ମ୍ୟାଚ୍ ପୂର୍ବରୁ ଦୁଇ ଖେଳାଳିଙ୍କ ମଧ୍ୟରେ ମାରପିଟ୍, ଭାଇରାଲ ହେଉଛି ଭିଡିଓ
ଅକଲାଣ୍ଡ,୪।୧୧: ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳ ହେଲେ ରୋମାଞ୍ଚ ସହ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳେ । କ୍ରିକେଟ୍ ପରେ ଏବେ ବକ୍ସିଂ ରିଙ୍ଗ୍ରେ ଦୁଇ ଦେଶର ଖେଳାଳିଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଦୁବାଇରେ ଆୟୋଜିତ ଏକ…
ସୋନପୁରରୁ ସ୍ପିଡ୍ ବାଇକ୍ରେ ଆସି ବଲାଙ୍ଗୀରରେ ଲୁଟୁଥିଲେ ସୁନା ଚେନ୍, ଏହି ପେସାଦାର ଲୁଟେରାଙ୍କୁ ଗିରଫ କରି…
ବଲାଙ୍ଗୀର,୪ା୧୧(ସୁନିଲ କୁମାର ମହାନ୍ତି): ନଭେମ୍ବର ୧ ତାରିଖ ରାତିରେ ସ୍କୁଟିରେ ରାସ୍ତାରେ ଆସୁଥିବା ଦମ୍ପତିଙ୍କଠାରୁ ଚେନ୍ ଲୁଟ୍ କରି ଫେରାର ମାରିଥିଲେ ଲୁଟେରା। ବଲାଙ୍ଗୀର ସହର ତାଲପାଲି ପଡ଼ାର ରବୀଚନ୍ଦ୍ର ଶତପଥୀଙ୍କ ସ୍ତ୍ରୀଙ୍କ ବେକରୁ ଚେନ୍ ଝାମ୍ପି ନେଇଥିଲେ ଲୁଟେରା। ସ୍ବାମୀ…
ଜିଓର ବଡ଼ ଧମାକା! ମାତ୍ର ୧୫ ଟଙ୍କାରେ ଆଣିଲା ଅନ୍ଲିମିଟେଡ୍ ୫G ଡାଟା ପ୍ୟାକ୍, ମିଳିବ ହାଇ-ସ୍ପିଡ୍…
ନୂଆଦିଲ୍ଲୀ,୪।୧୧: ରିଲାଏନ୍ସ ଜିଓ ନିଜର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ଶସ୍ତା ଓ ଆକର୍ଷଣୀୟ ଅଫର ନେଇ ଆସିଛି। କମ୍ପାନୀ ମାତ୍ର ୧୫ ଟଙ୍କାରେ ଅନ୍ଲିମିଟେଡ୍ ୫G ଡାଟା ପ୍ୟାକ୍ ଲଞ୍ଚ କରିଛି। ଏହି ପ୍ୟାକ୍ର ବୈଧତା (ଭାଲିଡିଟି) ୨୪…
‘ମୁଁ ସ୍ତ୍ରୀ ପାଗଳ…’, କାହିଁକି ଏଭଳି କହିଲେ ଓୱାଇସି, କାରଣ ଜାଣିିଲେ…
ନୂଆଦିଲ୍ଲୀ,୪।୧୧: ‘ପଗଳୁ’ ଶବ୍ଦକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ନିଜ ଅନ୍ଦାଜରେ ଜବାବ ରଖିଛନ୍ତି AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସି। ସେ କହିଛନ୍ତି, “ମୁଁ ସ୍ତ୍ରୀ ପାଗଳ। ମୋର ସ୍ତ୍ରୀ ଅଛନ୍ତି, ପିଲାଛୁଆ ଅଛନ୍ତି। ଯଦି ଶାନ୍ତିରେ ଜୀବନ ବିତାଇବାକୁ ଚାହୁଁଛନ୍ତି,…
ଋଷିକୁଲ୍ୟା ବନ୍ୟା କ୍ଷୟକ୍ଷତି ପରଖିଲା ୮ ଜଣିଆ କେନ୍ଦ୍ରୀୟ ଟିମ୍: ପୁରୁଷୋତ୍ତମପୁରରେ ବୁଲି ଦେଖିଲେ ବିପର୍ଯ୍ୟୟର ବାସ୍ତବ ଚିତ୍ର
ପୁରୁଷୋତ୍ତମପୁର,୪।୧୧(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଋଷିକୁଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟାରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟା ବିପର୍ଯ୍ୟୟର ବାସ୍ତବ ଚିତ୍ର ଅନୁଧ୍ୟାନ ଓ କ୍ଷୟକ୍ଷତି ଆକଳନ କରିବା ପାଇଁ ବୁଧବାର ଏକ ୮…
ମୋହନଙ୍କୁ ଚିଠି ଲେଖିଲେ ନବୀନ, ଓଡ଼ିଶାର ଅଖଣ୍ଡତା ପାଇଁ ତୁରନ୍ତ…
ଭୁବନେଶ୍ୱର,୪ା୧୧: କୋଟିଆକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳନେତା ନବୀନ ପଟ୍ଟନାୟକ। ୨୦୨୪ ଭାଜପାର ଇସ୍ତାହାର ମନେ ପକାଇ ନବୀନ ମୋହନଙ୍କୁ ଚିଠି ଲେଖିଛନ୍ତି। ଏଥିରେ ନବୀନ ଲେଖିଛନ୍ତି, ଇସ୍ତାହାରର ପ୍ରତିଶ୍ରୁତି…
ଟ୍ରମ୍ପଙ୍କ ପରାଜୟରେ ଭାରତରେ ବଡ଼ ପ୍ରଭାବ: ପେଟ୍ରୋଲ ଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ?
