Home

ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂଆ ଟେଷ୍ଟ ଅଧିନାୟକ

ଲଣ୍ଡନ,୨୮।୪: ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ନୂତନ ଟେଷ୍ଟ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଜୋ ରୁଟଙ୍କ ଇସ୍ତଫା ପରେ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋଙ୍କ ସମେତ ଅନେକ ଖେଳାଳି ଇଂଲଣ୍ଡର ଅଧିନାୟକ ଦୌଡ଼ରେ ଥିଲେ, କିନ୍ତୁ ଷ୍ଟୋକ୍ସ ଏହି…

ବଡ ଆତଙ୍କବାଦୀ ଷଡଯନ୍ତ୍ର ବିଫଳ

ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀରର ସିଡ୍ରାରେ ଗୁରୁବାର ସନ୍ଦେହଜନକ ଆଇଇଡି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଦ୍ୱାରା ଆଇଇଡି ନଷ୍ଟ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଅଢେଇ ବର୍ଷର ଶିଶୁକୁ ଝୁଣି ପକାଇଲା ବୁଲା କୁକୁର

ହାଇଦ୍ରାବାଦ୍‌,୨୮।୪: ହାଇଦ୍ରାବାଦର ଗୋଲକୋଣ୍ଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା କୁକୁରର ଶିକାରରେ ଅଢେଇ ବର୍ଷ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁର ନାମ ଅନାସ। ଗୋଲକୋଣ୍ଡାର ବାଡା ବଜାର ଅଞ୍ଚଳରେ ପିଲାଟି ଖେଳୁଥିବାବେଳେ ଏହି ଘଟଣା ଘଟିଥିଲା। ବୁଲା କୁକୁରମାନେ…

ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର୍‌

ରାଉରକେଲା ଅଫିସ,୨୮ା୪: ରାଉରକେଲା ସହରର ଆମ୍‌ବାଗାନ ଛକରେ ଗୁରୁବାର ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ।…

ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବେ ପଓ୍ବନ

ଭୋଜପୁରୀ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା ପୱନ ସିଂ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଜ୍ୟୋତିଙ୍କଠାରୁ ଛାଡପତ୍ର ମାଗିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତି ସିଂ ଆଜି ଆରା…

ଛାତ୍ରୀଙ୍କ ଡ୍ରେସ୍‌କୋଡ୍‌ ଉପରେ ଲାଗିଲା ପ୍ରତିବନ୍ଧକ

କାବୁଲ,୨୮ା୪: ତାଲିବାନ ମହିଳା ବିରୋଧୀ ସଂଗଠନ ଭାବରେ ଜଣାଶୁଣା। ତାଲିବାନ ଗତବର୍ଷ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ କାବୁ କରିଥିଲା ଏବଂ ସେବେଠାରୁ ଆଫଗାନିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ । ସବୁଠୁ ଖରାପ ଅବସ୍ଥାରେ ସେଠାକାର ବାଳିକା ଏବଂ ମହିଳାମାନେ ଅଛନ୍ତି। ଆଫଗାନିସ୍ତାନର…

ପାର୍ଲାମେଣ୍ଟରେ ପର୍ନ ଫିଲ୍ମ ଦେଖି ଅଡୁଆରେ ଏମ୍‌ପି

ଲଣ୍ଡନ,୨୮।୪: ବ୍ରିଟେନ ପାର୍ଲାମେଣ୍ଟରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଏଠାରେ କଞ୍ଜରଭେଟିଭ୍‌ ପାର୍ଟିର ଜଣେ ଏମ୍‌ପି ପାର୍ଲାମେଣ୍ଟ ଭିତରେ ଫୋନରେ ପର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। ସେଠାରେ ଉପସ୍ଥିତ ମହିଳା ଏମ୍‌ପି ଏହାକୁ ବିରୋଧ କରିଥିଲେ। ଘଟଣା ପରେ ମହିଳା…

ରାଜ୍ୟ ସଭା ନିର୍ବାଚନ ପାଇଁ ନିଯୁକ୍ତ ହେଲେ ରିଟର୍ନିଂ ଅଫିସର

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ରିଟର୍ନିଂ ଅଫିସରଙ୍କୁ ନିଯୁକ୍ତି ଦେଲେ। ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ନିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ନିଂ ଅଫିସର ଭାବେ ନିଯୁକ୍ତି କମିଶନ ଦେଇଛନ୍ତି। ତେବେ ଜୁଲାଇ ସୁଦ୍ଧା ରାଜ୍ୟ…

୧୦୫ କୋଟି ସମ୍ପତ୍ତିର ମାଲିକ ଏହି ଅଭିନେତା, ପଡ଼ିଥିଲେ ଖଳନାୟକଙ୍କ ଝିଅଙ୍କ ପ୍ରେମରେ

ବମ୍ବେ: ବାପା ଥିଏଟର ଅଭିନେତା। ଭଉଣୀ ଅଭିନେତ୍ରୀ। ଏଥିପାଇଁ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ ଅଭିନେତା ଶରମନ ଜୋଶୀ। ମହାରାଷ୍ଟ୍ରର ନାଗପୁରର ଏକ ଗୁଜରାଟି ପରିବାରରେ ତାଙ୍କ ଜନ୍ମ। ଘରୁ ହିଁ ତାଙ୍କୁ ଅଭିନୟର ଶିକ୍ଷା ମିଳିଥିଲା। କ୍ୟାରିୟର ଆରମ୍ଭରୁ ସେ…

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ଦୋହରା ମାଡ଼,ଆଫ୍ରିକୀୟ ଦେଶ ସର୍ବାଧିକ ପ୍ରଭାବିତ …

ଜେନେଭା, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ସିଧାସଳଖ ପ୍ରଭାବ ପୃଥିବୀର ଖାଦ୍ୟ ସୁରକ୍ଷା ଉପରେ ପଡ଼ିଛି। ଯୁଦ୍ଧ ଯୋଗୂ ପୃଥିବୀର ଖାଦ୍ୟ ସୁାକ୍ଷାରେ ସଙ୍କଟ ଦେଖାଦେଇଛି। ଯୁଦ୍ଧରେ ଏହି ଦୁଇ ଦେଶ ଗୁରୁତର ଭାବରେ ପ୍ରଭାବିତ…

୩ରୁ ୪ ସପ୍ତାହ ମଧ୍ୟରେ ବଢ଼ିପାରେ କରୋନା

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଦିଲ୍ଲୀରେ ସଂକ୍ରମଣ ବଢୁଥିବାରୁ ଆଗକୁ ଓଡ଼ିଶା ପ୍ରତି ବି ବିପଦ ରହିଛି। ରାଜ୍ୟରେ କରୋନା ସ୍ଥିତି…

ସମସ୍ତଙ୍କ ହୃଦୟ ଜିତିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୪: ଆଇପିଏଲ ୨୦୨୨ର ୪୦ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଏକ ରୋମାଞ୍ଚକର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ବୋଲର ଉମରାନ ମଲିକ ପାଞ୍ଚଟି ଉଇକେଟ ନେଇଛନ୍ତି। ସେ ୪ ଜଣ ଖେଳାଳିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?