Home

୧୪୮ କୋଟି ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ମଲ୍ଟିଟ୍ୟାଲେଣ୍ଟେଡ୍‌ ଅଭିନେତା; ଫିଲ୍ମ ପିଛା ପାଉଣା ନିଅନ୍ତି…

ବମ୍ବେ: ଅଭିନୟ ହେଉ ଅଥବା ନର୍ଦ୍ଦେଶନା ସବୁଥିରେ ନିଜର ପତିଆରା ବିସ୍ତାର କରିଛନ୍ତି ବଲିଉଡ୍‌ ଅଭିନେତା ଫରହାନ ଅଖ୍‌ତର। ଏବେ ତାଙ୍କ ଫିଲ୍ମ ‘ତୁଫାନ୍‌’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କୁ ଯୋଦ୍ଧା ଭାବେ ଦେଖିବାକୁ ବ୍ୟଗ୍ର। ପୂର୍ବରୁ…

ସ୍ଫୁଟନିକ୍‌-ଭି ଉତ୍ପାଦନ ସେପ୍ଟେମ୍ବରରୁ

ନୂଆଦିଲ୍ଲୀ,୧୩।୭: ଭାରତରେ କରୋନା ଭାଇରସ୍‌ ସଂକ୍ରମଣର ପ୍ରକୋପକୁ ରୋକିବା ପାଇଁ ଦେଶବ୍ୟାପି ଟିକାକରଣ ଅଭିଯାନ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୮କୋଟି ୧୪ଲକ୍ଷ ୬୭ହଜାର ୬୪୬ଜଣ ଲୋକଙ୍କୁ ଟିକା ଦିଆଯାଇସାରିଛି। ସେଥିମଧ୍ୟରେ ୩୦କୋଟି ୬୬ ଲକ୍ଷ ୧୨ହଜାର ୭୮୧ଜଣ ବ୍ୟକ୍ତିଙ୍କୁ କରୋନା…

ଅଗଷ୍ଟଠାରୁ ପ୍ରତିମାସରେ ଦିଆଯିବ ୯୦ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାର ଅଭାବ ଯୋଗୁ କେତେକ ଅଞ୍ଚଳରେ ଏହି ଅଭିଯାନ ପଛେଇ ଯାଉଛି। ତେବେ…

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ନିଶ୍ଚୟ କରନ୍ତୁ ଏହି ୬ କାମ…

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ ସମୟ ଧରି ମଣିଷ ଧନ ସଞ୍ଚୟ କରି ରଖିପାରିବ ସେ ନେଇ ବ୍ୟାଖ୍ୟା…

ପୂର୍ବଠାରୁ ଅଧିକ ସତର୍କତା ଜରୁରୀ, ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ପୂର୍ବଠାରୁ ଅଧିକ ସତର୍କତା ଜରୁରୀ। ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ହୋଇଥିବା ବୈଠକରେ ଯୋଗଦେଇ ଏଭଳି କହିଛନ୍ତି। ହିଲ୍‌ ଷ୍ଟେଶନ,…

ଫିଲ୍ମ ଜଗତରୁ ଦୂରରେ ଥିଲେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା

ବଲିଉଡ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତା ଗୋବିନ୍ଦାଙ୍କ ରାଜ୍‌ ଥିଲା। କିନ୍ତୁ ଏବେ ଗୋବିନ୍ଦାଙ୍କ ସମସାମୟିକ ଅଭିନେତା ଫିଲ୍ମରେ ସକ୍ରିୟ ଥିବାବେଳେ ସେ ପଛରେ ପଡିଯାଇଛନ୍ତି। ଯଦିଓ, ସେ କିଛି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ, କିନ୍ତୁ ପୂର୍ବ ପରି…

