ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ ଏବଂ ୨ ବିଇଓଙ୍କୁ ଚାକିରିରୁ ବିଦା କରାଯାଇଛି। ଏ ପର୍ଯ୍ୟନ୍ତ ୧୬୪ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସରିଲାଣି। ସମ୍ବଲପୁର ଇଲେକ୍ଟ୍ରିକାଲ ବିଭାଗର…
ଭାଜପାକୁ କେଜ୍ରିଓ୍ବାଲ୍ଙ୍କ ଖୋଲା ଚ୍ୟାଲେଞ୍ଜ୍: ଯଦି ଜିତିବ ତେବେ ଏଏପି ରାଜନୀତି ଛାଡି ଦେବ
ନୂଆଦିଲ୍ଲୀ,୨୩।୩: ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାଜପାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନକୁ ସ୍ଥଗିତ ରଖିଥିବାରୁ ଅସନ୍ତୋଷ ପ୍ରକାଶ କେଜ୍ରିୱାଲ କହିଛନ୍ତି, ଭାଜପାର ଯଦି ସାହସ ଅଛି,…
୨୮ରୁ ଖୋଲିବ ଅଙ୍ଗନଓ୍ବାଡ଼ି କେନ୍ଦ୍ର
ଭୁବନେଶ୍ୱର,୨୩ା୩(ବ୍ୟୁରୋ): ଆସନ୍ତା ୨୮ରୁ ରାଜ୍ୟରେ ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲିବ। ଏନେଇ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗୀୟ ସଚିବ ସମସ୍ତ ଜିଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି। ଅଙ୍ଗନଓ୍ବାଡ଼ି ଖୋଲିବା ନେଇ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି…
ବୀରଭୂମ ହିଂସା ଘଟଣା: ମମତା ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
କୋଲକାତା,୨୩।୨: ପଶ୍ଚିମବଙ୍ଗର ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ନିଆଁ ଲଗାଇବା ଘଟଣାକୁ କଲିକତା ହାଇକୋର୍ଟ ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି।…
ପୌର ନିର୍ବାଚନ ପୂର୍ବରୁ ବିକିବାକୁ ରଖିଥିଲେ ମଦ, ବାନ୍ଧିଲା ପୋଲିସ
ଗଞ୍ଜାମ,୨୩ା୩(ଡି.ଏନ୍.ଏ.): ଗଞ୍ଜାମ ଥାନା ଅନ୍ତର୍ଗତ ପିଏଚ୍ଡି ଅଫିସ ନିକଟସ୍ଥ ଗୋପାଳଜି ମଠରେ ବେଆଇନ ମଦ ବିକ୍ରି ହେଉଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ବୁଧବାର ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ…
ରାଜଧାନୀରେ ନରକଙ୍କାଳ
ଭୁବନେଶ୍ୱର,୨୩ା୩(ବ୍ୟୁରୋ): ରାଜଧାନୀରୁ ମିଳିଛି ଅନେକ ନରକଙ୍କାଳ। ମଞ୍ଚେଶ୍ୱର ଥାନା ଇଞ୍ଜଣା ବ୍ରିଜ୍ ନିକଟରୁ ୨୦ରୁ ଊର୍ଦ୍ଧ୍ୱ ନରକଙ୍କାଳ ମିଳିଛି। ଗୋଟିଏ ସ୍ଥାନରେ ନରକଙ୍କାଳ, ଖପୁରୀ, ହାଡ଼ ଦେଖି ଲୋକେ ଭୟଭୀତ ହୋଇ ଯାଇଛନ୍ତି। ହଠାତ୍ ଏତେ ସଂଖ୍ୟାରେ କଙ୍କାଳ, ଖପୁରି କିପରି…
ଆଉ ଘରକୁ ଫେରିବେ ନାହିଁ ବୋଲି ଜାଣିପାରିଥିଲେ ଧର୍ମେଶ, ଭଉଣୀ ବାନ୍ଧିଥିଲେ ରାକ୍ଷୀ
