Home

ଗୁଜରାଟ ବ୍ୟବସାୟୀଙ୍କ ସ୍ବାର୍ଥରେ ଭାଜପା

ଗୁଆହାଟୀ,୧୫ା୨: ଗୁଜରାଟର ବ୍ୟବସାୟୀମାନଙ୍କ ସ୍ବାର୍ଥ ପାଇଁ ଭାଜପା କାମ କରୁଛି। ଆସାମର ସମ୍ପତ୍ତିକୁ ଗୁଜରାଟ ବ୍ୟବସାୟୀ ଯେପରି ଚୋରି କରିପାରିବେ ସେଥିଲାଗି ରାଜ୍ୟରେ ବିଭାଜନ ଉଦ୍ୟମ ଚାଲିଛି ବୋଲି ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୈରିକ ଦଳକୁ ଟାର୍ଗେଟ କରିଛନ୍ତି।…

ବାପା ଅଟୋ ଚାଳକ, ମା’ ଟେଲର

ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ୱାଲର୍‌ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍‌ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ମାନ୍ୟା ସିଂ ରନର…

ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ତୈଳ ଦର ବୃଦ୍ଧି ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।…

କିଲରଙ୍କ ସନ୍ଧାନରେ ଅନ୍ଧ ପୋଲିସ

ନୂଆଦିଲ୍ଲୀ,୧୫ା୨: ବଲିଉଡ୍‌ ଷ୍ଟାର ସୋନମ କପୁରଙ୍କ ଆଗାମୀ କ୍ରାଇମ୍‌ ଥ୍ରିଲର ‘ବ୍ଲାଇଣ୍ଡ୍‌’ର ଶୁଟିଂ ଶନିବାର ସ୍କଟ୍‌ଲାଣ୍ଡରେ ଶେଷ ହୋଇଛି। ୩୯ ଦିନରେ ଏହାର ଶୁଟିଂ ସରିଥିବା ସିନେ କ୍ରିଟିକ୍‌ ତଥା ମୁଭି ଟ୍ରେଡ୍‌ ଆନାଲିଷ୍ଟ ତରନ ଆଦର୍ଶ ଟୁଇଟରରେ ସୂଚନା ଦେଇଛନ୍ତି।…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୧୫।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲ ସହ ଏଲ୍‌ପିଜି ଗ୍ୟାସ୍‌ ଦର ଅହେତୁକ ଭାବେ ବଢ଼ି ଚାଲିଛି। ଏଥିରେ ସାଧାରଣ ଲୋକେ ଅତିଷ୍ଠ ହୋଇପଡ଼ିଥିବାବେଳେ ଏହାର ପ୍ରତିବାଦରେ ସୋମବାର କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୭ଟାରୁ…

ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ ହିଲ୍‌ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍‌ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ ଉଚ୍ଚ…

ଘରୋଇ ଉପାୟରେ ଦୂର ହେବ କଳାଦାଗ

ବେଳେବେଳେ ଆଣ୍ଠୁ ବା କହୁଣୀ କଳା ପଡ଼ିଯାଉଥିବା ଦେଖାଯାଇଥାଏ। ଶରୀରରେ ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ର ଅଭାବ ଦେଖାଦେଲେ ଏପରି ହୋଇଥାଏ। ଘରୋଇ ଉପାୟରେ କହୁଣୀ ଓ ଆଣ୍ଠୁର ଯତ୍ନ ନେଲେ ଏହି ସମସ୍ୟା ଦୂର ହୋଇପାରିବ। ଜାଣନ୍ତୁ ଏ…

ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି। ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍‌ ବୃଦ୍ଧି କରିଛନ୍ତି। ସର୍ବନିମ୍ନ ଭଡ଼ା ୧୦% ଓ ସର୍ବୋଚ୍ଚ ଭଡ଼ା ୩୦% ବୃଦ୍ଧି କରାଯାଇଛି। ଫଳରେ ଘରୋଇ ବିମାନ ଯାତ୍ରା ୬ହଜାର…

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ଗତ ସମସ୍ୟା

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ ଗତ ସମସ୍ୟା। କ୍ରୋମୋଜୋମ ୧୮ର ତୃତୀୟ କପିର ଆଂଶିକ ବା ସମ୍ପୂର୍ଣ୍ଣ ଉପସ୍ଥିତି ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଶରୀରର ବହୁ ଅଂଶ ପ୍ରଭାବିତ ହୁଏ । ଏହାର ପ୍ରଭାବରେ ଜନ୍ମ ସମୟରେ…

ଦୀପିକାଙ୍କୁ ଜଣେ ୟୁଜର ଦେଲେ ଏପରି ଅଶ୍ଳୀଳ ମେସେଜ, ବୁଦ୍ଧି ଶିଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି କୌଣସି କାରଣକୁ ନେଇ ବଲିଉଡ୍‌ ଷ୍ଟାରମାନେ ଟ୍ରୋଲ ହେଉଛନ୍ତି। ମାତ୍ର କିଛି ଷ୍ଟାର ଟ୍ରୋଲର କଡ଼ା ଜବାବ ରଖି ୟୁଜରମାନଙ୍କୁ ଉଚିତ୍‌ ଶିକ୍ଷା ଦେଉଥିବା ନଜର ଆସୁଛି। ଏମିତି କିଛି ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ଷେତ୍ରରେ। ଦୀପିକା…

କିଏ ସେହି ଦିଶା ରବି, ଯାହାଙ୍କୁ ଟୁଲ୍‌କିଟ୍‌ ମାମଲାରେ ଗିରଫ କରିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ ମାମଲାରେ ଦିଲ୍ଲୀ ପୋଲିସ ରବିବାର ବେଙ୍ଗାଲୁରୁରୁ ୨୧ ବର୍ଷୀୟା ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛି। ଚାଷୀଙ୍କ ସହ ଜଡିତ ଥିବା ଟୁଲକିଟକୁ ଦିଶା ରବି ଏଡିଟ କରି ପଠାଇଥିବା ଅଭିଯୋଗ ହୋଇଛି।…

କୃଷକ ଆନ୍ଦୋଳନକୁ ସମର୍ଥନ କଲେ ପ୍ରବାସୀ ଭାରତୀୟ, ଭାଲେଣ୍ଟାଇନ୍‌ ଡେ’ରୁ ଆରମ୍ଭ ହେଲା ଗୋଲାପ ଅଭିଯାନ

ନ୍ୟୁୟର୍କ,୧୪।୨: ଭାରତରେ ୩ଟି ନୂତନ କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ସଂଗଠନ ସମର୍ଥନ ଜଣାଇଛି। ରବିବାର ଭାଲେଣ୍ଟାଇନ ଦିବସ ଅବସରରେ ଆମେରିକାରେ ଗୋଲାପ ଅଭିଯାନ ଆରମ୍ଭ କରାଯାଇଥିଲା। ଭାଲେଣ୍ଟାଇନ୍ସ ଦିବସ ଅବସରରେ ସୋସିଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri