୬ ଜିଲାରେ ନୂଆ ଏସ୍ପି
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟ ସରକାର ଆଇପିଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣଙ୍କ ବଦଳି ଓ ନୂଆ ଦାୟିତ୍ୱ ନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୯୮ ବ୍ୟାଚ୍ର ଆଇପିଏସ୍ ଅଫିସର ଏସ୍.…
ଏମିତି ଦେଶ, ଯେଉଁଠି ଏକା ସମୟରେ ଖରା ସାଙ୍ଗକୁ ହୁଏ ବର୍ଷା
ଜୁନ୍-ଜୁଲାଇରେ ଅନେକ ଥଣ୍ଡା ଦେଶରେ ମଧ୍ୟ ପ୍ରବଳ ଉତ୍ତାପ ହୋଇଥିବା ରେକର୍ଡ ରହିଛି। କାନାଡା କଥା ଯଦି କହିବା ତେବେ ଏଠାରେ ତାପମାତ୍ରା ୫୦ ଡିଗ୍ରୀରେ ପହଞ୍ଚିଛି। କେବଳ ଏତିକି ନୁହେଁ, ଏଠାରେ ଅତ୍ୟଧିକ ତାପମାତ୍ରା ଯୋଗୁ ଅନେକ ଲୋକ ପ୍ରାଣ…
ଶୀତଳଭଣ୍ଡାର ବିକିବାକୁ ଗରାଖ ଖୋଜା
ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ଆଳୁ ଚାଷ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆଳୁ ରଖିବା ଏବଂ ଉପଯୁକ୍ତ ବଜାର ସୁବିଧା ମିଳୁ ନ ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି । କେବଳ ଖାଇବା ଆଳୁ ନୁହେଁ, ମଞ୍ଜି ପାଇଁ ମଧ୍ୟ…
ସତର୍କ ନ ରହିଲେ ସ୍ଥିତି ଭୟଙ୍କର
ନୂଆଦିଲ୍ଲୀ,୯।୭: କିଛି ଦିନ ହେଲା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏନେଇ ବିଭିନ୍ନ ରାଜ୍ୟରେ କରୋନା କଟକଣାକୁ କୋହଳ କରାଯାଇଛି। ହେଲେ କୋହଳ କଟକଣା ମଧ୍ୟରେ ସତର୍କତା ଅବଲମ୍ବନ ନ କଲେ ପୁଣି ସଂକ୍ରମଣ ବଢିବ ବୋଲି କେନ୍ଦ୍ର…
ଖୋଲିଲା ସାଓ୍ବଂଲିଆ ସେଠ୍ ମନ୍ଦିରର ଭଣ୍ଡାର: ୧୦ଦିନରେ ଦାନ କରାଯାଇଛି ୩ କୋଟିରୁ ଊର୍ଦ୍ଧ୍ୱ
ଚିତ୍ତରଗଡ଼,୯।୭: ରାଜସ୍ଥାନର ଚିତ୍ତରଗଡ଼ ଜିଲାରେ ଥିବା ମଓ୍ବୋରର ପ୍ରସିଦ୍ଧ କୃଷ୍ଣ ଧାମ ସାଓ୍ବଂଲିଆ ଜି ମନ୍ଦିରର ଭଣ୍ଡାର ଖୋଲାଯାଇଛି। କରୋନା କାଳ ପରେ ଖୋଲାଯାଇଥିବା ଏହି ଭଣ୍ଡାରରୁ ୩କୋଟିରୁ ଅଧିକ ଦାନ ଅର୍ଥ ବାହାରିଛି। ସବୁଠାରୁ ବଡ଼ କଥା ହେଲା ୩ମାସର…
ଖେଳ ମଝିରେ ଇରଫାନ୍ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍; ଧୋନୀ ସହ ମିଶି ଏପରି ଜବାବ…
ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥାଏ। ମଇଦାନରେ ଖେଳୁଥିବା ଖେଳାଳିଙ୍କ ଉପରେ ବି ଏହାର ପ୍ରଭାବ ପଡେ। ସେମାନଙ୍କ…
ଷ୍ଟେଜ୍ ଉପରେ କନ୍ୟାଙ୍କୁ ବରମାଳା ପିନ୍ଧାଇବା ବେଳେ ପହଞ୍ଚିଲେ ମା’, ଚପଲ କାଢ଼ି ପୁଅଙ୍କୁ ସେକିଲେ; କାରଣ ଜାଣିଲେ ହେବେ…
ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବିବାହ ସମୟ ବହୁତ ଖାସ୍ ହୋଇଥାଏ। ଏହି ଦିନଟି ପାଇଁ ଅନେକ କିଛି ଭାବିଥାନ୍ତି ସେ। ହେଲେ ମା’ଙ୍କୁ ପସନ୍ଦ ନ ଥିବା ସତ୍ତ୍ୱେ ବିବାହ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ବିବାହ ଦିନ…
ପଦ ସମ୍ଭାଳିବା ପୂର୍ବରୁ ରବିଶଙ୍କରଙ୍କୁ ଭେଟିଲେ ନୂଆ ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ,୯।୭: ନୂତନ ପଦ ସମ୍ଭାଳିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଶୁକ୍ରବାର ପୂର୍ବତନ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଭେଟିଛନ୍ତି। ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ବର୍ତ୍ତମାନ କିରନ ରିଜିଜୁ ନୂଆ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତ…
ସାମ୍ନାକୁ ଆସିଲା କରିନା-ସୈଫଙ୍କ ସାନ ପୁଅଙ୍କ ନାମ; ଜାଣନ୍ତୁ କ’ଣ ରହିଲା…
ବମ୍ବେ: ସାମ୍ନାକୁ ଆସିଲା ଅଭିନେତ୍ରୀ କରିନା କପୁର-ଅଭିନେତା ସୈଫ ଅଲ୍ଲୀ ଖାନ୍ଙ୍କ ଦ୍ୱିତୀୟ ପୁଅଙ୍କ ନାମ। ପୂର୍ବରୁ ବଡ଼ ପୁଅଙ୍କ ନାମକୁ ତୈମୁର ରଖିବାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ କରିନା। ଏବେ ସେ ସାନ ପୁଅଙ୍କ ନାମ ‘ଜେହ୍’ରଖିଥିବା ଜଣାପଡ଼ିଛି।…
ବିନା ମାସ୍କରେ ଧରାପଡ଼ିଲେ ୫ହଜାର ଜରିମାନା ନଚେତ୍ ୮ଦିନ ଜେଲ୍
କୁଲୁ,୯।୭: କରୋନା ଲକ୍ଡାଉନ କଟକଣା କୋହଳ ହେବା ପରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ଯାହା କରୋନା ସଂକ୍ରମଣ ବ୍ୟାପିବା ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ କଡ଼ା…
କୋଭିଡ ପ୍ରୋଟୋକଲ୍ ମଧ୍ୟରେ ଚାଲିବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୯।୭: କରୋନା କାଳ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନଳ ଜୁଲାଇ ୧୯ରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ମଜଭୂତ କରିବା…
୧୫୧ କୋଟି ସମ୍ପତ୍ତିର ମାଲିକ ଏହି ଅଭିନେତା; ଖାଲି ବମ୍ବେରେ ରହିଛି ୩ ବଙ୍ଗଳା
ବମ୍ବେ: ଅଭିନୟ ହେଉ ଅଥବା ନୃତ୍ୟ, ସବୁଥିରେ ପାରଦର୍ଶିତା ଲାଭ କରିଥିଲେ ବଲିଉଡ୍ ଅଭିନେତା ଗୋବିନ୍ଦା। ଖାସ୍ ଏଥିପାଇଁ ଦର୍ଶକଙ୍କ ଭଲପାଇବା ତାଙ୍କୁ ଭରପୂର ମିଳୁଥିଲା। ୧୯୮୬ରେ ସେ ଫିଲ୍ମ ‘ଇଲ୍ଜାମ’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଆଣ୍ଟି ନମ୍ବର ଓ୍ବାନ୍’,…

