ଇମ୍ରାନ୍ଙ୍କ ଦଳରେ ବିଦ୍ରୋହ: ପିଓକେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
ଇସ୍ଲାମାବାଦ,୧୬।୪: ଇମ୍ରାନ୍ ଖାନ୍ଙ୍କ ପ୍ରଧାନମନ୍ତ୍ରୀ ପଦ ଯିବା ପରେ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ)କୁ ଆଉ ଏକ ଝଟ୍କା ଲାଗିଛି। ପାକ୍-ଅଧିକୃତ କଶ୍ମୀର (ପିଓକେ) ପ୍ରଧାନମନ୍ତ୍ରୀ ସର୍ଦ୍ଦାର ଅବ୍ଦୁଲ କାୟୁମ୍ ନାଇଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। କାୟୁମ୍ଙ୍କ ବିରୋଧରେ ପିଟିଆଇରେ ବିଦ୍ରୋହ…
ଦକ୍ଷିଣ ଆଫ୍ରିକାରେ ବନ୍ୟା: ୩୯୫ ମୃତ
ଡର୍ବାନ୍,୧୬।୪: ଦକ୍ଷିଣ ଆଫ୍ରିକାରେ ଏକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଳୟଙ୍କରୀ ବନ୍ୟା ଆଣିଛି। ଲକ୍ଷ ଲକ୍ଷ ଲୋକଙ୍କ ଘରଦ୍ୱାର ଭାସିଯାଇଛି। ବନ୍ୟା ବିତ୍ପାତରେ ୩୯୫ ଜଣଙ୍କ ମୃତ୍ୟୁ ଘଟିଥିବବେଳେ ୫ ଦିନ ପରେ ବି ଅନେକଙ୍କ ପତ୍ତା ମିଳୁନାହିଁ। ବନ୍ୟା…
ବଢ଼ୁଛି କୋଭିଡ୍ ସଂକ୍ରମଣ
ନୂଆଦିଲ୍ଲୀ,୧୬।୪(ପି.ଟି.): ଭାରତର କେତେକ ସହରରେ କୋଭିଡ୍ ସଂକ୍ରମଣ ପୁଣିଥରେ ବଢ଼ିବା ଆରମ୍ଭ କରିଛି। ୯୪୯ ନୂଆ ମାମଲା ସହ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୧,୧୯୧କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣାପଡ଼ିଛି। ଦିଲ୍ଲୀରେ ଦୈନିକ ସଂକ୍ରମଣ ଓ ପଜିଟିଭିଟି…
କେଶରୀ ମଲ୍ରେ ଅଗ୍ନିକାଣ୍ଡ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା କେଶରୀ ମଲ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡି ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ…
ସନ୍ରାଇଜର୍ସର ହ୍ୟାଟ୍ରିକ ବିଜୟ
ମୁମ୍ବାଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ସନ୍ରାଇଜର୍ସ…
ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ ବିରୋଧରେ ଏତଲା
ପୁରୀ ଅଫିସ,୧୫ା୪ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା…
ଦିଲ୍ଲୀ ମଡେଲର କପି: ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇବେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ
ଶିମଲା,୧୫।୪: ଚଳିତ ବର୍ଷ ଶେଷ ଆଡ଼କୁ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ହେବା। ଏଥିପାଇଁ ଏବେଠାରୁ ରାଜନୀତି ସରଗରମ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ଘୋଷଣାମାନ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜୟରାମ…
ଚାଇନାକୁ କଡ଼ା ବାର୍ତ୍ତା ଦେଲେ ରାଜନାଥ
ଓ୍ବାଶିଂଟନ,୧୫।୪: ଭାରତର କେହି କ୍ଷତି କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚାଇନାକୁ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି ଏବଂ…
ବଢ଼ୁଛି ତାତି: ୪୦ ଡିଗ୍ରୀ ଉପରେ ୧୬ ସହର
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ତାତି ବଢ଼ୁଛି। ଶୁକ୍ରବାର ୧୬ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ରହିଥିବା ବେଳେ ସେଥିରୁ ୩ଟି ଜିଲାରେ ପାରଦ ୪୩ ଡିଗ୍ରୀ ଉପରେ ରହିଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।…
ରାଜ୍ୟର ୪ ଜିଲାରେ ଭୂମିକମ୍ପ ଝଟ୍କା, ଭୟରେ ଘରୁ ବାହାରି ଆସିଲେ ଲୋକେ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟର ୪ ଜିଲାରେ ଶୁକ୍ରବାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟା ୧୯ରେ କିଛି ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ା ଏ ନେଇ ଭୁବନେଶ୍ୱର ଆଞ୍ଚଳିକ…
ଇସ୍ତଫା ଦେଲେ କର୍ନାଟକ ମନ୍ତ୍ରୀ ଇଶ୍ୱରପ୍ପା
ବେଙ୍ଗାଲୁରୁ,୧୫।୪: କର୍ନାଟକରେ ଠିକାଦାର ସନ୍ତୋଷ ପାଟିଲଙ୍କ ଆତ୍ମହତ୍ୟା କୁ ନେଇ ବିବାଦରେ ଫସିଥିବା ଭାଜପା ନେତା ତଥା ଗ୍ରାମୀଣ ବିକାଶ ଓ ରାଜ୍ୟମନ୍ତ୍ରୀ କେଏସ୍ ଇଶ୍ୱରପ୍ପା କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ମୁଖ୍ୟ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଭେଟି ଇଶ୍ୱରପ୍ପା ନିଜର ଇସ୍ତଫା…
ହାଇଦ୍ରାବାଦକୁ ୧୭୬ ରନ୍ର ବିଜୟ ଲକ୍ଷ୍ୟ
ମୁମ୍ବାଇ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳ ଜାରି ରହିଛି। ପ୍ରଥମେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭର…
Archives