ବମ୍ବେ: ବଲିଉଡ ଚଳଚ୍ଚିତ୍ର ‘ଗଲିବୟ’ରୁ ଚର୍ଚ୍ଚାକୁ ଆସିଥିବା ରାପର ଧର୍ମେଶ ପରମାରଙ୍କ ମୃତ୍ୟୁ ପ୍ରଶଂସକଙ୍କ ଲାଗି ଶକ୍ତ ଝଟକାଠାରୁ କମ୍ ନୁହେଁ। ସଙ୍ଗୀତକୁ ଜୀବନର ସବୁକିଛି ଭାବୁଥିବା ଏହି କଳାକାର ମାତ୍ର ୨୪ ବର୍ଷରେ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି। ମଙ୍ଗଳବାର ଏହି…
ଗୋଟିଏ ଭିଡିଓ ବଦଳାଇଥିଲା ପ୍ରଦୀପଙ୍କ ଭାଗ୍ୟ
ନୋଏଡା, ୨୩।୩: କିଛିଦିନ ତଳେ ଦିଲ୍ଲୀର ଏକ ମ୍ୟାକଡୋନାଲଡ ଷ୍ଟୋରରେ କାମ କରୁଥିବା ପ୍ରଦୀପ ମେହରାଙ୍କ ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା। ସେନାରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରଦୀପ କେତେ ସଂଘର୍ଷ ଭିତରେ ଏଥିପାଇଁ ପାଇଁ…
ଦାରିଙ୍ଗବାଡ଼ି ଉପାଧ୍ୟକ୍ଷା ହେଲେ ସସ୍ମିତା
ଦାରିଙ୍ଗବାଡ଼ି,୨୩ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ପୁଣି ବିଜେଡିର ବିଜୟ ହୋଇଛି। ଦଳର ସିଆଙ୍ଗବାଲି ସମିତିସଭ୍ୟା ସସ୍ମିତା ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ଭାବେ ବିଜୟୀ ହୋଇଛନ୍ତି। ସସ୍ମିତା ୨୫ ସମିତି ସଦସ୍ୟଙ୍କ ମଧ୍ୟରୁ ୧୯ଟି ଭୋଟ୍ ପାଇ…
ମାରିଉପୁଲରେ ନରସଂହାର କରିବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି
କ୍ୱିଭ୍,୨୩।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତାର ୨୮ ଦିନ ପାଇଁ ଜାରି ରହିଛି। ରୁଷିଆ ସୈନ୍ୟବାହିନୀ କ୍ରମାଗତ ଭାବରେ ୟୁକ୍ରେନ ରାଜଧାନୀ କ୍ୱିଭ୍ ସମେତ ଅନେକ ସହର ଉପରେ ଆକ୍ରମଣ କରୁଛନ୍ତି। ଉଭୟ ଦେଶ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ…
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଧାମି
ଡେରାଡୁନ,୨୩।୩: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଶପଥ ଗ୍ରହଣ କରିଛନ୍ତି ପୁଷ୍କର ସିଂ ଧାମି। ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ତାଙ୍କୁ ରାଜ୍ୟପାଳ ଗୁରୁମିତ ସିଂଙ୍କ ଶପଥ ପାଠ କରାଇଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାଜପା ଶାସିତ ରାଜ୍ୟର…
ଏହି ବିସ୍ଫୋରକ ଓପନରଙ୍କୁ ଇସିବି କଲା ବ୍ୟାନ୍; ଦେବାକୁ ହେବ…
ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ତଥା ବିସ୍ଫୋରକ ଓପନର ଜେସନ ରୟଙ୍କୁ ବ୍ୟାନ କରିଛି ଇଂଲଣ୍ଡ ଆଣ୍ଡ ଓ୍ବାଲ୍ସ କ୍ରିକେଟ ବୋର୍ଡ(ଇସିବି)। ଦୁଇଟି ମ୍ୟାଚ୍ରୁ ବ୍ୟାନ୍ ସହ ତାଙ୍କ ଉପରେ ୨୫୦୦ ୟୁରୋ ଜରିମାନା ମଧ୍ୟ ଲଗାଇଛି। ଖରାପ ବ୍ୟବହାର ପାଇଁ…
Archives


