Home

ପୌର ନିର୍ବାଚନ: ସକାଳ ୮ରୁ ଆରମ୍ଭ ହେଲା ମତଦାନ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମ ଲାଗି ଗୁରୁବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏ ଏହା ଚାଲିବ। ୪୦ ଲକ୍ଷ ୫୫ହଜାର ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ…

ଆଣବିକ ଅସ୍ତ୍ରଶସ୍ତ୍ର ବନାମ ଟାଇଗର ଟିମ୍‌…

ଓ୍ବାଶିଂଟନ/ମସ୍କୋ,୨୪।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗତ ୪ ସପ୍ତାହ ଧରି ଯୁଦ୍ଧ ଜାରି ରହିଛି। ଏବେ ରୁଷିଆ ଆଣବିକ ଅସ୍ତ୍ରଶସ୍ତ୍ର ଆକ୍ରମଣର ଧମକ ଦେଉଛି। ରୁଷିଆର ଧମକକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ଆଦି ଦେଶ ଏହି ଯୁଦ୍ଧ…

କେତେ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି ନାଟୋ ଦେଲା ସୂଚନା…

ଓ୍ବାଶିଂଟନ/କ୍ୱିଭ୍‌/ମସ୍କୋ,୨୪।୩ : ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଆକଳନ କରିଛି ଯେ ୟୁକ୍ରେନରେ ଏକ ମାସ ଧରି ଚାଲିଥିବା ଯୁଦ୍ଧରେ ୭,୦୦୦ ରୁ ୧୫,୦୦୦ ରୁଷୀୟ ସୈନିକଙ୍କ ମୃତ୍ୟୁ ଘଟିଛି। ନାଟୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୟୁକ୍ରେନ…

ଯୋଗୀଙ୍କ ନୂତନ ଯୋଜନା…

ଲକ୍ଷ୍ନୌ,୨୪।୩ : ଦ୍ୱିତୀୟ ଇନିଂସ୍‌ରେ ଉତ୍ତରପ୍ରଦେଶର ଅର୍ଥନୀତିକୁ ଏକ ଟ୍ରିଲିୟନ ଡଲାରରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ରାଜ୍ୟର ଅର୍ଥନୀତି ପାଇଁ ଏକ ବଡ ଆହ୍ବାନ ହୋଇଥିବାବେଳେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଏନେଇ…

ମୃତକଙ୍କୁ ନାଗରିକତ୍ୱ ପ୍ରମାଣ ନିର୍ଦ୍ଦେଶ

ସିଲଚର,୨୪ା୩: ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରୁ ବାଦ୍‌ ପଡ଼ିଥିବା ହଜାର ହଜାର ଲୋକଙ୍କୁ ନିଜ ନାଗରିକତ୍ୱ ପ୍ରମାଣିତ କରିବା ପାଇଁ ଫରେନର୍ସ ଟ୍ରିବ୍ୟୁନାଲ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେମାନଙ୍କ ମଧ୍ୟରୁ ଶ୍ୟାମଚରଣ ଦାସ ଅନ୍ୟତମ, ଯାହାଙ୍କ ମୃତ୍ୟୁ ୨୦୧୬…

ଇଚ୍ଛା ବିରୋଧରେ ସ୍ତ୍ରୀଙ୍କୁ ଯୌନ ନିର୍ଯାତନା ବଳାତ୍କାର

ନୂଆଦିଲ୍ଲୀ,୨୪।୩: ସ୍ତ୍ରୀଙ୍କୁ ତାଙ୍କ ଇଚ୍ଛା ବିରୋଧରେ ସ୍ବାମୀ ଯୌନ ନିର୍ଯାତନା ଦେବା ବଳାତ୍କାର ବୋଲି କର୍ନାଟକ ହାଇକୋର୍ଟ ବୁଧବାର କହିଛନ୍ତି। ବୈବାହିକ ବଳାତ୍କାର ମାମଲାରେ ଅଦାଲତ ତାଙ୍କ ରାୟରେ କହିଛନ୍ତି, ସ୍ବାମୀମାନେ ସ୍ତ୍ରୀଙ୍କ ଦେହ, ମନ ଓ ଆତ୍ମାର ଅଧିପତି ବୋଲି…

