ଆଫଗାନିସ୍ତାନରେ ବିସ୍ଫୋରଣ: ୯ ମୃତ

କାବୁଲ,୨୯।୪: ଆଫଗାନିସ୍ତାନର ବାଲଖ ପ୍ରଦେଶର ସହର ମଜାର-ଇ-ସରିଫରେ ମିନିବସ ଉପରେ ଦୁଇଟି ବୋମା ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଉଭୟ ବିସ୍ଫୋରଣରେ ଜନସାଧାରଣ ପରିବହନକୁ ଟାର୍ଗେଟ କରାଯାଇଥିଲା। ମୃତକଙ୍କ ମୃତଦେହକୁ ଡାକ୍ତରଖାନାକୁ ଅଣାଯାଇଛି ଏବଂ ଆହତମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ପ୍ରାଦେଶିକ ସ୍ବାସ୍ଥ୍ୟ ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ସେପଟେ ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ଦାୟୀ ବୋଲି ଦାବି କରିନାହାଁନ୍ତି।
ଗତ କିଛି ଦିନ ହେବ ଆଫଗାନିସ୍ତାନରେ ଅନେକ ବିସ୍ଫୋରଣ ଘଟିଛି। ମାଜାର-ଇ-ସରିଫରେ ଏପ୍ରିଲ ୨୧ ଅପରାହ୍ନରେ ପ୍ରାର୍ଥନା କରିବା ସମୟରେ ସେହ ଡୋକାନ ମସଜିଦରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୨ ଜଣ ପୂଜକଙ୍କ ମୃତ୍ୟୁ ଘଟିବା ସହ ୫୮ ଜଣ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ଦାୟୀ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୂଳ ଭାରତୀୟ ବାସିନ୍ଦା ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା’ ମୁକୁଟ

ମେଲବୋର୍ନ,୨୮।୬: ଭାରତୀୟ ମୂଳ ବାସିନ୍ଦା ୨୬ ବର୍ଷୀୟା ପ୍ରିୟା ସେର୍ରଓ୍ବ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ୨୭ ଜଣ ପ୍ରତିଯୋଗୀଙ୍କୁ ପଛରେ...

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସୁଗା

ଟୋକିଓ,୩।୯: ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଶାସକ ଦଳର ନେତୃତ୍ୱ ନେବାକୁ ସେ ଆଉ ପ୍ରାର୍ଥୀପତ୍ର ଉପସ୍ଥାପନ...

୧୨ ବର୍ଷର ବାଳକ ସ୍କୁଲ୍‌ ଟଏଲେଟ୍‌ରେ କରୁଥିଲେ ପାର୍ଟି, ଆଉ ତା ପରେ

ଇଂଲଣ୍ଡର ଜଣେ ୧୨ ବର୍ଷର ବାଳକ ସମସ୍ତ ସାମଗ୍ରୀ ସହିତ ବିଦ୍ୟାଳୟର ବାର୍ଥରୁମରେ ଏକ ପାର୍ଟିର ଆୟୋଜନ କରିଥିଲା। ଡିସ୍କୋ ଲାଇଟ, ସ୍ପିକର ଏବଂ ଡିଜେ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: କହିଲେ, ମୁଁ ମୋ ପୋଷାକ ବିକିଦେବି

ଇସ୍‌ଲାମାବାଦ୍‌,୩୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଖେବର ପଖତୁଙ୍ଖୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍‌ଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ୧୦ କିଲୋ...

ପୁଟିନ୍‌ ସହ ଫୋନ୍‌ରେ କଥା ହେଲେ ଜିନ୍‌ପିଙ୍ଗ୍‌

ବେଜିଂ/ମସ୍କୋ,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ବିଧ୍ୱଂସ ଘଟିଛି। ଶୁକ୍ରବାର ସକାଳେ ରାଜଧାନୀ କ୍ୱିଭ୍‌ରେ ରୁଷିଆ ସୈନ୍ୟ ପହଞ୍ଚି ସେଠାରେ ୬ଥର କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ।...

ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…

ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ...

ବାଂଲାଦେଶର ସବୁଠାରୁ ବଡ କପଡା ବଜାରରେ ଲାଗିଲା ନିଆଁ

ଢାକା,୪।୪: ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର ‘ବାଙ୍ଗବାଜାର’ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି। ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ...

ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…

ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ,...

Advertisement
Archives

Model This Week