ନମ୍ବର ପ୍ଲେଟ୍ ଦାମ୍ ୭୦ କୋଟି
ଦୁବାଇ,୨୫।୪ : କାର୍ ନମ୍ବର ପ୍ଲେଟ୍ର ଦାମ୍ ୭୦ କୋଟି ଟଙ୍କା। ଏହା ବିଶ୍ୱର ତୃତୀୟ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍ ବୋଲି କୁହାଯାଉଛି। ଏଏ୮ ଲେଖାଥିବା ଉକ୍ତ ନମ୍ବର ପ୍ଲେଟ୍କୁ ଦୁବାଇର ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ନିକଟରେ ନିଲାମ…
ପାଞ୍ଚଗଡ଼ ଜଙ୍ଗଲରେ ନିଆଁ
ବୋଲଗଡ଼,୨୪ା୪(ଡି.ଏନ୍.ଏ.): ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ଖୋର୍ଦ୍ଧା ରେଞ୍ଜ୍ ବୋଲଗଡ଼ ବନପାଳ ଅଧୀନ ପାଞ୍ଚଗଡ଼ ସଂରକ୍ଷିତ ଜଙ୍ଗଲରେ ରବିବାର ନିଆଁ ଲାଗି ପ୍ରାୟ ଅଢ଼େଇ ଏକର ପରିମିତ ଅଞ୍ଚଳର ବୃକ୍ଷଲତା ଜଳିଯାଇଛି। ବୋଲଗଡ଼ ପଞ୍ଚାୟତ ମରଦାବାଡ଼ି ଗ୍ରାମ ନିକଟ ଜଙ୍ଗଲରେ ନିଆଁ…
୩ ବର୍ଷ ବିତିଲା, ସରୁନି ମେଗା ଜଳଯୋଗାଣ ପ୍ରକଳ୍ପ
ବୋଲଗଡ଼,୨୫ା୪(ଡି.ଏନ୍.ଏ.): ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପ୍ରକଳ୍ପ କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀ ଏବଂ ଠିକାସଂସ୍ଥାର ଅବହେଳା ଯୋଗୁ ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନି। ଫଳରେ ଲୋକେ ପାଇପ୍ ଯୋଗେ ପାନୀୟଜଳ ପାଇବାରୁ…
ରୁଷିଆ ଅର୍ଥନୀତି ବିପର୍ଯ୍ୟସ୍ତ
ମସ୍କୋ, ୨୫ା୪ : ଫେବୃୟାରୀ ୨୪ ତାରିଖ ସକାଳେ ୟୁକ୍ରେନ୍ ଉପରେ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ ଚଳାଇବା ନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଘୋଷଣା କରିଥିଲେ। ଏହି ଆକ୍ରମଣକୁ ରବିବାର ଦୁଇ ମାସ ପୂରିଛି। ନାଟୋ ସାମରିକ ମେଣ୍ଟରୁ ୟୁକ୍ରେନ୍କୁ…
୨ କୋଟିରେ ପେଣ୍ଟିଂ କିଣିବାକୁ ଗାନ୍ଧୀ ପରିବାର ବାଧ୍ୟ କରିଥିଲା
ମୁମ୍ବାଇ/ନୂଆଦିଲ୍ଲୀ,୨୫।୪ : ଖ୍ୟାତନାମା ଚିତ୍ରକର ଏମ୍.ଏଫ୍. ହୁସେନଙ୍କ ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କଠାରୁ କିଣିବା ପାଇଁ ବାଧ୍ୟ କରାଯାଇଥିବା ୟେସ୍ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କହିଛନ୍ତି। ଏହି…
୮ ବର୍ଷରେ ସନ୍ନ୍ୟାସିନୀ
ସୁରଟ,୨୫।୪ : ଖେଳିବା ବୁଲିବା ବୟସରେ ଗୁଜରାଟ ଅହମଦାବାଦର ୮ ବର୍ଷୀୟା ଆଙ୍ଗି ବାଗ୍ରେଚ୍ ସନ୍ନ୍ୟାସିନୀ ହୋଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଆଙ୍ଗି ରବିବାର ସୁରଟରେ ଆୟୋଜିତ ଏକ ଉତ୍ସବରେ ସନ୍ନ୍ୟାସିନୀ ଦୀକ୍ଷା ଗ୍ରହଣ କରିଥିବା ଜଣାପଡ଼ିଛି। ଦୀକ୍ଷା ଗ୍ରହଣ କରିବାରେ…
