Home

ପ୍ରଥମ ଥର ଲାଗି ମୁହଁ ଖୋଲିଲେ

ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି ନିରବ ରହିଆସୁଥିଲେ। ହେଲେ ଏବେ ସେ ମା’ ହେବା ପରର ଅନୁଭୂତିକୁ ସମସ୍ତଙ୍କ ସହ…

୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା ପରମ୍ପରାଗତ ଧାରଣାକୁ ଭଙ୍ଗ କରିଥିଲେ। ନିଜ କାର୍ଯ୍ୟକୁ ଭାରତୀ ବହୁ ଭଲ ପାଆନ୍ତି। ଆଉ…

ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍‌’ରେ ଯୋଗ ଦିଅନ୍ତୁ

ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍‌ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସଂକ୍ରିୟ ଅଂଶଗ୍ରହଣ କରିବାକୁ ଯାଉଛି। ତେଣୁ ଆପ୍‌ ଲାଗି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

୭ଟାରେ ପଡ଼ିବ ଟସ୍‌: ଜାଣନ୍ତୁ କେବେ, କେଉଁଠି ଦେଖିବେ ହାଇଦ୍ରାବାଦ- କୋଲକାତା ଲଢ଼େଇ

ମୁମ୍ବାଇ,୧୫।୪: ଆଇପିଏଲ୍‌ ୨୦୨୨ର ୨୫ତମ ମୁକାବିଲା ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବ। ପ୍ରାରମ୍ଭିକ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ଟିମ୍‌ ଲଗାତାର ଦୁଇ ମ୍ୟାଚ୍‌ରେ ବିଜେତା ହୋଇଛି। ସେହିଭଳି ଶ୍ରେୟସ ଆୟରଙ୍କ…

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୮ ସୈନ୍ୟ ମୃତ

ଇସଲାମାବାଦ,୧୫।୪: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୮ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଉତ୍ତର ୱାଜିରସ୍ତାନରେ ଦୁଇଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉତ୍ତର ୱାଜିରସ୍ତାନର ଡାଟାଖେଲା ତହସିଲରେ ପ୍ରଥମ ଆକ୍ରମଣ ହୋଇଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଦ୍ୱିତୀୟ ଆତଙ୍କବାଦୀ…

ଅଧିନାୟକ ପଦ ଛାଡିଲେ ରୁଟ୍‌

ଲଣ୍ଡନ,୧୫।୪: ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରୁଟ ଦୀର୍ଘ ସମୟ ଧରି ଇଂଲଣ୍ଡର ଅଧିନାୟକ…

ବିମାନ ଯାତ୍ରୀଙ୍କ ମୋବାଇଲରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୧୫ା୪: ଇଣ୍ଡିଗୋ ବିମାନ ଯାତ୍ରୀଙ୍କ ମୋବାଇଲରେ ନିଆଁ ଲାଗିଯାଇଥିଲା। ଏନେଇ ତୁରନ୍ତ କ୍ରୁ ମେମ୍ବରଙ୍କୁ ସୂଚନା ଦିଆଯାଇଥିଲା। ପରେ କ୍ରୁ ସଦସ୍ୟମାନେ ନିଆଁକୁ ଆୟତ୍ତ କରିଥିଲେ। ଡିଜିସିଏର ବରିଷ୍ଠ ଅଧିକାରୀ କହିଛନ୍ତି, ଏ-୩୨୦ ନିୟୋ ବିମାନ ଭିଟି-ଆଇଜେଭି କିପ୍‌ ବିମାନ ନମ୍ବର…

ଡ୍ୟୁଟି ସହ ରାସ୍ତାକଡ଼ରେ ପିଲାଙ୍କୁ ମାଗଣା ଶିକ୍ଷା ଦେଉଛନ୍ତି ଟ୍ରାଫିକ ପୋଲିସ

ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥା’ନ୍ତି। ଆଜିର ସମୟରେ କିଛି ଲୋକ ନିଜର ଲାଭ ବ୍ୟତୀତ ଅନ୍ୟ କିଛି ବିଷୟରେ ଚିନ୍ତା କରୁ ନ ଥିବା ବେଳେ ଜଣେ ଟ୍ରାଫିକ ପୋଲିସ ଗରିବ ପିଲାଙ୍କ ପାଇଁ…

ନଓ୍ବାଜ ଫେରିବା ପରେ ଶାହାବାଜ ଛାଡ଼ିବେ କି ପ୍ରଧାନମନ୍ତ୍ରୀ ପଦ

ଇସଲାମାବାଦ,୧୫ା୪: କିଛିଦିନ ଧରି ପାକିସ୍ତାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ପଡ଼ିଗଲା, କିନ୍ତୁ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ରାଜନୈତିକ ବିଶେଷଜ୍ଞମାନେ ପାକିସ୍ତାନର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏହି ବିଶେଷଜ୍ଞଙ୍କ ମତରେ ନଓ୍ବାଜ…

‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମର ଏଭଳି ସଫଳତା ଦେଖିବା ପରେ ବିବେକ ଅଗ୍ନିହୋତ୍ରୀ ତାଙ୍କର…

ଶାକାହାରୀ କୁକୁର, ବାଡ଼ିବଗିଚାରୁ ସିଧା ତୋଳି ଖାଏ ଫଳମୂଳ

ସାଧାରଣତଃ କୁକୁରମାନେ ଆମିଷପ୍ରିୟ। ମାତ୍ର ସୋସିଆଲ ମିଡିଆରେ ଏକ କୁକୁରର ଫଟୋ ଭାଇରାଲ ହେଉଛି, ଯିଏ କି ପୂରା ଶାକାହାରୀ। କୁକୁରଟି କେବଳ ଫଳ ଏବଂ ପନିପରିବା ଖାଇଥାଏ। ସବୁଠୁ ବଡ଼ କଥା ହେଲା ଏହି କୁକୁର କୌଣସି କଟା ପନିପରିବା…

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହୃଦ୍‌ଘାତ

ମସ୍କୋ,୧୫।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫୧ ଦିନ ହେବ ଯୁଦ୍ଧ ଜାରି ରହିଛି। ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେ ଶୋଏଗୁ ହୃଦ୍‌ଘାତର ଶିକାର ହୋଇଛନ୍ତି। ଏହି କାରଣରୁ ତାଙ୍କୁ ଗତ କିଛି ଦିନ ହେବ ଦେଖିବାକୁ ମିଳିନାହିଁ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri