Home

ମସ୍କଭାର ପ୍ରତିଶୋଧ ନେଲା ରୁଷିଆ

ମସ୍କୋ,୧୫।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୀଷଣ ଯୁଦ୍ଧ ୫୧ଦିନରେ ପହଞ୍ଚିଛି। ରୁଷିଆ ସୈନ୍ୟ ଲଗାତର ଭାବେ ୟୁକ୍ରେନ ଉପରେ ଭୟଙ୍କର ଗୁଳିମାଡ଼ କରିବା ସହ ମିଶାଇଲ ମାଡ଼ କରୁଛନ୍ତି। ନିକଟରେ ୟୁକ୍ରେନ ରୁଷିଆର ଯୁଦ୍ଧ ଜାହାଜ ମସ୍କଭାକୁ…

ସରପଞ୍ଚଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୫।୪: ଜମ୍ମୁ-କଶ୍ମୀର ବାରମୁଳାରେ ଆତଙ୍କବାଦୀମାନେ ପୁଣି ଥରେ ସରପଞ୍ଚମାନଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଜଣେ ଭାଜପା ସମର୍ଥକ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ମୃତ ଜଣକ ହେଲେ ମଞ୍ଜୁର ଅହମ୍ମଦ ବାଙ୍ଗରୁ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ଚାଇନାରେ ବେକାବୁ କରୋନା

ବେଜିଂ,୧୫।୪: କରୋନା ମହାମାରୀର ଏନ୍ତୁଡ଼ିଶାଳ କୁହାଯାଉଥିବା ଚାଇନାରେ ଏବେ କୋଭିଡ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଚାଇନାର ଆର୍ଥିକ ରାଜ୍ୟ କୁହାଯାଉଥିବା ସାଂଘାଇରେ କରୋନା ବେକାବୁ ହେବାରେ ଲାଗିଛି। ଗୁରୁବାର ସାଂଘାଇରେ ୨୭ହଜାରରୁ ଊର୍ଦ୍ଧ୍ୱ ରେକର୍ଡ ସଂଖ୍ୟକ କରୋନା ମାମଲା ଚିହ୍ନଟ…

ଟସ୍‌ ଜିତିଲା ହାଇଦ୍ରାବାଦ, ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୧୫।୪: ଆଇପିଏଲ୍‌ ୨୦୨୨ର ୨୫ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଛି କୋଲକାତା ନାଇଟ୍‌ ରାଇଡର୍ସ। ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ ନିମନ୍ତ୍ରଣ ପାଇ କୋଲକାତା ୪.୨ ଓଭରରେ ୩୧ ରନ୍‌ରେ…

କେଜିଏଫ୍‌ ପ୍ରେମରେ କିଲି

ହାଇଦ୍ରାବାଦ: ରିଲିଜ ପରେ ପ୍ରଶଂସକଙ୍କ ହୃଦୟ ଜିତୁଛି ‘କେଜିଏଫ୍‌ ଚାପ୍ଟର ୨’। ଦର୍ଶକଙ୍କ କ୍ରେଜ୍‌ ଏତେ ଯେ ପ୍ରଥମ ଦିନରେ ହିଁ ବ୍ୟବସାୟରେ ରେକର୍ଡ କରିଛି ଫିଲ୍ମ। ଏସବୁ ମଧ୍ୟରେ କେଜିଏଫ୍‌ର ସଂଳାପ, ଗୀତ ସହ କିଛି ଡାଏଲଗ୍‌ର ରିଲ୍ସ ଏବେ…

ରିହାନାଙ୍କୁ ପ୍ରେମିକ ଦେଲେ ଧୋକା ! ବ୍ରେକ୍‌ଅପ୍‌ ନେଇ ବଢ଼ୁଛି ଚର୍ଚ୍ଚା…

ନୂଆଦିଲ୍ଲୀ: ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ହଲିଉଡ୍‌ର ଲୋକପ୍ରିୟ ଗାୟିକା ରିହାନା। କିଛି ଏଭଳି ଚର୍ଚ୍ଚା ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଗାୟିକାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ହେଁ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। ରିହାନା ପ୍ରେମିକ ରକିଙ୍କ ସହ ବ୍ରେକ୍‌ଅପ୍‌…

ଉଦାହରଣ ପାଲଟିଲେ ଭାରତୀ

ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ ରିଆଲିଟି ଶୋ’ ‘ହୁନରବାଜ’ର ସେଟ୍‌ ବାହାରେ ଦେଖିବାକୁ ମିଳିଛି। ପଚରାଯିବାରେ କଷ୍ଟ ବହୁତ ହେଉଛି।…

ବିଦ୍ୟାସାଗର ସୋନକର କିଏ? ଯାହାଙ୍କୁ ନେଇ ୟୁପି ରାଜନୀତିରେ ବଢ଼ୁଛି ଚର୍ଚ୍ଚା…

ଲକ୍ଷ୍ନୌ,୧୫।୪: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଏବଂ ବିଧାନ ପରିଷଦ ନିର୍ବାଚନରେ ଐତିହାସକ ବିଜୟ ହାସଲ କରିଛି ଭାଜପା। ଏବେ ଦଳର ନଜର ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ଉପରେ। ସ୍ବତନ୍ତ୍ରଦେବ ସିଂହ ମନ୍ତ୍ରୀ ହୋଇଯିବା ପରେ ଭାଜପା ବର୍ତ୍ତମାନ…

ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୧୫।୪: ଏୟାର ଇଣ୍ଡିଆର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। କରୋନା ସଙ୍କଟ ସମୟରେ କର୍ମଚାରୀଙ୍କ ବେତନରେ ଦିଆଯାଇଥିବା ରିହାତିକୁ ଆଂଶିକ ଭାବେ ପ୍ରତ୍ୟାହାର କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଦରମାକୁ ଆଂଶିକ ରୂପେ ପୁନଃସ୍ଥାପିତ କରିବାର ଏହି…

ପ୍ରଥମ ଥର ଲାଗି ମୁହଁ ଖୋଲିଲେ

ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି ନିରବ ରହିଆସୁଥିଲେ। ହେଲେ ଏବେ ସେ ମା’ ହେବା ପରର ଅନୁଭୂତିକୁ ସମସ୍ତଙ୍କ ସହ…

୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା ପରମ୍ପରାଗତ ଧାରଣାକୁ ଭଙ୍ଗ କରିଥିଲେ। ନିଜ କାର୍ଯ୍ୟକୁ ଭାରତୀ ବହୁ ଭଲ ପାଆନ୍ତି। ଆଉ…

ହାର୍ଦ୍ଦିକଙ୍କୁ ଖୋଲା ନିମନ୍ତ୍ରଣ: ସମୟ ନଷ୍ଟ ନ କରି ‘ଆପ୍‌’ରେ ଯୋଗ ଦିଅନ୍ତୁ

ଗାନ୍ଧିନଗର,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ। ମିଶନ୍‌ ପଞ୍ଜାବ ପରେ ଏବେ ଏହି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ସଂକ୍ରିୟ ଅଂଶଗ୍ରହଣ କରିବାକୁ ଯାଉଛି। ତେଣୁ ଆପ୍‌ ଲାଗି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri