୮ ମାସ ହେଲା ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ, ଗ୍ରାମବାସୀ ହନ୍ତସନ୍ତ

ବାଲିଶଙ୍କରା,୧୫।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ତିଲଡେଗା ଗ୍ରାମରେ ଆଜକୁ ପ୍ରାୟ ୮ ମାସ ହେବ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଫଳରେ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଏପଟେ ଗ୍ରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଦୀର୍ଘ ୮ ମାସ ହେବ ଲୋ-ଭୋଲଟେଜ ସମସ୍ୟାକୁ ଦ୍ୱିଗୁଣିତ କରିଦେଇଛି। ଗ୍ରାମର ଅନେକ ହିତାଧିକାରୀ ସେମାନଙ୍କ ବକେୟା ବିଦ୍ୟୁତ୍‌ ଦେୟ ପୈଠ କରିସାରିଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କଲେ ମଧ୍ୟ ନାନା ଆଳ ଦେଖାଇ ଚୁପ୍‌ ହୋଇ ବସିଛନ୍ତି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବର୍ଷା, ଘୂର୍ଣ୍ଣିଝଡର ତାଣ୍ଡବ

ବଲାଙ୍ଗୀର ଅଫିସ, ୨୬।୨ – ବଲାଙ୍ଗୀରରେ ସୋମବାର ବିଳମ୍ବିତ ରାତିରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଲାଙ୍ଗୀର...

ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ବ୍ଲାକ୍‌ମେଲ

ପାରଳାଖେମୁଣ୍ଡି,୧୭।୭: ଗଜପତି ଜିଲା ଅଡ଼ବା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଯୁବତୀଙ୍କ ଏତଲାକ୍ରମେ ଅଡ଼ବା...

ଓଟି ଛାତରୁ ଗଳୁଛି ପାଣି

ଯୋଡ଼ା, ୯।୧୨(ଡି.ଏନ.ଏ.)  କେନ୍ଦୁଝର ଜିଲା ଯୋଡ଼ା ସହରରେ ଥିବା ସରକାରୀ ଡାକ୍ତରଖାନାର ଅପରେସନ ଥିଏଟର (ଓଟି) ନିର୍ମାଣର ୪ ମାସ ନ ପୂରୁଣୁ ଛାତ ସିଲିଂରୁ ବର୍ଷାପାଣି...

ଚତୁର୍ଥ ଦିନରେ ୧,୬୧୧ ନାମାଙ୍କନ

ଢେଙ୍କାନାଳ ଅଫିସ, ୨୧।୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରାର୍ଥତ୍ପତ୍ର ଦାଖଲର ୪ର୍ଥ ଦିନ ଗୁରୁବାର ଢେଙ୍କାନାଳ ଜିଲାର ୧,୬୧୧ ଆଶାୟୀ ନାମାଙ୍କନ ଦାଖଲ କରିଛନ୍ତି।...

ହାତୀଦାନ୍ତ ଜବତ, ୨ ଶିକାରୀ ଗିରଫ

ଭୁବନେଶ୍ୱର, (ବ୍ୟୁରୋ)/ ବଲାଙ୍ଗୀର ଅଫିସ,୯।୧୨: କଠୋର ଆଇନ ଓ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବନ୍ୟଜନ୍ତୁ ଶିକାର ଏବଂ ଚୋରା ଚାଲାଣ ବନ୍ଦ ହୋଇପାରୁ ନାହିଁ। ନଭେମ୍ବର...

ଜମି ଛଡ଼ାଇ ନେଇ ଗାଁରୁ ତଡ଼ି ଦେଲେ

ବରଗଡ଼ ଅଫିସ୍‌,୨୫।୭: ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ଥାନା ଅନ୍ତର୍ଗତ କୁମ୍ଭୋ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗ୍ରାମର ୬ଜଣ ମୁଷ୍ଟିମେୟ...

ଦାଦନ ଯାଇ ବଛ୍‌ରେ ହେଲା ଲାପତା: ସୁନାଧରକଁର ବାଟ୍‌ ଚାହିଁଛନ୍‌ ପରିବାର ଲୋକ୍‌

ଖପ୍ରାଖୋଲ, ୩୧ା୧(ଡି.ଏନ୍‌.ଏ.)-ରାଏଜ୍‌ ସରକାର ଦାଦନ ସମସିଆର ସଂଗେ ଯୁଝ୍‌ବାର ଲାଗି ଅନେକ ଯୋଜନା କାଯ୍‌କାରୀ କରି କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ପଶ୍ଚିମ...

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ମାଡ଼

ଗଞ୍ଜାମ,୧୫। ୭(ଡି.ଏନ.ଏ.)-ଗଞ୍ଜାମ ଥାନା ବଡ଼ନୋଳିଆ ନୂଆଗାଁରେ ରବିବାର ରାତି ପ୍ରାୟ ସାଢ଼େ ୮ଟାରେ ଜଣେ ବ୍ୟକ୍ତି ପିଲା ଚୋରି କରି ନେଇ ଯାଉଥିବା ବେଳେ ଗ୍ରାମବାସୀ...

Advertisement
Archives

Model This Week