ଅଗ୍ନିବୀରଙ୍କ ପାଇଁ ଖୁସିଖବର: ୪ ବର୍ଷ ପରେ ମଧ୍ୟ ସେନାରେ ରହିବେ ଯବାନ
ନୂଆଦିଲ୍ଲୀ,୪।୧୧: ଭାରତୀୟ ସେନା, ନୌସେନା ଏବଂ ବାୟୁସେନାରେ ନିଯୁକ୍ତି ପାଇଁ 2022 ମସିହାରେ ଆରମ୍ଭ କରାଯାଇଥିବା ‘ଅଗ୍ନିପଥ ଯୋଜନା’ରେ ବଡ଼ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଥିବା ପ୍ରଥମ ବ୍ୟାଚ୍ର ଅଗ୍ନିବୀରମାନଙ୍କ ସେବା ଅବଧିକୁ…
ମାଲକାନଗିରିରେ ଲଗାଣ ବର୍ଷାର କୋପ: ପୁରୀଗୁଡ଼ା ପାହାଡ଼ରୁ ଖସିଲା ବଡ଼ ବଡ଼ ପଥର, ଭୟଭୀତ ଗ୍ରାମବାସୀ
ମାଲକାନଗିରି,୪।୧୧(ଦୁର୍ଯ୍ୟୋଧନ ପାତ୍ର): ଲଗାଣ ବର୍ଷାର ପ୍ରଭାବରେ ମାଲକାନଗିରି ଜିଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ପ୍ରାକୃତିକ ବିପତ୍ତିର ଆଶଙ୍କା ସୃଷ୍ଟି ହୋଇଛି। ଜିଲାର ମାଥିଲି ବ୍ଲକ ଅନ୍ତର୍ଗତ ନାୟକଗୁଡ଼ା ଗ୍ରାମପଞ୍ଚାୟତ ନିକଟସ୍ଥ ପୁରୀଗୁଡ଼ା ଗ୍ରାମ ସଂଲଗ୍ନ ପାହାଡ଼ରୁ ବଡ଼ ବଡ଼ ପଥର…
ବଢୁଛି ରାମଚରଣଙ୍କ କ୍ରେଜ୍: ଗୋଟିଏ ଫିଲ୍ମ ପାଇଁ ଡିମାଣ୍ଡ୍ କଲେ ଏମିତି କୋଟି
୨୦୨୭ ମସିହା ଦକ୍ଷିଣ ଭାରତୀୟ ସିନେମା ଜଗତ ପାଇଁ ଖାସ ହେବାକୁ ଯାଉଛି। ମହେଶ ବାବୁଙ୍କ ‘ବାରାଣସୀ’ଠାରୁ ଆରମ୍ଭ କରି ଅଲ୍ଲୁ ଅର୍ଜୁନ, ପ୍ରଭାସ ଓ ଜୁନିୟର ଏନ୍ଟିଆରଙ୍କ ବଡ଼ ବଡ଼ ପ୍ରୋଜେକ୍ଟକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହାରି…
ଉଦଳାରେ ଇଡିର ବଡ଼ଧରଣର ଚଢ଼ାଉ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଟ୍ରେଡିଂ କମ୍ପାନୀ ମୁଖ୍ୟଙ୍କ ଘରେ ଯାଞ୍ଚ
ଉଦଳା, ୪।୧୧(ସନ୍ତୋଷ ବାଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ବୁଧବାର ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ସ୍ୱତନ୍ତ୍ର ଟିମ୍ ବଡ଼ଧରଣର ଚଢ଼ାଉ କରିଛି। କଲିକତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ସାଜି କୋଟି କୋଟି…
ଲାଇଭ୍ ମ୍ୟାଚ୍ରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଏମିତି କାମ କଲେ ଅର୍ଶଦୀପ: ଖୋଲି କହିଲେ ମନର କଥା
ଅକଲାଣ୍ଡ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ସେ ୧୦ ଓଭର ବୋଲିଂ କରି ୭୦ ରନ ବ୍ୟୟରେ ୪ଟି ଉଇକେଟ ହାସଲ କରିଥିଲେ। ମ୍ୟାଚ୍ରେ ସଫଳତା ପରେ ତାଙ୍କର ଏକ…
ଅଦ୍ଭୁତ କ୍ୟାଚ୍ ଧରି ଧୋନୀଙ୍କ ରେକର୍ଡ ଭାଙ୍ଗିଲେ କୋହଲି: ନ୍ୟୁଜିଲାଣ୍ଡ ମାଟିରେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମୁକାବିଲା ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।…
ଅର୍ଶଦୀପଙ୍କ ଚମତ୍କାର ବୋଲିଂ: ୧୮୫ ରନ୍ରେ ଅଲଆଉଟ୍ ନ୍ୟୁଜିଲାଣ୍ଡ
ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ଅକଲାଣ୍ଡରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୪୦.୨ ଓଭରରେ ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଛି। ଦଳର କୌଣସି ବ୍ୟାଟର୍ ଅର୍ଦ୍ଧଶତକ…
ସୁପରମ୍ୟାନ୍ ସାଜିଲେ ବିରାଟ କୋହଲି, ୩୭ ବର୍ଷ ବୟସରେ ଏମିତି କ୍ୟାଚ୍ ଧରିଲେ ଅମ୍ପାୟର ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ VIDEO
ଅକଲାଣ୍ଡ,୪।୧୧: ଇଡେନ ପାର୍କରେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍ଡିଂ ଏବେ ଚର୍ଚ୍ଚାରେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ କୋହଲି ନିଜର ଚମତ୍କାର ଫିଲ୍ଡିଂ ଦକ୍ଷତା ଦେଖାଇ ନାଥନ ସ୍ମିଥଙ୍କୁ ପାଭିଲିୟନ ଫେରାଇଛନ୍ତି। ଗୋଟିଏ ହାତରେ ଧରିଥିବା ଏହି ଚମତ୍କାର କ୍ୟାଚ୍ର…
ଖତଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର, କୋଳକୁ ନେଲେ ନିଃସନ୍ତାନ ଦମ୍ପତ୍ତି: ଆଉ ତା’ପରେ ଘଟିଲା…
ଭେଡେନ,୪।୧୧(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଅନ୍ତର୍ଗତ ଝରାପାଲି ଗ୍ରାମର ଶେଷ ମୁଣ୍ଡରେ ଥିବା ଏକ ଖତଗଦାରୁ ମଙ୍ଗଳବାର ଭୋରରେ ନବଜାତ ଶିଶୁପୁତ୍ର ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ଖତଗଦାରୁ ଶିଶୁପୁତ୍ର…
ଅବିଶ୍ୱସନୀୟ କ୍ୟାଚ୍ ଧରିଲେ ଗୁରନୁର: ବାମ ହାତରେ କଲେ କମାଲ୍, ସ୍ତବ୍ଧ ହୋଇଗଲେ କ୍ରିକେଟ୍ପ୍ରେମୀ, ଦେଖନ୍ତୁ VIDEO
ଅକଲାଣ୍ଡ,୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ରେ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ ବୋଲର ଗୁରନୁର ବରାଡ। ନିଜ ବୋଲିଂରେ ଏକ ଅବିଶ୍ୱସନୀୟ କ୍ୟାଚ ଧରି ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ତାଙ୍କ ଏହି ଚମତ୍କାର ଫିଲ୍ଡିଂର ଶିକାର ହୋଇଛନ୍ତି…
ଭୋରୁ ଭୋରୁ ସ୍କୁଟିରେ ଚାଲିଥିଲା ଗଞ୍ଜେଇ ଚାଲାଣ: ମାଡ଼ିବସିଲା ପୋଲିସ
ହାଟଡିହୀ/ଛେନାପଦି,୪।୧୧(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍ ୩ ଗଞ୍ଜେଇ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଅଭିଯୁକ୍ତମାନେ ଜଳକଳଙ୍ଗ ଗ୍ରାମର ଜଗନ୍ନାଥ ମଲ୍ଲିକ(୨୭), ବେତିରା ଗ୍ରାମର ପ୍ରକାଶ କୁମାର…
ରହସ୍ୟ ଉପରୁ ପରଦା ଉଠାଇଲେ ଶୁବମନ ଗିଲ: ୨୦୨୭ ବିଶ୍ୱକପ୍କୁ ପୂର୍ବରୁ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୪।୧୧: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମୁକାବିଲା ଇଡେନ ପାର୍କରେ ଖେଳାଯାଉଛି। ଏହି ସିରିକୁ ନେଇ ଭାରତୀୟ ଅଧିନାୟକ ଶୁବମନ ଗିଲ ବଡ଼…