ନୂଆଦିଲ୍ଲୀ,୪।୧୧: ସୁପରପାୱାର ଆମେରିକାର ରାଜନୀତିରେ ଏକ ବଡ଼ଧରଣର ଭୂକମ୍ପ ସୃଷ୍ଟି ହୋଇଛି। ଆମେରିକୀୟ (ମଧ୍ୟବର୍ତ୍ତୀକାଳୀନ) ନିର୍ୱାଚନର ଯେଉଁ ଫଳାଫଳ ସାମ୍ନାକୁ ଆସିଛି, ତାହା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସୁବିଧାକୁ ବେଶ ବଢ଼ାଇ ଦେଇଛି। ଏହି ଫଳାଫଳ ପରେ ଆମେରିକୀୟ ସଂସଦ (କଂଗ୍ରେସ)ର…
ଆଉଟ୍ ହେବା ପରେ ଏଭଳି ଇସାରା ଦେଲେ ବିରାଟ, ଅବସର ନେଇ ବଢିଲା ଚର୍ଚ୍ଚା
ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଦମ୍ଦାର ବ୍ୟାଟିଂ ବଳରେ ଭାରତ ୫ ୱିକେଟ୍ରେ ବିଜୟୀ ହୋଇଛି । ମାତ୍ର ୫୧ ବଲ୍ରେ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନ୍ର ଚମତ୍କାର ଇନିଂସ ଖେଳିଥିଲେ…
ଦୀପାବଳି ପୂର୍ବରୁ ଝଟକା; ମହଙ୍ଗା ହେଲା ଚିନି, ମାସକରେ ବଢ଼ିଲା ଏତିକି ଟଙ୍କା
ନୂଆଦିଲ୍ଲୀ,୪।୧୧: ପାର୍ବଣ ଋତୁରେ ଚିନିର ଯୋଗାଣ ବଢ଼ାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିଲେ ମଧ୍ୟ ଖୁଚୁରା ଓ ପାଇକାରୀ ବଜାରରେ ଚିନି ଦର ବୃଦ୍ଧି ପାଇଛି । ଗତ ଏକ ମାସ ମଧ୍ୟରେ କିଲୋ ପିଛା ଚିନି ଦର ୪…
ଡଲାବାଡ଼ିକୁ ପାନୀୟ ଜଳ ଯୋଗାଣ ଦାବିରେ ଏକାଠି ହେଲେ ଗ୍ରାମବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ…
ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡଲାବାଡ଼ି ଗ୍ରାମରେ ସୋଲାର ଚାଳିତ ବୋରିଂ ଓ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଅଞ୍ଚଳବାସୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ…
ଆସୁଛି ଦୀପାବଳି: ଜନବସତି ଭିତରେ ବେଆଇନ ବାଣ କାରଖାନା, ପ୍ରଶାସନିକ ଅନୁମତି ବିନା ଚାଲିଛି ବାଣ ଭିଡ଼ା
ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଜନବସତି ଏବଂ ଘଞ୍ଚପୂର୍ଣ୍ଣ ଅଞ୍ଚଳରେ କୌଣସି ଏସ୍ଓପି (SOP) ଗାଇଡ୍ଲାଇନ୍…
ବିରାଟଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନିକିଆରେ ଭାରତର ଦମ୍ଦାର ବିଜୟ; ୫ ୱିକେଟ୍ରେ ହାରିଲା ନ୍ୟୁଜିଲାଣ୍ଡ
ନୂଆଦିଲ୍ଲୀ, ୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମ୍ଦାର ବିଜୟ ହୋଇଛି । ବୁଧବାର ଅକଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଇଥିବା ମ୍ୟାଚ୍ରେ ଡକ୍ୱର୍ଥ-ଲୁଇସ୍-ଷ୍ଟର୍ନ (DLS) ନିୟମ ଅନୁସାରେ ଭାରତ ୫ ୱିକେଟ୍ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଏହି ବିଜୟ…

