ଅମ୍ବାନୀଙ୍କୁ କାଟିଲେ ଆଦାନୀ, ଜୁକରବର୍ଗ ପଡ଼ିଲେ ପଛରେ
ନୂଆଦିଲ୍ଲୀ,୪।୨: ଅମ୍ବାନୀଙ୍କୁ ପଛରେ ପକାଇଲେ ଆଦାନୀ। ଏବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ପାଲଟିଛନ୍ତି ସେ। ଫୋର୍ବସ ରିୟଲ୍ ଟାଇମ୍ ବିଲେନିୟର୍ସ ରିପୋର୍ଟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ସ୍ଥାନିତ ହୋଇଛନ୍ତି। ଏଥିରେ ମୁକେଶ ଅମ୍ବାନୀ…
କେତେଟାରୁ କେତେଟା ଖୋଲିବ ସ୍କୁଲ? ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସମୟ
ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ରୁ ଖୋଲିବ ସ୍କୁଲ। ଏହାପୂର୍ବରୁ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ସମୟ ନେଇ ସୂଚନା ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସକାଳ ୧୦ଟାରୁ ଦିନ ୧ଟା ଯାଏ କ୍ଲାସ ହେବ। ସେହିଭଳି ନବମରୁ ଦ୍ୱାଦଶ ଶ୍ରେଣୀ…
୮ରୁ ଖୋଲିବ ପ୍ଲାନେଟାରିଅମ୍
ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୮ ତାରିଖରୁ ଖୋଲିବ ପ୍ଲାନେଟାରିଅମ୍। କୋଭିଡ୍ କଟକଣାରେ ଭୁବନେଶ୍ୱରର ପଠାଣୀ ସାମନ୍ତ, ବୁର୍ଲାର ଅବ୍ଦୁଲ କାଲାମ ପ୍ଲାନେଟାରିଅମ୍ ଖୋଲିବ। ଏଥିସହ ଖଣ୍ଡପଡ଼ାରେ ଥିବା ପଠାଣୀ ସାମନ୍ତ ମ୍ୟୁଜିୟମ୍ ମଧ୍ୟ ଖୋଲିବ। ସଂକ୍ରମଣକୁ ଦୃଷ୍ଟିରେ ରଖି କେବଳ ୫୦% ଦର୍ଶକଙ୍କ…
ସ୍କୁଲ-କଲେଜକୁ ମିଳିବ ଜମି ପଟ୍ଟା
ଭୁବନେଶ୍ୱର,୪।୨(ବ୍ୟୁରୋ): ସ୍କୁଲ, କଲେଜଗୁଡ଼ିକୁ ଜମି ପଟ୍ଟା ଯୋଗାଇ ଦିଆଯିବ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ୫ ମଧ୍ୟରେ ଏଗୁଡ଼ିକୁ ପଟ୍ଟା ମିଳିବ। ଗୁରୁବାର ବସିଥିବା ସମୀକ୍ଷା ବୈଠକରେ ଏନେଇ ଅତିରିକ୍ତ ଜିଲାପାଳମାନଙ୍କୁ ରାଜସ୍ବ ସଚିବ ନିର୍ଦ୍ଦେଶ ଦେଇଥିବା…
ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ଭୁବନେଶ୍ୱର,୪।୨(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ପୋଲିସ ବାବୁ। ରାଜଧାନୀ ମଞ୍ଚେଶ୍ୱର ଥାନା ଏଏସ୍ଆଇ ରବି ସାହୁ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ଅଭିଯୋଗକାରୀଙ୍କଠାରୁ ସେ ୫ ହଜାର ନେଉଥିଲେ। ତାଙ୍କ ନାମରେ ସାନି ମାମଲା ପାଇଁ ଧମକ…
ସୋମବାରରୁ ପୁଣି ଖୋଲିବ ଏମ୍ସ ଓପିଡି
ଭୁବନେଶ୍ୱର,୪।୨(ବ୍ୟୁରୋ): ଆସନ୍ତା ୭ ତାରିଖରୁ ପୁଣି ଖୋଲିବ ଏମ୍ସ ଓପିଡି। କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିଥିବା ବେଳେ ସୋମବାରରୁ ଏହା ପୁଣି ଆରମ୍ଭ ହେବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଗୁରୁବାର…
୬ରୁ ଖୋଲିବ ହଷ୍ଟେଲ୍, ୭ରୁ ସ୍କୁଲ
