ଯୋଗ କରୁଥିଲେ…

ଯୋଗ କରିବା ପୂର୍ବରୁ ଆମକୁ କେତୋଟି ବିଷୟ ପ୍ରତି ନଜର ଦେବାକୁ ପଡ଼ିଥାଏ। ସବୁବେଳେ ଏକ ପ୍ରଦୂଷଣମୁକ୍ତ ପରିବେଶରେ ଯୋଗ କରନ୍ତୁ। ପାର୍କ ନ ଯାଇପାରିଲେ ନିଜ ଘରେ ବସି ଯୋଗ କରିପାରିବେ। ତେବେ କେଉଁ କେଉଁ ଯୋଗ ଆପଣ କରିପାରିବେ, ସେ ନେଇ ଯୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ। ପ୍ରତିଦିନ କେତେ ସମୟ ଯୋଗ କରିବେ ତାହା ପୂର୍ବରୁ ନିର୍ଦ୍ଧାରଣ କରନ୍ତୁ। ଯୋଗ କରିବା ସମୟରେ ଆଦୌ ଅନ୍ୟମନସ୍କ ହୁଅନ୍ତୁ ନାହିଁ। ଏହି ସମୟରେ ମନକୁ ଯୋଗରେ ହିଁ କେନ୍ଦ୍ରିତ ରଖନ୍ତୁ। ଏହାଫଳରେ ଆପଣ ଶାନ୍ତ ମନରେ ଯୋଗ କରିପାରିବେ। ଯୋଗ ବିଷୟରେ ମନରେ କିଛି ଭ୍ରାନ୍ତ ଧାରଣା ଥିଲେ ତାହା ପ୍ରଥମେ ଦୂର କରନ୍ତୁ। ଯୋଗ ପାଇଁ କେତେକ ସାମଗ୍ରୀର ଆବଶ୍ୟକତା ରହିଛି। ତାହା ପ୍ରଥମେ ନିଜ ପାଖରେ ରଖନ୍ତୁ।
ସବୁଠାରୁ ବଡ଼ କଥା ହେଲା ନିୟମିତ ଯୋଗ କରନ୍ତୁ। ଯୋଗ କରିବା ସମୟରେ ନିଜକୁ ଆଉ କାହା ସହ ତୁଳନା କରନ୍ତୁ ନାହିଁ। ଏହି ସମୟରେ କରୁଥିବା ଯୋଗ ଉପରେ ମନକୁ ଦୃଢ଼ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ରାଧିକ ଫଳ ଖାଇଲେ…

ତଟକା ଫଳମୂଳ ଖାଇବା ଆମ ଶରୀର ପାଇଁ ବେଶ୍‌ ଉପକାରୀ। ହେଲେ ଏହାର ପରିମାଣ ଅଧିକ ହେଲେ ତାହାର ଖରାପ ପ୍ରଭାବ ଶରୀର ଉପରେ ପଡିବାର...

ଦୃଷ୍ଟିଶକ୍ତିକୁ ପ୍ରଖର କରେ ଧନିଆ ପତ୍ର

ଧନିଆ ପତ୍ରରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ନିୟମିତ ଖାଦ୍ୟ ତାଲିକାରେ ଏହାକୁ ସାମିଲ କଲେ ତାହା ଦୃଷ୍ଟି ଶକ୍ତିକୁ ପ୍ରଖର କରିଥାଏ ବୋଲି...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ…

କଞ୍ଚା ପନିର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ପନିରରେ ଓମେଗା-୩ ଏସିଡ୍‌ ରହିଥାଏ। ଏହା ରକ୍ତ ଶର୍କରାସ୍ତରକୁ ସନ୍ତୁଳିତ କରେ। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ...

ଏମିତି କିଣନ୍ତୁ ଛତା…

ବର୍ଷାଦିନେ ପାଣିରୁ ସୁରକ୍ଷା ପାଇବା ଲାଗି ଛତା ସଭିଙ୍କୁ ଲୋଡ଼ା। ତେବେ ଅନେକେ ଛତା କିଣିବା ବେଳେ ଏହାର କଲର ଏବଂ ଆକର୍ଷଣୀୟ ଡିଜାଇନ୍‌କୁ ଅଧିକ...

ଟି ଲେଙ୍ଗ୍‌ଥ ଡ୍ରେସ୍‌

ଟିଲେଙ୍ଗ୍‌ଥ ଡ୍ରେସ୍‌ର ଲମ୍ବା ସାଧାରଣତଃ ଆଣ୍ଠୁ ତଳକୁ ହେଲେ ଗୋଇଠି ଉପରକୁ ରହିଥାଏ। ବିଶେଷ କରି ଏହାର ଏକ ଭଲ ଗୁଣ ହେଲା, ଏହା ନା...

କଫ୍‌ତାନ୍‌ ଫ୍ୟାଶନ

କଫ୍‌ତାନ୍‌ ହେଉଛି ଲମ୍ବା, ଢ଼ିଲାଢ଼ାଲା କୁର୍ତ୍ତୀ ଷ୍ଟାଇଲ୍‌ର ଏକପ୍ରକାର ଆଉଟ୍‌ଫିଟ୍‌; ଯାହାକୁ ମୁଖ୍ୟତଃ କଟନ୍‌ ହେଉ ଅବା ସିଲ୍କ ମ୍ୟାଟେରିଆଲ୍‌ରେ ତିଆରି କରାଯାଇଥାଏ। ଖରାଦିନେ ପିନ୍ଧିବା...

ମଧୁମେହ ରୋଗୀଙ୍କୁ କ୍ୟାନସର୍‌ ଆଶଙ୍କା ଅଧିକ

ସ୍ବିଡିଶ୍‌ ନ୍ୟାଶନାଲ୍‌ ଡାଇବେଟିସ୍‌ ରେଜିଷ୍ଟର୍‌(ଏନ୍‌ଡିଆର୍‌)ର ଗବେଷକଙ୍କ ଅନୁସାରେ, ମଧୁମେହ ଯୋଗୁ କ୍ୟାନସର୍‌ ଆଶଙ୍କା ବଢ଼ିପାରେ। ମଧୁମେହରେ ପୀଡ଼ିତ ୨୦ ପ୍ରତିଶତ ରୋଗୀଙ୍କୁ କୋଲୋରେକ୍ଟଲ୍‌ କ୍ୟାନସର୍‌ ଏବଂ...

Advertisement
Archives

Model This Week