କୋମାରେ ବାତ୍ୟା ନିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟକୁ ୭ଟି ଭୟଙ୍କର ବାତ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିରେ ପ୍ରାୟ ୩୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା…
୭ ଦିନରେ ଧରାହେଲାଣି ୧୦୯୬ ସ୍କୁଲ ଗାଡ଼ି
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ସ୍କୁଲପିଲାଙ୍କୁ ନେଉଥିବା ବସ୍ ଏବଂ ଅନ୍ୟ ଗାଡିଗୁଡ଼ିକର ଫିଟ୍ନେସ୍ ଉପରେ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍ଟିଏ) ଅଧିକ ଗୁରୁତ୍ୱ ଦେବା ଆରମ୍ଭ କରିଛି। ସେଥିଲାଗି କିଛିଦିନ ହେଲା ରାଜ୍ୟର ବିଭିନ୍ନ ଜିଲାରେ ସ୍କୁଲ ବସ୍ଗୁଡ଼ିକ ଉପରେ ଜୋର୍ଦାର ଚଢ଼ାଉ କରାଯାଉଛି। ଗତ…
ପ୍ରଭାବିତ ହେବ ପରୀକ୍ଷା: ସମୟ ପରିବର୍ତ୍ତନ ଦାବି
ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଏପ୍ରିଲରୁ ରାଜ୍ୟରେ ଅସହ୍ୟ ହୋଇଛି ଖରାତାତି। ସକାଳ ୯ଟା ପରେ ଘରୁ ବାହାରିବା ବି କଷ୍ଟ ହୋଇପଡୁଛି। ଏଭଳି ସ୍ଥିତିରେ ପିଲାମାନେ କିପରି ସ୍କୁଲ ଯିବା ଆସିବା କରିବେ ତାହାକୁ ନେଇ ଚିନ୍ତା ବଢ଼ିଛି। ପୁଣି ଆଗକୁ ପରୀକ୍ଷା…
ସଚେତନତା ହିଁ ନିଦାନ
ବିଶ୍ୱସ୍ତରରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯିବା ଲାଗି ଉଦ୍ୟମ ଅବ୍ୟାହତ ରହିଛି। ମ୍ୟାଲେରିଆଠାରୁ କିଭଳି ଦୂରେଇ ରହିହେବ ସେନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୫ ଏପ୍ରିଲ୍ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ୧୦୬ଟି ଦେଶରେ ୩.୩ ବିଲିୟନ ଲୋକ…
ସାରା ଓଡ଼ିଶାରେ ତାତି: ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର
ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଓଡ଼ିଶାରେ ଡହ ଡହ ଖରା ସାଙ୍ଗକୁ ଗରମ ପବନ ଦେହକୁ ସିଝାଇ ଦେଉଛି। ପାରଦ ଏବେ ୪୩ ଡିଗ୍ରୀ ଟପିଥିବାବେଳେ ସହରଠୁ ଗାଁ, ରାସ୍ତାରୁ କୋଠା ସବୁକିଛି ତାତି ଯାଉଛି। ଜୀବନଯାତ୍ରା ଗୁରୁତର ପ୍ରଭାବିତ ହୋଇଥିବାବେଳେ ସକାଳ ୧୦ରୁ…
କେସିଆର୍ଙ୍କ ଦଳ ପାଇଁ କାମ କରିବ ଆଇପିଏସି
ଗୁଆହାଟୀ,୨୫।୪: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗଦେବା ଲାଗି କଥାବାର୍ତ୍ତା ଚାଲିଥିବାବେଳେ ସେପଟେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ଦଳ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ସହ ତାଙ୍କ ରାଜନୈତିକ ପରାମର୍ଶଦାତା ଟିମ୍ ଆଇପିଏସି (ଇଣ୍ଡିଆନ ପଲିଟିକାଲ…