ଭୁବନେଶ୍ବର,୪।୨(ବ୍ୟୁରୋ): କରୋନା ଲାଗି ପିଲାଙ୍କ ଅଫ୍ଲାଇନ୍ ପାଠପଢ଼ା ବନ୍ଦ ରହିଥିଲା। ହେଲେ ଆସନ୍ତା ୭ ତାରିଖରୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କ୍ଲାସ୍ରୁମ୍ ପାଠପଢ଼ା ଆରମ୍ଭ ହେବ। ୧୪ରୁ କେଜିରୁ ନେଇ ସପ୍ତମ ଯାଏ କ୍ଲାସ ଖୋଲିବ । ଏହାକୁ ଦୃଷ୍ଟିରେ ରଖି…
ଧାଓ୍ବନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ‘ବେବି ଏବି’, ରଚିଲେ ଇତିହାସ
ନୂଆଦିଲ୍ଲୀ,୪।୨: ଏବି ଡି’ଭିଲିୟର୍ସ ବିଶ୍ୱର ସବୁଠାରୁ ପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଜଣେ। କ୍ରିକେଟରଙ୍କ ଅବସରକୁ ଏକ ବର୍ଷ ପୁରି ନ ଥିବା ବେଳେ ଏବେ କ୍ରିକେଟ ଦୁନିଆରେ ଡିଓ୍ବାଲ୍ଡ ବ୍ରେଭିସ୍ ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ। ତାଙ୍କୁ ‘ବେବି ଏବି’ ମଧ୍ୟ…
ଏହି ୫ କ୍ରିକେଟରଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଭାରତୀୟ ପ୍ରଶଂସକ; ପଡ଼ିଆକୁ ଆସିବା ମାତ୍ରେ…
ନୂଆଦିଲ୍ଲୀ, ୪।୨: ଭାରତରେ କ୍ରିକେଟର କ୍ରେଜ୍ କାହିଁରେ କେତେ। ସେଥିପାଇଁ ଭାରତୀୟ କ୍ରିକେଟରମାନଙ୍କୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସମ୍ମାନ ମିଳିଥାଏ। ହେଲେ ଏଭଳି ୫ କିମ୍ବଦନ୍ତୀ କ୍ରିକେଟର ଅଛନ୍ତି, ଯାହାକୁ ଭାରତୀୟ ପ୍ରଶଂସକ ବହୁତ ଘୃଣା କରନ୍ତି।…
ସୁନିଲଙ୍କ ବିଷୟରେ ଜାଣିବା ପରେ କପିଲଙ୍କୁ ଲାଗିଛି ଝଟ୍କା, କହିଲେ ଏମିତି
ବମ୍ବେ: ନିକଟରେ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କମେଡିଆନ୍ ସୁନିଲ ଗ୍ରୋଭର। ତାଙ୍କର ହାର୍ଟ ବାଇପାସ୍ ସର୍ଜରୀ କରାଯାଇଛି। ଏବେ ସୁସ୍ଥ ଅନୁଭବ କରିବା ପରେ ସେ ଘରକୁ ଫେରିଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜଣାପଡ଼ିବା ପରଠାରୁ…
ଇଂଲଣ୍ଡ ମୁଖ୍ୟ କୋଚ୍ ପଦରୁ ବିଦା ହେଲେ ସିଲଭରଉଡ୍
ଲଣ୍ଡନ,୪।୨: ଇଂଲଣ୍ଡର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି କ୍ରିସ ସିଲଭରଉଡ୍। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ପରେ ତାଙ୍କୁ କୋଚ୍ ପଦ ଛାଡ଼ିବା ନେଇ କୁହାଯାଇଥିଲା। ଶେଷରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାପରେ…
‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ୍
ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ଲିଡ ରୋଲରେ ଆଲିଆ ଭଟ୍ଟ ଥିବାବେଳେ ତାଙ୍କ ଅପୋଜିଟ୍ରେ ଅଛନ୍ତି ଅଜୟ ଦେବଗନ। ଦମ୍ଦାର ଡାଏଲଗ, ଜବରଦସ୍ତ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।…
Archives


