ଆମେରିକା ବି ଦେଇଛି ତାଲିମ

ଓ୍ବାଶିଂଟନ୍‌, ୨୯ା୪: ମେରାଇନ୍‌ ମାମାଲ ପ୍ରୋଗାମ ଅଧୀନରେ ଆମେରିକା ନୌସେନା ଡଲ୍‌ଫିନ୍‌, ରେ, ଶାର୍କ, କଇଁଛ, ସାମୁଦ୍ରିକ ପକ୍ଷୀଙ୍କୁ ପରୀକ୍ଷଣ କରିଛି। ଡଲଫିନ୍‌ ଏବଂ କାଲିଫର୍ନିଆର ସମୁଦ୍ର ସିଂହଙ୍କୁ ଆମେରିକା ତାଲିମ ଦେଇ ୧୯୫୯ ମସିହାରୁ ଏହାକୁ ବ୍ୟବହାର କରିଆସୁଛି। ସମୁଦ୍ର ତଳେ ମାଇନ୍ସ ତଥା ଅନ୍ୟ କୌଣସି ବିପଜ୍ଜନକ ତଥା ବିସ୍ଫୋରକ ବସ୍ତୁକୁ ଚିହ୍ନଟ କରିବା ପାଇଁ ଆମେରିକର ଡଲ୍‌ଫିନଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳ ନିକଟରେ ଛାଡ଼ିଛି। ଶୀତଳଯୁଦ୍ଧ ବେଳେ ଉଭୟ ମସ୍କୋ ଏବଂ ଓ୍ବାଶିଂଟନ୍‌ ନିଜ ନିଜ ସାମୁଦ୍ରିକ ସୀମାରେ ପାଣି ତଳେ ମାଇନ୍ସ ତଥା ଅନ୍ୟ ବିପଜ୍ଜନକ ବସ୍ତୁର ଚିହ୍ନଟ ପାଇଁ ଡଲଫିନ ସେନାକୁ ବ୍ୟବହାର କରିଥିଲେ। ଡଲ୍‌ଫିନ୍‌ ଏବଂ ସାମୁୁଦ୍ରିକ ସିଂହଙ୍କୁ ତାଲିମ ନିମନ୍ତେ ପ୍ରାୟ ୨୮ ନିୟୁତ ଡଲାର ଖର୍ଚ୍ଚ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ

ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ...

ଓ୍ବାନ୍‌ ଡବ୍ଲ୍ୟୁଟିସିରେ ଝଲସିବ ତ୍ରିରଙ୍ଗା

ଓ୍ବାଶିଂଟନ,୧୪ା୮: ଅଗଷ୍ଟ ୧୫ରେ ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରିବ। ଏହି ଅବସରରେ ଆମେରିକାର ନ୍ୟୁୟର୍କ ସହରସ୍ଥିତ ଓ୍ବାନ୍‌ ଓ୍ବାଲର୍‌ଡ ଟ୍ରେଡ୍‌ ସେଣ୍ଟର (ଡବ୍ଲ୍ୟୁଟିସି)ରେ...

ଅନ୍ଧାରରେ ରଖିଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୨୨ା୮: ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବିଡେନ୍‌ ଓ ଉପରାଷ୍ଟ୍ରପତି ପ୍ରାର୍ଥୀ କାଲିଫର୍ନିଆ ସିନେଟର କମଲା ହାରିସ୍‌ ନିଜ ନିଜ ପ୍ରାର୍ଥତ୍ତ୍ୱକୁ ଗ୍ରହଣ କରିଛନ୍ତି। ଡେମୋକ୍ରାଟିକ୍‌...

ସ୍ପୁଟନିକ ସିଙ୍ଗଲ ଡୋଜ ଭ୍ୟାକ୍ସିନକୁ ମଞ୍ଜୁରୀ ଦେଲା ଆର୍ଜେଣ୍ଟିନା

ବୁନୋସ ଏରିସ,୬ ।୧୨: କରୋନା ମହାମାରୀକୁ ଦୂରେଇ ଦେବାକୁ ଆର୍ଜେଣ୍ଟିନା ରୁଷିଆ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ ଲାଇଟ୍ ଭ୍ୟାକ୍ସିନକୁ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି...

ସାହିତ୍ୟ ଲାଗି ହତ୍ୟା ଧମକ ମିଳିଥିଲା:ଓଲ୍‌ଗା ଟୋକାରଜୁକ

ଓ୍ବାର୍ସ: ପୋଲାଣ୍ଡ ଜନ୍ମିତ ଔପନ୍ୟାସିକ ଓଲ୍‌ଗା ଟୋକାରଜୁକ(୫୭)ଙ୍କୁ ୨୦୧୮ ବର୍ଷ ଲାଗି ସାହିତ୍ୟରେ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜଣେ ନିରାମଷାଶୀ ଓ ପରିବେଶବିତ୍‌...

ଯୌନ ନିର୍ଯାତନା ମାମଲାରେ ଗଭର୍ନର

ନ୍ୟୁୟର୍କ, ୧ା୩: ନ୍ୟୁୟର୍କ ଗଭର୍ନର ଆଣ୍ଡ୍ରିୟୁ କ୍ୟୁମୋ(୬୩)ଙ୍କ ବିରୋଧରେ ଆଉ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କ୍ୟୁମୋ ୨୦୨୦ରେ ତାଙ୍କ ପୂର୍ବତନ ସ୍ବାସ୍ଥ୍ୟନୀତି...

ରେଲଓ୍ବେ ଷ୍ଟେସନ୍‌ରେ ମିଶାଇଲ୍‌ ମାଡ଼: ୩୦ ମୃତ, ୧୦୦ରୁ ଊର୍ଦ୍ଧ୍ୱ ଆହତ

କ୍ୱିଭ୍‌,୮।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୪୪ ଦିନରେ ପହଞ୍ଚିଛି। ଏହି ଯୁଦ୍ଧ କେବେ ସମାପ୍ତ ହେବ ତାହା କାହାକୁ ଜଣାନାହିଁ।...

ଦକ୍ଷିଣ କୋରିଆର ସୈନ୍ୟ ସହାୟତା ୟୁକ୍ରେନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ: ଜେଲେନସ୍କି…

କିଭ୍‌,୨୬।୨ : ରୁଷିଆ ଆକ୍ରମଣର ବର୍ଷେ ବିତିବା ପରେ ଦକ୍ଷିଣ କୋରିଆ ୟୁକ୍ରେନକୁ ୧୩୦ ମିଲିୟନ ଡଲାର ମାନବିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛି।...

Advertisement
Archives

Model This Week