ପ୍ରମାଣ ନଷ୍ଟ ହେବାକୁ ଦିଅନି

କୋଲକାତା,୨୪ା୩: ପଶ୍ଚିମବଙ୍ଗର ବୀରଭୂମ ଜିଲା ରାମପୁରହାଟରେ ୮ ଜଣଙ୍କ ଜୀବନ ନେଇଥିବା ଗୃହଦାହ ଘଟଣାରେ ବୁଧବାର କାଲକାଟା ହାଇକୋର୍ଟ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏହି ସମ୍ବେଦନଶୀଳ ମାମଲାର ପ୍ରମାଣ ଯେପରି ନଷ୍ଟ ନ ହେବ ତା’ର ବ୍ୟବସ୍ଥା କରିବାକୁ…

ବିଶ୍ୱର ସମସ୍ତ ଦେଶ ମିଶି ଯୁଦ୍ଧ ବନ୍ଦ କରିବା ଦରକାର: ଜେଲେନ୍‌ସ୍କି

କ୍ୱିଭ୍‌,୨୪ ।୩: ରୁଷିଆ ଲଗାତାର ଭାବେ ପାଖାପାଖି ୧ ମାସଧରି ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନ୍ ବି ଏହାର ପାଲଟା ଜବାବ ଦେଉଛି । ହେଲେ ଏଥିରେ ଉଭୟ ଦେଶ କ୍ଷତି ସହୁଥିବା ବେଳେ ବିନା କାରଣରେ…

୪୫ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କଲା ପୋଲାଣ୍ଡ

ଓ୍ବାର୍‌ସ, ୨୪ା୩: ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ରୁଷିଆର ୪୫ କୂଟନୀତିଜ୍ଞଙ୍କୁ ପୋଲାଣ୍ଡ ବହିଷ୍କାର କରିଛି। ଏ ନେଇ ପୋଲାଣ୍ଡ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୋଲାଣ୍ଡ ସ୍ପେଶାଲ ସର୍ଭିସେସ୍‌ର ଜଣେ ମୁଖପାତ୍ର ଷ୍ଟାନିସ୍‌ଲ ଜରିନ୍‌ କହିଛନ୍ତି, ସମ୍ପୃକ୍ତ ୪୫ କୂଟନୀତିଜ୍ଞ…

ରୁଷିଆ ଅସ୍ତିତ୍ୱ ବିପଦରେ ପଡ଼ିଲେ ଆଣବିକ ଯୁଦ୍ଧ

ମସ୍କୋ, ୨୪ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ବୁଧବାର ୪ ସପ୍ତାହ ପୂରିଥିବାବେଳେ ରୁଷୀୟ ସୈନ୍ୟ ଘାତକ ଆକ୍ରମଣ ଜାରି ରଖିଛନ୍ତି। ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଏଯାଏ ସଫଳ ହୋଇପାରି ନ ଥିବାରୁ କେବେ ଯୁଦ୍ଧବିରତି ହେବ ତାହା ସନ୍ଦେହରେ। ସେପଟେ ୟୁକ୍ରେନ୍‌…

କ୍ୱିଭ୍ ଉପରେ ଆକ୍ରମଣ ସମୟରେ ରୁଷିଆ ଖବରଦାତାଙ୍କ ମୃତ୍ୟୁ

କ୍ୱିଭ,୨୪ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସ ପୂରଣ ହେବାକୁ ଯାଉଛି । ହେଲେ ଗୋଟିଏ ପଟେ ରୁଷିଆ ତା’ର ଜିଦରେ ଅଟଳ ରହିଥିବା ବେଳେ ୟୁକ୍ରେନ୍ ବି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଏଥିରେ ଉଭୟ ଦେଶର ବହୁ…

ପୁଣିଥରେ ଦୂରେଇ ରହିଲା ଭାରତ

ନୂଆଦିଲ୍ଲୀ,୨୪ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟକୁ ନେଇ ସୁରକ୍ଷା ପରିଷଦ ଦ୍ୱାରା ବୁଧବାର ହୋଇଥିବା ମତଦାନରେ ଭାରତ ସମେତ ୧୩ ଦେଶ ଭାଗ ନେଇ ନାହାନ୍ତି । ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri