Home

୧୧ ଜୋନ୍‌ରେ ବିଜେଡି, ଭାଜପା ମାତ୍ର ୨

ବାଲେଶ୍ୱର ଅଫିସ,୨୭।୨: ବାଲେଶ୍ୱର ଜିଲାର ୧୩ ଜୋନକୁ ନେଇ ପ୍ରଥମ ପର୍ଯ୍ୟାୟ ଗଣତି ହୋଇଥିଲା। ଏଥିରେ ବିଜେଡି ୧୧ଟି ଜୋନରେ ଜିତିଥିବା ବେଳେ ଭାଜପା ୨ଟି ଜୋନ୍‌ରେ ଜିତିଥିବା ସୂଚନା ମିଳିଛି। ଔପଦା-୧: ମୁନି ସିଂ(ବିଜେଡି) ଖଇରା-୩: ଗଜେନ୍ଦ୍ର ପ୍ରସାଦ ଦାସ(ଭାଜପା)…

ଲବ କୁମାର ବିଜୟୀ

ଅମରପାଲି,୨୭।୨(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଜୋନ-୧ ରେ କଂଗ୍ରେସର ଲବ କୁମାର ସାହୁ ବିଜୟୀ ହୋଇଛନ୍ତି। ସେ ବିଜେଡିର ରଞ୍ଜିତ ରଥଙ୍କଠାରୁ ୧୮୮୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଲବକୁମାର ସର୍ବମୋଟ ୧୩ ହଜାର ୨୩୩ଖଣ୍ଡ ଭୋଟ ପାଇଥିବା ବେଳେ…

ରୁଷିଆକୁ ରୋକିବାକୁ ଏକମାତ୍ର ବିକଳ୍ପ

ଓ୍ବାଶିଂଟନ୍‌,୨୭।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହେବାରେ ଲାଗିଛି। ୟୁକ୍ରେନ ଆତ୍ମସମର୍ପଣ କରିବାକୁ ମନା କରିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ତାଙ୍କ ସେନାକୁ ଆକ୍ରମଣ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା…

ଜେଲ୍‌ରୁ ମୁକୁଳିବେ କଏଦୀ, କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଖୁସି ଖବର ଆସିଛି। ଯେଉଁମାନେ ୧୪ ବର୍ଷ କାରାଦଣ୍ଡ ପୂରଣ କରିଛନ୍ତି କିମ୍ବା ଯେଉଁମାନଙ୍କର ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ସେମାନଙ୍କୁ ମୁକୁଳାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ…

ଏସବୁ ରାଶି ପାଇଁ ଭାରି ଅଶୁଭ ‘କଇଁଛ ମୁଦି’: ପିନ୍ଧିଥିଲେ ଜାଣି ରଖନ୍ତୁ…

ଆଜିକାଲି ଲୋକମାନେ ହାତରେ ରୂପାର କଇଁଛ ମୁଦି ପିନ୍ଧୁଥିବା ପ୍ରାୟ ଦେଖାଯାଉଛି। ଏହାକୁ ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ହେଲେ ଅନେକ ସମୟରେ ଲୋକେ କିଛି ନ ଜାଣିି କଇଁଛ ମୁଦି ପିନ୍ଧିଥାନ୍ତି। ଏଥିଲାଗି ଏହାର ଶୁଭ…

ରୁଷିଆ ଉପରେ ୟୁଟ୍ୟୁବ୍‌ର ସର୍ଜିକାଲ ଷ୍ଟ୍ରାଇକ୍‌…

ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ  ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍‌କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ମଧ୍ୟ ରୁଷିଆ ବିରୋଧରେ ଅଣ୍ଟା ଭିଡ଼ିଛି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ରୁଷିଆର ମିଡିଆ…

ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌

ନୂଆଦିଲ୍ଲୀ,୨୭।୨: ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଟୁଇଟର୍‌ ଆକାଉଣ୍ଟ ରବିବାର ହ୍ୟାକ ହୋଇଛି। ଆକାଉଣ୍ଟ ହ୍ୟାକ୍‌ କରିବା ପରେ ହ୍ୟାକର୍‌ ‘ସରି’ ଲେଖିଛନ୍ତି। ଏହା ସହ ତାଙ୍କ ଟୁଇଟର ଆକାଉଣ୍ଟରୁ ଗୋଟିଏ ପରେ ଗୋଟିଏ ରୁଷିଆ ଏବଂ ୟୁକ୍ରେନକୁ ଦାନ…

କଫି ଅଫର୍‌ କଲେ ‘ହିଟ୍‌ମ୍ୟାନ୍‌’

ଧର୍ମଶାଳା,୨୭।୨: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଟିମ ଇଣ୍ଡିଆ ଶ୍ରୀଲଙ୍କାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୫ ଉଇକେଟ ହରାଇ ୧୮୩ ରନ…

ଅପରେଶନ୍‌ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…

ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆର…

କରୋନାର ଚତୁର୍ଥ ଲହର ଜୁନ୍‌ ୨୨ରୁ ଆରମ୍ଭ !…

ନୂଆଦିଲ୍ଲୀ,୨୭।୨ : ଦେଶରେ କରୋନା ମହାମାରୀର ତୃତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ତେବେ ବିଶେଷଜ୍ଞ ଏବେ ଚତୁର୍ଥ ଲହରର ପୂର୍ବାନୁମାନ କରିଛନ୍ତି। ଗବେଷକମାନେ କହିଛନ୍ତି ଯେ ଦେଶରେ ଚତୁର୍ଥ ଲହର ଜୁନ ୨୨ ରୁ ଆରମ୍ଭ ହେବ। ଅନୁସନ୍ଧାନ…

ୟୁକ୍ରେନରେ ସାଇବର ଆକ୍ରମଣ ବୃଦ୍ଧି କଲା ରୁଷିଆ…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ୟୁକ୍ରେନରେ ସାଇବର ଯୁଦ୍ଧ ତୀବ୍ର କରିଛି। ୟୁକ୍ରେନର ବିଭିନ୍ନ ସଂସ୍ଥାର ସିଷ୍ଟମରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସ୍ଥାୟୀଭାବେ ନଷ୍ଟ କରିବା ପାଇଁ ରୁଷିଆ ଏକ…

୨୪ ଘଣ୍ଟାରେ ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୪୬ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧୦୫ ଲୋକାଲ କେସ୍‌ ରହିଛି। ଏହାଛଡ଼ା ୮୩ଜଣ ଶିଶୁ ରହିଛନ୍ତି। ଏନେଇ ରବିବାର ରାଜ୍ୟ ସୂଚନା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri