Home

୪୦ ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୭।୪: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା କିଙ୍ଗ୍‌ ଜର୍ଜ ମେଡିକାଲ କଲେଜର ୪୦ ଜଣ ଡାକ୍ତରଙ୍କ ମନୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେମାନଙ୍କ ମଧ୍ୟରେ କୁଳପତି ଡ. ବିପିନ୍‌ ପୁରୀ ଏବଂ ଚିକିତ୍ସା ଅଧିକ୍ଷକ ଡ. ହିମାଂଶୁ ମଧ୍ୟ ରହିଛନ୍ତି। ଆକ୍ରାନ୍ତ…

ଆଉ ନାହାନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଭେଟେରାନ ଅଭିନେତ୍ରୀ ପ୍ରତୀମା ଦେବୀଙ୍କର ୮୮ ବର୍ଷରେ ପରଲୋକ ଘଟିଛି। ଅସୁସ୍ଥତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରତୀମା ଅଭିନୟ କ୍ୟାରିୟର ମଧ୍ୟରେ ୬୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କର ଶେଷ ଫିଲ୍ମ ଥିଲା…

ଗୋଟିଏ ଜୁଇରେ ଜଳିଲେ ୮ ଲୋକ

ପୁଣେ,୭।୪: ମହାରାଷ୍ଟ୍ରର ବିଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କରୋନାରେ ମୃତ୍ୟୁ ଘଟିଥିବା ୮ ଜଣ ଲୋକଙ୍କୁ ଗୋଟିଏ ସମାଧିସ୍ଥଳରେ ପୋଡି ଦିଆଯାଇଥିଲା। ବିଡ ଜିଲାର ଅମ୍ବାଜୋଗାଇ ତହସିଲରେ ଏହି ଘଟଣା ସାମ୍ନାକୁ ଆସିଛି। ପରେ ପ୍ରଶାସନ ପ୍ରତି…

ଚର୍ଚ୍ଚାରେ ବେବୋଙ୍କ ମାସ୍କ, ଫଟୋ ଶେୟାର କରି ଲେଖିଲେ…

ବଲିଉଡ୍‌ କଳାକାରମାନେ କ୍ରମାଗତ ଭାବେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପରେ ଭିକ୍କି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହାରି ମଧ୍ୟରେ କରୀନା କପୁରଙ୍କ ମାସ୍କ ଏବେ ଚର୍ଚ୍ଚାରେ ରହିଛି। ବେବୋ…

ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ: ବିଶ୍ରାମାଗାରରେ ଅମ୍ଳଜାନ ଲାଗି ହେଉଛି ଚିକିତ୍ସା

ପୁଣେ,୭।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି। ରାଜ୍ୟର ଅଧିକାଂଶ ଜିଲାରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପୁଣେରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ ପୁଣେର ପିମ୍ପ୍‌ରି ଅଞ୍ଚଳରେ ଥିବା ଡାକ୍ତରଖାନା ଗୁଡ଼ିକରେ କୋଭିଡ ଶଯ୍ୟା ଅଭାବ ରହିଛି। ଏଠାରେ…

ନାଚୁ ନାଚୁ ହଠାତ୍‌ ବଦଳିଗଲା ଯୁବତୀଙ୍କ ଡ୍ରେସ୍‌, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏକ ଡ୍ୟାନ୍ସର ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ମହିଳା ଡ୍ୟାନ୍ସରଙ୍କ ଡ୍ରେସ୍‌ ହଠାତ୍‌ ବଦଳି ଯାଉଛି। ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓ ଆରମ୍ଭରେ ଦେଖିବାକୁ ମିଳିଛି ଜଣେ ଯୁବତୀ…

କାର୍‌ରେ ଏକା ଥିଲେ ବି ମାସ୍କ୍‌ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ରାଜଧାନୀ ଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପ୍ରଶାସନ ପକ୍ଷରୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। କାର୍‌ରେ ଏକା ଥିଲେ…

ଉତ୍ତର ପ୍ରଦେଶ ଅପେକ୍ଷା ପଶ୍ଚିମବଙ୍ଗରେ ବଡ଼ ବିଜୟ ହାସଲ କରିବୁ: ଅମିତ ଶାହା

କୋଲକତା,୭।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ମତଦାନ ସରିଛି। ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବରେ ରାଜ୍ୟରେ ବଡ ବିଜୟ ଦାବି କରୁଛି। ଏଥି ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର…

ଆର୍‌ସିବିକୁ ଡବଲ୍‌ ଝଟ୍‌କା

ଆଇପିଏଲ ୨୦୨୧ ଆରମ୍ଭ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଆଉ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଓପନର୍‌ ଦେବଦତ୍ତ ପଡିକ୍କଲଙ୍କ ପରେ ଏବେ ଡାନିଏଲ ସାମ୍‌ସ କରୋନା ରିପୋର୍ଟ ପଜିଟିଭ ଆସିଛନ୍ତି। ସାମ୍‌ସଙ୍କଠାରେ ଏବେ କୋଭିଡ-୧୯ର କୌଣସି ଲକ୍ଷଣ…

ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ଅମୃତସର,୭।୪: ପଞ୍ଜାବର ଅମୃତସରରେ ଥିବା ଭାରତ-ପାକିସ୍ତାନ ସୀମାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ବିଏସ୍‌ଏଫ୍‌ ଗୁଳିରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ସ୍ଥାନୀୟ ଲୋପୋକେ ଥାନା ଅଞ୍ଚଳରେ କାକ୍କାର ଫରଓ୍ବାର୍ଡ ପୋଷ୍ଟ ନିକଟରେ ମଙ୍ଗଳବାର-ବୁଧବାର ରାତ୍ରରେ ପାଟ୍ରୋଲିଂ ସମୟରେ ସମ୍ପୃକ୍ତ…

୫୪ ବର୍ଷରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: ବ୍ରେନ୍‌ ଟ୍ୟୁମରରେ ଥିଲେ ପୀଡିତ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ପଲ ରିଟରଙ୍କର ପରଲୋକ ଘଟିଛି। ବ୍ରେନ୍‌ ଟ୍ୟୁମର ଯୋଗୁ ୫୪ ବର୍ଷରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପଲ ‘ହ୍ୟାରୀ ପୋଟର’ ପରି ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ। ଫିଲ୍ମ ‘ଫ୍ରାଇଡେ ନାଇଟ୍‌ ଡିନର’ରେ ତାଙ୍କ ଚରିତ୍ରକୁ…

ଆଇପିଏଲ୍‌ରେ ସବୁଠୁ ରୋମାଞ୍ଚକ ମ୍ୟାଚ୍‌ କେଉଁ ଦଳଗୁଡିକ ମଧ୍ୟରେ ହୋଇଥାଏ ଜାଣନ୍ତି

ଆଇପିଏଲ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି। ସମସ୍ତ କ୍ରିକେଟ ପ୍ରଶଂସକମାନେ ଉତ୍ସାହର ସହିତ ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସିଜିନକୁ ଅପେକ୍ଷା କରିଛନ୍ତ। ଦୁନିଆର ସବୁଠାରୁ ପ୍ରସିଦ୍ଧ ଏହି ଲିଗ୍‌ ଚଳିତବର୍ଷ ଏପ୍ରିଲ ୯ରୁ ଆରମ୍ଭ ହେବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri