ଗୋଟିଏ ଘରେ ସପରିବାର ରହୁଛନ୍ତି ଆଇପିଏଲ୍ର ଏହି ଖେଳାଳି, ବାପା ଚଲାଉଥିଲେ ଅଟୋ, ଆତ୍ମହତ୍ୟା କରିଥିଲେ ଭାଇ
ଆଇପିଏଲ୍ ୧୪ତମ ସଂସ୍କରଣର ଚତୁର୍ଥ ମ୍ୟାଚ୍ ପ୍ରୀତି ଜିଣ୍ଟାଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନ୍ରେ ରାଜସ୍ଥାନ ରୟାଲକୁ ପରାସ୍ତ କରିଛି। ତେବେ ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ସମସ୍ତଙ୍କ ହୃଦୟ ଜିତିଛି। ବିଶେଷକରି ଚେତନ ସକରିୟା ନିଜର ଡେବ୍ୟୁ ମ୍ୟାଚ୍ରେ…
ନଈକୁ ଖସିଲା ମିନି ବସ୍: ଭାସିଗଲେ ଯାତ୍ରୀ…
ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ନିୟନ୍ତ୍ରଣ ହରାଇ ନଈକୁ ଖସିପଡ଼ିଛି। ଏଥିରେ ୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…
ମାତ୍ର ୧୪ ଓଭରରେ ପାକିସ୍ତାନକୁ ଧୋଇଦେଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ,୧୪।୪: ଦକ୍ଷିଣ ଆଫ୍ରିକା ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଭ୍ରମଣକାରୀ ଦଳ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ଜୋହାନ୍ସବର୍ଗରେ ଖେଳାଯାଇଥିବା ଏହି ମ୍ୟାଚରେ ଆୟୋଜକ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ପାକିସ୍ତାନକୁ ଧୋଇ ଦେଇଥିଲା। ଏହି…
ଚନ୍ଦ୍ରାବାବୁଙ୍କୁ ପଥର ମାଡ଼
ହାଇଦ୍ରାବାଦ, ୧୩।୪: ଜେଡ୍ ପ୍ଲସ ସୁରକ୍ଷା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ଉପରେ ସୋମବାର ପଥର ମାଡ଼ ହୋଇଛି। ତିରୁପତିଠାରେ ଏକ ସଭାରେ ଉଦ୍ବୋଧନ ଦେଉଥିବାବେଳେ ତାଙ୍କ ଉପରକୁ କେହି ପଥର ଫିଙ୍ଗିଥିଲେ। ଜଣେ…
ବାଫ୍ଟାରେ ‘ନୋମାଡ୍ଲାଣ୍ଡ’ର ଯାଦୁ
ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍ଟିଏ ବା ବାଫ୍ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିଛି। ଫିଲ୍ମର ମୁଖ୍ୟ କଳାକାର ଫ୍ରାନ୍ସେସ୍ ମାକ୍ଡରମାଣ୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
ମାତ୍ର ୨୦ ବଲ୍ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍: ଭାଙ୍ଗିଲେ ଅନେକ ରେକର୍ଡ
ମୁମ୍ବାଇ,୧୩।୪: ଆଇପିଏଲର ୧୪ ତମ ସିଜନରେ କିଙ୍ଗସ ଏକାଦଶ ପଞ୍ଜାବ ବିଜୟର ସହିତ ଖାତା ଖୋଲିଛି। ଏକ ରୋମାଞ୍ଚକର ମ୍ୟାଚରେ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ ମାତ୍ର ୪ ରନ୍ରେ ପରାସ୍ତ କରିଛି। ଏହି ବିଜୟରେ କେଏଲ ରାହୁଲ ଏବଂ ଦୀପକ…
ଶୀଘ୍ର ତରଳିବ ଆଣ୍ଟାର୍କଟିକା ବରଫ
ଲଣ୍ଡନ, ୧୩।୪(ଆଇଏଏନ୍ଏସ): ଆଣ୍ଟାର୍କଟିକାର ଥ୍ବାଇଟ୍ସ ଗ୍ଲେସିୟର ବା ଡୁମ୍ସଡେ ଗ୍ଲେସିୟର ଯେତେବଡ଼ ବୋଲି ପୂର୍ବରୁ ଆକଳନ କରାଯାଉଥିଲା, ତାହା ତୁଳନାରେ ଯଥେଷ୍ଟ ଅଧିକ ବିଶାଳ ବୋଲି ଜଣାପଡ଼ିଛି। ତେବେ ଏହାର ନିମ୍ନ ଭାଗରେ ଉଷ୍ମ ତଥା ଲବଣ ଜଳସ୍ରୋତ ପ୍ରବାହିତ ହେଉଥିବାରୁ…
ବାବ୍ରୀ ମାମଲା ରାୟ ଦେଇଥିବା ବିଚାରପତି ହେଲେ ୟୁପି ଉପଲୋକାୟୁକ୍ତ
ଲକ୍ଷ୍ନୌ, ୧୩ା୪: ବାବ୍ରୀ ମସ୍ଜିଦ ଭଙ୍ଗ ମାମଲାରେ ରାୟ ଦେଇଥିବା ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ଉତ୍ତରପ୍ରଦେଶର ଉପଲୋକାୟୁକ୍ତ ଭାବେ ନିଯୁକ୍ତି ଦିଆଯାଇଛି। ସୋମବାର ଲୋକାୟୁକ୍ତ ସଞ୍ଜୟ ମିଶ୍ର ତାଙ୍କୁ ଶପଥ ପାଠ କରାଇଛନ୍ତି। ସେ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ…
ସ୍ଥିତି ଅଣାୟତ୍ତ: ରେକର୍ଡ ଭାଙ୍ଗୁଛି କରୋନା
ନୂଆଦିଲ୍ଲୀ,୧୩।୪: ଦେଶରେ କରୋନାର ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨ ଲକ୍ଷ ମୁହାଁ ହେବାରେ ଲାଗିଛି। କରୋନା ସଂକ୍ରମଣ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି କୋକୁଆ ଭୟ ସୃଷ୍ଟି କରିଛି।ଗତ ୨୪ ଘଣ୍ଟାରେ…
ସଂସ୍କୃତି ବିଭାଗକୁ ଅଣଦେଖା
ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା ସଂସ୍କୃତି ବିଭାଗକୁ ଅଣଦେଖା କରି ରଖାଯାଇଛି। ଫଳରେ ଜିଲା ସଂସ୍କୃତି ପରିଷଦ ଗଠନ ହୋଇପାରୁ…
ଫିଟ୍ନେସ ଦୂର କରିବ ଫୁସ୍ଫୁସ୍ ସମସ୍ୟା
ଫୁସ୍ଫୁସ୍ଜନିତ ସମସ୍ୟାକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାର ଏକ ସରଳ ଉପାୟ ରହିଛି, ତାହା ପୁଣି ହାତପାଆନ୍ତାରେ। କଥା କ’ଣ କି, ଯଦି ଆପଣ ନିଜ ଫିଟ୍ନେସକୁ ନେଇ ବେଶ୍ ସଚେତନ, ତେବେ ଭବିଷ୍ୟତରେ ଆପଣ…
ଡୋମେଷ୍ଟିକ୍ ଫ୍ଲାଇଟ୍ରେ ମିଳିବ ନାହିଁ ଖାଦ୍ୟ
ନୂଆଦିଲ୍ଲୀ, ୧୨ା୪- ଦୁଇ ଘଣ୍ଟାରୁ କମ୍ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚୁଥିବା ଡୋମେଷ୍ଟିକ୍ ଫ୍ଲାଇଟ୍ରେ ଆଉ ଖାଦ୍ୟ ପରିବେଷଣ କରାଯିବ ନାହିଁ। କୋଭିଡ୍ ସଂକ୍ରମଣ ହାରକୁ କମ୍ କରିବା ପାଇଁ ବେସାମରିକ ବିମାନ ଚଳାଚଳ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଆସନ୍ତା ଗୁରୁବାରଠାରୁ…
Archives


