କରୋନା ନାଜାଲ ଭ୍ୟାକ୍ସିନକୁ ପରୀକ୍ଷଣ ପାଇଁ ଭାରତ ବାୟୋଟେକକୁ ମିଳିଲା ଅନୁମତି
ନୂଆଦିଲ୍ଲୀ,୨୮ ।୧: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ଭାରତ ବାୟୋଟେକକୁ ନାକରେ ଦିଆଯିବାକୁ ଥିବା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି । ଏହି ଇଂଣ୍ଟ୍ରା ନାଜାଲ ଭ୍ୟାକ୍ସିନ ଡୋଜ ମାଧ୍ୟମରେ କରୋନା ଯୁଦ୍ଧରେ ସଫଳ…
୧୨ ଭାଜପା ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୮।୧: ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଏକ ବଡ଼ ଝଟ୍କା ଦେଇ ସୁପ୍ରିମକୋର୍ଟ ଶୁକ୍ରବାର ୧୨ ଜଣ ଭାଜପା ବିଧାୟକଙ୍କୁ ନିଲମ୍ବନ କରିବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଜୁଲାଇ ୨୦୨୧ରେ ଅନୁଷ୍ଠିତ ବିଧାନସଭା ଅଧିବେଶନର ଅବଶିଷ୍ଟ ସମୟ ପର୍ଯ୍ୟନ୍ତ ଭାଜପା…
ଆଇପିଏଲ୍ରେ ବେବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୨୮।୧: ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଡେୱାଲ୍ଡ ବ୍ରେଭିସ ବେବି ଏବି ଡି ଭିଲିୟର୍ସ ଭାବରେ ଜଣାଶୁଣା। ସେ ଅଣ୍ଡର ୧୯ ବିଶ୍ୱକପ ଚମତ୍କାର ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ। ଏଥର ଆଇପିଏଲ ୨୦୨୨ମେଗା ନିଲାମରେ ମଧ୍ୟ ସେ ସାମିଲ ହେବେ ବୋଲି…
୩ ସମିତି ସଭ୍ୟ, ୨ ସରପଞ୍ଚ ଅପ୍ରତିଦ୍ୱନ୍ଦ୍ୱୀ
ଛତ୍ରପୁର,୨୮ା୧(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ୧୮ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ୨୮୨ଟି ଓ୍ବାର୍ଡମେମ୍ବର ଲାଗି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ସରିଛି। ତେବେ ଚମାଖଣ୍ଡି, ଅଗସ୍ତିନୂଆଗାଁ ଓ କଣମଣା ପଞ୍ଚାୟତ ସମିତିସଭ୍ୟ ଏବଂ ଚମାଖଣ୍ଡି,…
୨ ବର୍ଷର ଶିଶୁ ଅନ୍ଲାଇନ୍ରେ ଅର୍ଡର କଲେ ଲକ୍ଷାଧିକ ଟଙ୍କାର ଜିନିଷ: ଆଉ ତା’ପରେ…
ଆଜିକାଲି ମୋବାଇଲ୍ ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। କରୋନା ସମୟରେ ଅନଲାଇନ୍ କ୍ଲାସ୍ ଯୋଗୁ ମଧ୍ୟ ମୋବାଇଲ୍ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡିଛି। ପିଲାଙ୍କୁ ଯେତେ ବାରଣ କଲେ ମଧ୍ୟ ସେମାନେ ମୋବାଇଲ୍ ବିନା ରହିବା ଅସମ୍ଭବ ଯେମିତି ହୋଇପଡୁଛି।…
ମୌନୀଙ୍କ ପାଇଁ ଏମିତି ଲେଖିଲେ ସ୍ମୃତି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମୌନୀ ରୟ ଦୁବାଇର ବ୍ୟବସାୟୀ ସରୋଜ ନାମ୍ବିୟାରଙ୍କୁ ଗୁରୁବାର ବିବାହ କରିଛନ୍ତି। ଦୁହେଁ ପ୍ରଥମେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ କରିଥିବାବେଳେ ଦ୍ୱିତୀୟ ଥର ବଙ୍ଗୀୟ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ…
