ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜରୁରୀ କାମ ଥିଲେ ଶୀଘ୍ର ସାରନ୍ତୁ
ନୂଆଦିଲ୍ଲୀ,୧୨।୪: ଚଳିତ ମାସରେ ଲଗାତର ୪ ଦିନ ଲାଗି ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏପ୍ରିଲ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶରେ ବ୍ୟାଙ୍କ ସେବା କ୍ରମାଗତ ବନ୍ଦ ରହିବ। ଏହାର ବିଶେଷ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିପାରେ ବୋଲି ଆଶଙ୍କା…
ଋଣ ବୋଝ ତଳେ ୩ ବଡ଼ ଦେଶ…
ଓ୍ବାଶିଂଟନ, ୧୨।୪ : ଚଳିତ ବର୍ଷ ପୃଥିବୀର ବିଭିନ୍ନ ଦେଶର ସରକାରଙ୍କ ଉପରେ ଋଣ ବୋଝ ୯.୫ ପ୍ରତିଶତ ବୃଦ୍ଧି ପାଇବ। ଏହା ସହିତ ମୋଟ ଋଣ ପରିମାଣ ୭୧.୬ ଟ୍ରିଲିୟନ୍ ଟ୍ରିଲିୟନ ଡଲାରରେ ପହଞ୍ଚିବ। ବର୍ତ୍ତମାନ ଆମେରିକା, ଜାପାନ ଏବଂ…
ଏପ୍ରିଲ ୧୮ରୁ ଲୋକସେବା ଭବନ ଯାଇପାରିବେ ଖବରଦାତା-ସାଧାରଣ ଲୋକେ
ଭୁବନେଶ୍ୱର,୧୨।୪(ବ୍ୟୁରୋ): ହଟିଲା କଟକଣା। ଆସନ୍ତା ୧୮ରୁ ଲୋକସେବା ଭବନ ଯାଇପାରିବେ ସାଧାରଣ ଜନତା ଓ ଖବରଦାତା। ସାଧାରଣ ଲୋକେ ଅନଲାଇନରେ ପାସ୍ ନେଇ ଲୋକସେବା ଭବନକୁ ଯାଇପାରିବେ। ସେହିଭଳି ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସ୍ବୀକୃତିପ୍ରାପ୍ତ ବା ଆକ୍ରିଡ଼ିଏଟେଡ଼ ଖବରଦାତାମାନେ ଲୋକସେବା ଭବନ…
କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ କୋଟି ଛୁଇଁଲା…
ଓ୍ବାଶିଂଟନ, ୧୨।୪ : କରୋନା ମହାମାରୀକୁ ନେଇ ପୁଣି ପାଇଁ ଚିନ୍ତା ଜନକ ଖବର ଆସିଛି। ସୋମବାର ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି। ପ୍ରଥମ ମାମଲାରୁ ୫୦ କୋଟି ଆକ୍ରାନ୍ତରେ ପହଞ୍ଚିବାକୁ ମୋଟ ୮୭୭…
ଖୁବ୍ଶୀଘ୍ର ସରକାରୀ ହସ୍ପିଟାଲରେ ମାଗଣାରେ ଉପଲବ୍ଧ ହେବ ବୁଷ୍ଟର ଡୋଜ
ନୂଆଦିଲ୍ଲୀ,୧୨।୪: କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ କୋଭିଡ ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ନେଇ ରାଜଧାନୀ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍ଶୀଘ୍ର ଦିଲ୍ଲୀ ସରକାରଙ୍କ ସରକାରୀ ଡାକ୍ତରଖାନାଗୁଡ଼ିକରେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ପାଇପାରିବେ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ…
୨୫ ୟୁକ୍ରେନ୍ ଯୁବତୀଙ୍କୁ ବନ୍ଧକ ରଖି ବଳାତ୍କାର କରାଯାଇଛି, ମାନବାଧିକାର କମିଶନ ରିପୋର୍ଟ…
କ୍ୱିଭ୍ , ୧୨।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୭ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ରୁଷିଆ ସୈନ୍ୟ ରାସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିବା ୟୁକ୍ରେନ…