ପୃଥିବୀ ଉପରେ ନୂଆ ବିପଦ, ବାୟୁମଣ୍ଡଳରେ ଜହର ମିଶାଉଛନ୍ତି ୨୫ ସହର…

ଓ୍ବାଶିଂଟନ,୧୩।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ପୃଥିବୀର ବାୟୁମଣ୍ଡଳରେ ୨୫ଟି ବିକଶିତ ସହର ଜହର ମିଶାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୩ଟି ସହର ଚାଇନାରେ ଅଛି। ସେହିପରି ଅନ୍ୟ ଦୁଇ ସହର ହେଉଛନ୍ତି ରୁଷିଆର ମସ୍କୋ…

କୋଭିଡ୍‌ ହସ୍ପିଟାଲରେ ନିଆଁ, ଜଳିଗଲେ ୫୦ ଆକ୍ରାନ୍ତ…

ବାଗଦାଦ୍‌,୧୩।୭: କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୫୦ ଜଣ ଆକ୍ରାନ୍ତ ଜଳି ଯାଇଛନ୍ତି। ଇରାକ୍‌ର ଦକ୍ଷିଣରେ ଥିବା ନସିରିଆ ସହରରେ ଥିବା ଏକ ହସ୍ପିଟାଲରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ଏହି ଘଟଣାରେ ୬୭ରୁ ଅଧିକ ଲୋକ ଆହତ ହୋଇଛନ୍ତି।…

ଉଡନ୍ତା ବିମାନର କବାଟ ଖୋଲୁଥିଲେ ଯାତ୍ରୀ, ତା’ପରେ…

ଓ୍ବାଶିଂଟନ୍‌,୧୩।୭: ପ୍ରାୟ ସମୟରେ ବିମାନର କ୍ର୍ୟୁ ମେମ୍ବର ଓ ଯାତ୍ରୀଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। କେତେବେଳେ କ୍ର୍ୟୁ ମେମ୍ବରଙ୍କ ଦୁର୍ବ୍ୟବହାର ତ ଆଉ କେତେବେଳେ ଯାତ୍ରୀଙ୍କ ଅଭଦ୍ରାମୀ ଦେଖିବାକୁ ମିଳିଥାଏ। ଆଉ ଏଥିପାଇଁ ବେଳେ ବେଳେ ଅନ୍ୟମାନଙ୍କୁ ସମସ୍ୟାର…

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକରେ କ୍ରିକେଟ୍‌ ଜଗତ ସ୍ତବ୍ଧ: କାନ୍ଦିଲେ କପିଳ ଦେବ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଯଶପାଲ ଶର୍ମାଙ୍କର ହୃଦଘାତରେ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ…

ହୀରା ଭିତରେ ୮୦ କୋଟି ବର୍ଷ ତଳର ପୁରୁଣା ହୀରା…

ମସ୍କୋ,୧୩।୭: ପ୍ରକୃତିର ସୃଷ୍ଟି ଅତି ବିଚିତ୍ରମୟ। ଏବେ ରୁଷିଆରେ ମିଳିଥିବା ଏକ ହୀରାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଏହି ହୀରା ଭିତରେ ୮୦ କୋଟି ବର୍ଷ ପୁରୁଣା ଅନ୍ୟ ଏକ ହୀରା ରହିଛି। ଏହା ରୁଷିଆର ପାରମ୍ପରିକ…

୨୬ ବର୍ଷ ସାନ ଯୁବତୀଙ୍କୁ ମନ ଦେଇ ବସିଥିଲେ ଏହି ପ୍ରସିଦ୍ଧ ଅଭିନେତା: ଜଙ୍ଗଲରେ କରିଥିଲେ ବିବାହ

ବଲିଉଡର ପ୍ରସିଦ୍ଧ ମଡେଲ ତଥା ଅଭିନେତା ମିଲିନ୍ଦ ସୋମନ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ସେ ନିଜଠାରୁ ୨୬ ବର୍ଷ ସାନ ଅଙ୍କିତା କୋନୱାରଙ୍କୁ ବିବାହ କରିଥିଲେ। ବିବାହ ସମୟରେ ମିଲିନ୍ଦଙ୍କୁ ୫୨ ବର୍ଷ ହୋଇଥିବାବେଳେ ଅଙ୍କିତାଙ୍କୁ ମାତ୍ର ୨୬ ବର୍ଷ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?