ପୁଣି ଡରାଇଲା ଉହାନ
ଉହାନ,୨୮।୧: ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ଆସି ସାରା ବିଶ୍ୱକୁ ବ୍ୟାପିଥିଲା। ଏବେ ଉହାନ ଲ୍ୟାବ୍ର ବୈଜ୍ଞାନିକମାନେ କରୋନା ଭାଇରସର ନୂଆ ଭାରିଆଣ୍ଟ ନିଓକୋଭ(NeoCoV)କୁ ନେଇ ଭୟାନକ ଖବର ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି, ଦକ୍ଷିଣ ଆଫ୍ରିକାରେ ‘ନିଓକୋଭ’ ମିଳିଛି। ଏହାର…
ଏମିତି ଘର, ଯେଉଁଠି ପ୍ରତ୍ୟେକ ଜିନିଷ ଦେଖିବାକୁ ମିଳେ ଓଲଟା
ଘର ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ନିଜ ଘରକୁ ଭିନ୍ନ ତଥା ଅନନ୍ୟ କରିବାକୁ ଚାହିଁଥାନ୍ତି। ସେମାନେ ଏହାର ଡିଜାଇନ, ରଙ୍ଗ ଏବଂ ଫଟୋ ପାଇଁ ବିପୁଳ ଅର୍ଥ ବି ବ୍ୟୟ କରିଥାନ୍ତି। ଏହିପରି ଗୋଟିଏ ଘର ଆଜିକାଲି…
‘ପୁଷ୍ପା’ର ଡାଏଲଗ୍ କହିଲେ ଗ୍ରେଟ୍ ଖଲି, ଭିଡିଓ ଦେଖିଲେ…
ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ‘ପୁଷ୍ପା’ରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଏବଂ ଡାଏଲଗ୍କୁ କପି କରୁଛନ୍ତି। ଏପରିକି ଡେଭିଡ୍ ଓ୍ବାର୍ନର, ସୁରେଶ ରାଇନା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀବଲି ହୁକ୍ ଷ୍ଟେପ କରୁଥିବା ଭିଡିଓ ଶେୟାର କରିଛନ୍ତି।…
ମୋଦିଙ୍କୁ ଭେଟିବାକୁ ଚାହିଁ ବସିଛନ୍ତି ଏହି ବିଦେଶୀ କ୍ରିକେଟର୍
ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଜାନୁୟାରୀ ୨୬ରେ ଭାରତ ସରକାର ତାଙ୍କୁ ପଠାଇଥିବା ଅଭିବାଦନକୁ ସୋସିଆଲ ମିଡିଆରେ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଅଙ୍ଗଭଙ୍ଗୀ ଏବଂ ଶବ୍ଦ ପାଇଁ ଆପଣଙ୍କୁ…
ମଣ୍ଡି ନେଉନି ଧାନ: ରାସ୍ତାରେ ଧାନବସ୍ତା ରଖି ଅବିରୋଧ କଲେ ଚାଷୀ
ପୁରୁଷୋତ୍ତମପୁର,୨୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡବରଗାଁର ଚାଷୀମାନେ ଅମଳ ଧାନକୁ ରାସ୍ତା ଉପରେ ରଖି ଆନ୍ଦୋଳନ କରିଛନ୍ତି। ଆଛୁଲି-କୋଦଳା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡ଼ିଛି । ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ଲଗାଣ…
ବିଶ୍ୱକପ୍ ଜିତାଇପାରିବେ କି ଦ୍ରାବିଡ-ରୋହିତ ଯୋଡି: ସଚିନ କହିଲେ…
ନୂଆଦିଲ୍ଲୀ,୨୮।୧: ଗତ କିଛି ମାସ ମଧ୍ୟରେ ଭାରତୀୟ କ୍ରିକେଟ ପରିବର୍ତ୍ତନର ଏକ ପର୍ଯ୍ୟାୟ ଦେଇ ଗତି କରୁଛି। କୋଚ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବା ଏବଂ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ଏଠାରେ ଅନେକ…
Archives


