Home

ବାଇଡେନଙ୍କ ବରିଷ୍ଠ ଉପଦେଷ୍ଟା ନୀରା ଟଣ୍ଡନ

ଭାରତୀୟ ବଂଶୋଦ୍ଭବ ନୀରା ଟଣ୍ଡନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ ଉପଦେଷ୍ଟା ଭାବେ ହ୍ବାଇଟ୍‌ ହାଉସ୍‌ରେ ଯୋଗ ଦେଇଛନ୍ତି। ନୀରାଙ୍କ ବୁଦ୍ଧିମତ୍ତା, ଦୃଢ଼ତା ଏବଂ ରାଜନୈତିକ ଅଭିଜ୍ଞତା ବାଇଡେନ୍‌ ପ୍ରଶାସନ ପାଇଁ ଆସେଟ୍‌ ହେବ ବୋଲି ସେଣ୍ଟର ଫର୍‌ ଆମେରିକାନ୍‌…

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଥିବାବେଳେ ୮ ରାଜ୍ୟରେ ୫୦,୦୦୦ରୁ ୧ ଲକ୍ଷ ମଧ୍ୟରେ…

କଥା ଥିଲା ସାତ ଜନ୍ମର, ହେଲେ କେଇ ମାସ ବି ଚାଲିଲାନି; ଅଲଗା ହୋଇଗଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌ କରିଥିବାରୁ…

ଟୁଇନ୍‌ ସିଟିରେ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ ସମୟରେ ଟୁଇନ୍‌ ସିଟି ପାଇଁ କମିଶନରେଟ ପୋଲିସ ଇ-ପରମିଶନ ବ୍ୟବସ୍ଥା ଆରମ୍ଭ କରିଛି। ଏନେଇ ଇ-ଆପ୍ଲିକେଶନ ଆରମ୍ଭ କରିଛି କମିଶନରେଟ ପୋଲିସ। ଟୁଇନ୍‌ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାସ ବ୍ୟବସ୍ଥା ପାଇଁ କମିଶନରେଟ ପୋଲିସ ପକ୍ଷରୁ…

ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି ଭାରତୀୟ ଦଳର ଏହି ପ୍ରମୁଖ ଖେଳାଳି; କାରଣ ଜାଣିଲେ…

ନୂଆଦିଲ୍ଲୀ,୧୫।୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଲଂଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା, ସେମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଥିଲେ।…

୮ ମାସ ହେଲା ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ, ଗ୍ରାମବାସୀ ହନ୍ତସନ୍ତ

ବାଲିଶଙ୍କରା,୧୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ତିଲଡେଗା ଗ୍ରାମରେ ଆଜକୁ ପ୍ରାୟ ୮ ମାସ ହେବ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଫଳରେ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଏପଟେ ଗ୍ରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦୀର୍ଘ ୮ ମାସ…

ବବି-କୋଏଲଙ୍କ ବିବାହ ବିଚ୍ଛେଦ; ଇନ୍‌ଷ୍ଟା ପୋଷ୍ଟରେ ଅଭିନେତ୍ରୀ କହିଲେ…

ଇନ୍‌ଷ୍ଟାଗ୍ରାମରେ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ବିବାହ ବିଚ୍ଛେଦ ନେଇ ସଙ୍କେତ ଦେଇଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ। ପଶ୍ଚିମବଙ୍ଗର ହୋଇଥିଲେ ହେଁ ଓଲିଉଡ୍‌ରେ ତାଙ୍କର ଖ୍ୟାତି ରହିଛି। ଅଭିନେତା ବବି ମିଶ୍ରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ…

କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର ଶନିବାର ଅପରାହ୍ନରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ…

କୋହଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; ଏଥର ରୋଜଗାରକୁ ବି…

ନୂଆଦିଲ୍ଲୀ,୧୫।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ହେଲେ କିଛି ଲୋକ ବିରାଟ ଅଥବା ଟିମ୍‌ ଇଣ୍ଡିଆର ସଫଳତାକୁ ସହି ପାରନ୍ତି ନାହିଁ। ସେଭଳି ଜଣେ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ…

ମାଧୁରୀଙ୍କୁ ପତଳି ବୋଲି କହି ବାହା ହେବାକୁ ମନା କରିଦେଇଥିଲେ ଏହି ଗାୟକ; ଆଜି କରୁଛନ୍ତି…

ବମ୍ବେ: ଅଶି ଏବଂ ନବେ ଦଶକର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦୀକ୍ଷିତ ଜଣେ। ସୌନ୍ଦର୍ଯ୍ୟ ହେଉ ଅଥବା ଅଭିନୟ କି ନୃତ୍ୟ ସବୁଥିରେ ପାରଙ୍ଗମ ସେ। ଆଜି ବି ସେ କୋଟି ହୃଦୟର ରାଣୀ। ଏକ…

ଫିଟ୍‌ ହୋଇପାରିବେନି ଶ୍ରେୟସ୍‌! ଶ୍ରୀଲଙ୍କା ଗସ୍ତ ପାଇଁ ତାଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୫।୫: ଭାରତୀୟ କ୍ରିକେଟ ଟିମ୍‌ର ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ ଆୟର ଫିଟ୍‌ ହେବାରେ ବିଳମ୍ବ ହେବ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଏଥିଲାଗି ସେ ସିରିଜ ଏବଂ ପରେ ଆଇପିଏଲ୍‌ ୨୦୨୧…

ମାତ୍ର ୧୭ ମିନିଟ୍‌ରେ ବିବାହ, ଯୌତୁକ ଆକାରରେ ବର ମାଗିଲେ ଏକ ନିଆରା ଜିନିଷ; ଜାଣିଲେ କରିବେ ପ୍ରଶଂସା

ଲକ୍ଷ୍ନୌ,୧୫।୫: ଉତ୍ତରପ୍ରଦେଶର ସାହାଜହାଁପୁରରେ ମାତ୍ର ୧୭ ମିନିଟ୍‌ରେ ଏକ ବିବାହ ସମ୍ପନ୍ନ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ବର କନ୍ୟାକୁ ଯୌତୁକ ଆକାରରେ ଏକ ନିଆରା ଜିନିଷ ମାଗିଥିଲେ। ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏପରି ନିଆରା ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?