Home

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ସେଗୁଡିକ ହେଉଛି- ଭୁବନେଶ୍ୱରରେ ହେବ ବାଗ୍‌ଚୀ ଶଙ୍କର…

ରୋଷେଇ କରୁଛନ୍ତି ଚେନ୍ନାଇ କ୍ରିକେଟର୍‌

ମୁମ୍ବାଇ,୧୨।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ୨୦୨୧ ଆରମ୍ଭ ବହୁତ ଭଲ ନ ଥିଲା। ଦଳ ପ୍ରଥମ ମ୍ୟାଚରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସଠାରୁ ୭ ଉଇକେଟ୍‌ରେ ପରାସ୍ତ ହୋଇଛି। କିନ୍ତୁ, ଏହି ପରାଜୟକୁ…

ଦୃଷ୍ଟି ଶକ୍ତି ବଢ଼ାଇବ ଡିଭାଇସ

ଆମେ ଯଦି କୌଣସି ଦୃଷ୍ଟିଶକ୍ତିଜନିତ ସମସ୍ୟାର ସମ୍ମୁଖୀନ ହେଉ, ତେବେ ବିଳମ୍ବ ନ କରି ଡାକ୍ତରଙ୍କ ସହ ପରାମର୍ଶ କରିଥାଉ। ହେଲେ ଏପରି ସମସ୍ୟାର ସମାଧାନ କରିବା ଲାଗି ଏକ ନୂଆ ଉପାୟ ଉଦ୍ଭାବନ ହୋଇଛି। ଚାଇନାର ବୈଜ୍ଞାନିକମାନେ ଦୀର୍ଘ ତିନିବର୍ଷ…

ସଡ଼କରେ ଅନ୍ତିମ ସଂସ୍କାର…

ରାଞ୍ଚି,୧୨।୪: କରୋନା ସଂକ୍ରମଣ ଦେଶରେ ଲଗାତାର ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଝାଡ଼ଖଣ୍ଡରେ କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ଅଧିକ ହେଉଥ୍‌ତ୍ବାରୁ ଶ୍ମଶାନରେ ଲମ୍ବା ଧାଡ଼ି ଲାଗି…

ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା

ବଲିଉଡ୍‌ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍‌ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ…

ପାହାଡ଼ ଚଢ଼ିବାକୁ ଉଲଗ୍ନ ହେଲେ ଯୁବତୀ, କହିଲେ ଆଶ୍ଚର୍ଯ୍ୟକର କଥା

ପର୍ବତ ଏବଂ ପାହାଡ଼ ଚଢ଼ିବା ଲୋକଙ୍କର ଏକ ନିଶା ହୋଇଥାଏ। ମାତ୍ର ଜଣେ ଯୁବତୀ ଏମିତି ପାହାଡ଼ ଚଢ଼ିବାରେ ସଉକ ରଖିଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ଏମିତି ଜଣେ ଯୁବତୀଙ୍କ ଫଟୋ ଭାଇରାଲ ହେଉଛି। ପରେ ଯୁବତୀ କହିଛନ୍ତି…

ଏଠାରେ ଲୋକେ ଜାରି କଲେ ୨ ଦିନିଆ ଲକ୍‌ଡାଉନ୍‌…

ଦାମୋହ,୧୨।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର କେତେକ ଅଞ୍ଚଳରେ ଓ୍ବିକ୍‌ଏଣ୍ଡ୍‌ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ତେବେ ଦାମୋହ ଜିଲାରେ ଉପନିର୍ବାଚନ ଥିବାରୁ ରାଜ୍ୟ…

ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…

୨୦୧୯ରେ ମାମି (ଏମ୍‌ଏଏମ୍‌ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍‌ ପାଇଥିଲେ। ଦୀପିକା କିରଣ ରାଓଙ୍କ ସ୍ଥାନ ନେଇଥିଲେ। କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି, ଦୀପିକା…

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ ସମାନ। ଦେଖିବାକୁ ଏକଦମ୍‌ ଯାଅଁାଳା ଭଳି। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଚେହେରା ସେଲିବ୍ରିଟିଙ୍କ…

୧୪ ଏପ୍ରିଲରୁ ୨୦ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଦେଶର ଅନ୍ତର୍ଜାତୀୟ ବିମାନ ଉଡ଼ାଣ

ଢାକା,୧୨।୪: ବାଂଲାଦେଶରେ କରୋନା ଭାଇରସର ଦ୍ୱିତୀୟ ଲହର ଚାଲିଛି। ଏହି ସଙ୍କଟ ସମୟରେ ବାଂଲାଦେଶ ସରକାର ଗୋଟିଏ ସପ୍ତାହ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବେ ବାଂଲାଦେଶରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ କରିଦେଇଛନ୍ତି। ବାଂଲାଦେଶରେ ୧୪ ଏପ୍ରିଲରୁ…

ଆଖଡା ପରିଷଦର ଅଧ୍ୟକ୍ଷ କରୋନା ପଜିଟିଭ୍‌

ହରିଦ୍ୱାର,୧୨।୪: ସୋମବତୀ ଅମାବାସ୍ୟାରେ  ଉତ୍ତରାଖଣ୍ଡର ହରିଦ୍ୱାରରେ ମହାକୁମ୍ଭ ମେଳାର ସାହି ସ୍ନାନ ଆୟୋଜିତ ହୋଇଛି। ହେଲେ ଏହି କାର୍ଯ୍ୟକ୍ରମ ପୂର୍ବରୁ ସାଧୁସନ୍ଥଙ୍କ ସଂସ୍ଥା ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସହ ଅଧାରୁ ଅଧିକ ସନ୍ଥ ଏବେ…

ଭୋଟରଙ୍କ ଚୌକା-ଛକାରେ ଶତକ ପୂରଣ କଲା ଭାଜପା: ମୋଦି

କୋଲକାତା,୧୨।୪: ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ଚଳିତ ବିଧାନସଭା ନିର୍ବାଚନରେ ପରାଜିତ ହେବ। ରାଜ୍ୟର ଭୋଟରଙ୍କ ଚୌକା ଏବଂ ଛକାରେ ଭାଜପା ଶତକ ପୂରଣ କରିବାକୁ ସକ୍ଷମ ହୋଇ ପାରିଛି ବୋଲି ପ୍ରଧାନମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri