ..
ବମ୍ବେ: ବଲିଉଡ୍ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ନାମକୁ ବଦଳାଇଦେଇଛନ୍ତି। ଅତଃ ସେମାନେ ନୂଆ ନାମକୁ ନେଇ ପରିଚିତ ହେଉଛନ୍ତି। ତାଲିକାରେ ମନୋରଞ୍ଜନଜଗତର ଟପ୍ ଅଭିନେତ୍ରୀ/ଅଭିନେତାମାନେ ମଧ୍ୟ ଅଛନ୍ତି। ଆସନ୍ତୁ ଜାଣିବା କ’ଣ ସେମାନଙ୍କ ପ୍ରକୃତ ନାମ:- ଶିଳ୍ପା…
ଜେଲ୍ ଯିବା କଥା ଶୁଣି ଡରିଗଲେ ପ୍ରେମିକ, କଲେ ଏମିତି କାମ
ଗୋରଖପୁର,୧୦।୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାର ଗୁଲରିହା ପୋଲିସ ଷ୍ଟେଶନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଯୁବତୀଙ୍କୁ ବିବାହ କରିବାକୁ ଯୁବକ ମନା କରୁଥିଲେ ଜେଲ୍ ଯିବା ଭୟରେ ତାଙ୍କୁ ବିବାହ କରିଛନ୍ତି ଜଣେ ଯୁବକ। ସୂଚନାନୁସାରେ, ମହାରାଜଗଞ୍ଜ ଜିଲାର…
ଏହି ଦେଶର ଲୋକଙ୍କୁ ଦେବାକୁ ପଡ଼େନି ଇନ୍କମ୍ ଟ୍ୟାକ୍ସ
ବଜେଟ ସମୟରେ ଭାରତର ମଧ୍ୟବିତ୍ତ ବର୍ଗଙ୍କ ନଜର ଇନ୍କମ୍ ଟ୍ୟାକ୍ସ ଉପରେ ରହିଥାଏ। ଏହି ଟ୍ୟାକ୍ସ ସ୍ଲେଭ୍ରୁ ସାଧାରଣ ଲୋକଙ୍କ ବର୍ଷକ ପାଇଁ ଟ୍ୟାକ୍ସ ଆକଳନ କରାଯାଇଥାଏ। ଏହି ଆଧାରରେ ଜଣେ ବ୍ୟକ୍ତି ନିଜର ବଜେଟ ପ୍ରସ୍ତୁତ କରିଥାଏ। ଭାରତରେ ଲୋକଙ୍କୁ…
Archives