ନିଜକୁ ଦେବାଳିଆ ଘୋଷଣା କଲା ଶ୍ରୀଲଙ୍କା
କଲମ୍ବୋ,୧୨।୪: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ବେଳକୁ ବେଳ ଖରାପ୍ ହେବାରେ ଲାଗିଛି। ବର୍ତ୍ତମାନ ସଙ୍କଟରେ ଫସିରହିଥିବା ଶ୍ରୀଲଙ୍କା ମଙ୍ଗଳବାର ନିଜକୁ ଦେବାଳିଆ ଘୋଷଣା କରିଛି। ଅନ୍ୟ ଦେଶମାନଙ୍କର ୫୧୦୦କୋଟି ଡଲାରର ଋଣ କିଛି ସମୟ ପାଇଁ ପରିଶୋଧ କରିପାରିବ ନାହିଁ ବୋଲି…
ବଡ଼ଭାଇଙ୍କ ପରିବାରର ୫ଜଣଙ୍କୁ ହତ୍ୟା
ନିଶ୍ଚିନ୍ତକୋଇଲି, ୧୨।୪ (ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ କୁସୁପୁରରେ ଛାତି ଥରାଇଦେବା ଭଳି ଏକ ଘଟଣା ଘଟିଛି। ବଡ଼ଭାଇଙ୍କ ସମେତ ପରିବାରର ୫ ସଦସ୍ୟଙ୍କୁ ହାଣି ହତ୍ୟା କରିଛନ୍ତି ସାନଭାଇ। ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା…
ଭାଜପାକୁ ମିଳିଲା ବହୁମତ
ଲକ୍ଷ୍ନୌ,୧୨।୪: ଉତ୍ତର ପ୍ରଦେଶର ବିଧାନ ପରିଷଦ (ଏମ୍ଏଲସି) ନିର୍ବାଚନରେ ଭାଜପାକୁ ବହୁମତ ମିଳିଛି। ୩୬ଟି ବିଧାନ ପରିଷଦ ଆସନରେ ଭାଜପା ୩୩ଟି ଆସନରେ ବିଜୟୀ ହୋଇଥିବାବେଳେ ସ୍ବାଧୀନ ୩ଟି ଆସନ ଜିତିଛି। ସମାଜବାଦୀ ପାର୍ଟି ଖାତା ଖୋଲିବାରେ ସକ୍ଷମ ହୋଇନାହିଁ। ଏହି…
ପାଣ୍ଡ୍ୟାଙ୍କ ମୁଣ୍ଡରେ ବାଜିଲା ବାଉନ୍ସର, ଡରିଗଲେ ସ୍ତ୍ରୀ
ମୁମ୍ବାଇ,୧୨।୪: ଆଇପିଏଲ୍ ୨୦୨୨ରେ ଏକ ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ (ଜିଟି) ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍)କୁ ଭେଟିଥିଲା। ଏହି ମ୍ୟାଚ ସମୟରେ ଗୁଜରାଟ ଟାଇଟାନ୍ସ (ଜିଟି) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବାଉନ୍ସର ପକାଇଥିଲେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ଦ୍ରୁତ ବୋଲର ଉମରାନ…
୪୬ଘଣ୍ଟା ପରେ ଶେଷ ହେଲା ରେସକ୍ୟୁ ଅପରେଶନ୍
ଦେଓଘର,୧୨।୪: ଝାଡଖଣ୍ଡ ଦେଓଘରର ତ୍ରିକୁଟ ପାହାଡ଼ର ରୋପଓ୍ବେ ଦୁର୍ଘଟଣାର ପ୍ରାୟ ୪୬ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେସକ୍ୟୁ ଅପରେଶନ୍ ଶେଷ ହୋଇଛି। ମଙ୍ଗଳବାର ରୋପଓ୍ବେରେ ଫସିରହିଥିବା ସମସ୍ତ ଲୋକଙ୍କୁ ଉଦ୍ଧାର କରାଯାଇଛି। ବାୟୁସେନା, ଭାରତୀୟ ସେନା, ଏନ୍ଡିଆରଏଫ୍ ଓ ଆଇଟିବିପି ଯବାନଙ୍କ…
ସମର ଫ୍ୟାଶନ୍
ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ଦୃଷ୍ଟିରୁ ଏବେ ଫ୍ୟାଶନ୍ ଟ୍ରେଣ୍ଡରେ କେଉଁ ସବୁ ପୋଷାକ ଆରାମଦାୟକ ହେବା ସହ ଷ୍ଟାଇଲିସ୍ ଲାଗିବ ଜାଣି ରଖନ୍ତୁ… ଖରାଦିନିଆ…
Archives


