ସିଏସ୍କେ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିପାରିବେନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଏହି ୨ ଖେଳାଳି: କାରଣ…
ମୁମ୍ବାଇ,୭।୪: ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଶନିବାର ଖେଳାଯିବାକୁ ଥିବା ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍କୁ ଖେଳିପାରିବେ ନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କଗିସୋ ରବାଡା ଏବଂ ଏନ୍ରିଚ୍ ନୋର୍ଟଜେ। ଉଭୟ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି। ହେଲେ ପ୍ରୋଟୋକଲ ଅନୁଯାୟୀ ଖେଳାଳିଙ୍କୁ ୭…
ପିପିଲି ଉପନିର୍ବାଚନ: ପ୍ରଚାର କରିବେ ଧର୍ମେନ୍ଦ୍ର
ଭୁବନେଶ୍ୱର,୭।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ସେତିକି ବୃଦ୍ଧି ପାଉଛି। ପିପିଲି ନିର୍ବାଚନ ପାଇଁ ସବୁ ଦଳର ନେତା ଓ କର୍ମୀମାନେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାଜପା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର…
ଏହି ରାଜ୍ୟରେ ଲାଗୁ ହେଲା ଲକ୍ଡାଉନ
ରାୟପୁର,୭।୪: ଛତିଶଗଡ଼ରେ କରୋନା ମାମଲା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସନ୍ଧ୍ୟା ୫ଟାରୁ ସୋମବାର ରାତି ପର୍ଯ୍ୟନ୍ତ ରାଜ୍ୟରେ ଲକ୍ଡାଉନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ…
ନିଖୋଜ କମାଣ୍ଡୋଙ୍କ ଫଟୋ ଛାଡିଲେ ମାଓବାଦୀ
ବିଜାପୁର,୭।୪: ଛତିଶଗଡର ବସ୍ତର ଅଞ୍ଚଳରେ ଶନିବାର ଏନ୍କାଉଣ୍ଟର ବେବେଳ ନିଖୋଜ ହୋଇଥିବା କୋବ୍ରା କମାଣ୍ଡୋ ରାକେଶ୍ୱର ସିଂ ମନ୍ହାସ ମାଓବାଦୀମାନଙ୍କ କବ୍ଜାରେ ରହିଛନ୍ତି। ବୁଧବାର ମାଓବାଦୀ ସୋସିଆଲ ମିଡିଆ ମାଧ୍ୟମରେ ରାକେଶ୍ୱର ସିଂଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ ରାକେଶ୍ୱର ବସି…
ପଞ୍ଜାବରେ ୮ ଘଣ୍ଟିଆ ନାଇଟ୍ କର୍ଫ୍ୟୁ
ଚଣ୍ଡିଗଡ଼,୭।୪: ଦିଲ୍ଲୀ ପରେ ଏବେ ପଞ୍ଜାବରେ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ପଞ୍ଜାବ ସରକାରଙ୍କ ପକ୍ଷରୁ ରାଜ୍ୟରେ ୮ ଘଣ୍ଟିଆ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ନାଇଟ୍ କର୍ଫ୍ୟୁ ରାତ୍ର ୯ରୁ ଭୋର୍ ୫ଟା ପର୍ଯ୍ୟନ୍ତ…
ଆଇପିଏଲ୍ ଇତିହାସର ଲଜ୍ଜାଜନକ ରେକର୍ଡ: ସର୍ବାଧିକ ଥର ଶୂନରେ ଆଉଟ୍ ହୋଇଛନ୍ତି ଭାରତର…
ନୂଆଦିଲ୍ଲୀ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ଇତିହାସରେ ଖେଳାଳିମାନେ ନିଜ ନାମରେ ରେକର୍ଡ କରି ବାହାବା ସାଉଁଟିଛନ୍ତି। ହେଲେ ଏଭଳି କିଛି ଲଜ୍ଜାଜନକ ରେକର୍ଡ ରହିଛି ଯାହା ନ ଚାହିଁ ବି କ୍ରିକେଟରଙ୍କ ସହ ଯୋଡ଼ି ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ…
ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ନାଇଟ୍ କର୍ଫ୍ୟୁ ଆହୁରି କଡ଼ାକଡ଼ି ହେବ। ବର୍ତ୍ତମାନ ୧୦ଟି ଜିଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ କରାଯାଉଛି। ଏନେଇ ଜିଲାପାଳ ଏବଂ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ…
କରୋନାର ଦ୍ୱିତୀୟ ଲହର: ଛୋଟପିଲା-ଯୁବବର୍ଗ-ଗର୍ଭବତୀ ହେଉଛନ୍ତି ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏପରିସ୍ଥଳେ ବିଶେଷଜ୍ଞଙ୍କ ପକ୍ଷରୁ ସତର୍କ ସୂଚନା ପ୍ରଦାନ କରାଯାଇଛି। ଛୋଟପିଲା, ଯୁବବର୍ଗ ଏବଂ ଗର୍ଭବତୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ମାର୍ଗଦର୍ଶିକା ପାଳନ ସହିତ ମାସ୍କ୍ ପିନ୍ଧିବା ଏବଂ…
ତାମିଲ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ଅଭିନେତ୍ରୀ ହେଲେ ଉର୍ବଶୀ: ଗୋଟିଏ ଫିଲ୍ମ ପାଇଁ ନେବେ…
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ତାଙ୍କର ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୁନ୍ଦର ଅଭିନୟ ଯୋଗୁ ଏବେ ତାଙ୍କ ହାତରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ରହିଛି। ତେବେ ଖାସ୍ କଥା ହେଲା ଉର୍ବଶୀ ଚଳିତବର୍ଷ ତାମିଲ ଇଣ୍ଡଷ୍ଟ୍ରିରେ ଡେବ୍ୟୁ…
୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ଚଢ଼ାଉ କରି ଭୁବନେଶ୍ୱରର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ…
ବ୍ୟାଙ୍କ ସମ୍ମୁଖରୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଝାମ୍ପିନେଲେ
ଟିଟିଲାଗଡ଼,୭।୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ବ୍ୟାଙ୍କ ସମ୍ମୁଖରୁ ବୁଧବାର ପୂର୍ବାହ୍ନରେ ୧,୫୯,୫୦୦ ଟଙ୍କା ଝାମ୍ପି ନେଇଛନ୍ତି ଲୁଟେରା। ଟିଟିଲାଗଡ଼ ବାସିନ୍ଦା ପ୍ରଦୀପ୍ତ ଜେନା ଟଙ୍କା ବ୍ୟାଗ୍ ଧରି ସ୍ବି ବଜାର ବ୍ରାଞ୍ଚକୁ ଜମା କରିବାକୁ ଯାଉଥିବା ସମୟରେ ଜଣେ ଯୁବକ ବ୍ୟାଗ୍…
ମହାରାଷ୍ଟ୍ରରେ କରୋନା ଟିକା ଅଭାବ
ମୁମ୍ବାଇ,୭।୪: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ସ୍ଥିତି ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ କରୋନା ଟିକାର ଅଭାବ ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି। ଆବଶ୍ୟକ ଟିକା ଯୋଗାଇ ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଟିକା…
Archives


