ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୯।୫: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି। ଏହି ବୈଠକରେ ଦୁଇ ନେତା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲେ। ପଞ୍ଜାବରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବୁଧବାର କେନ୍ଦ୍ର ଆମକୁ ୧୦ଟି ପାରାମିଲିଟାରୀ ଫୋର୍ସ…
‘କଂଗ୍ରେସ ଏବେ ଭାଇ-ଭଉଣୀ ଦଳ ହୋଇ ରହିଯାଇଛି’
ମୁମ୍ବାଇ,୧୯।୫: ଭାରତୀୟ ଜନତା ପାର୍ଟିର ସଭାପତି ଜେପି ନଡା ଗୁରୁବାର କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି। ଗଣତାନ୍ତ୍ରିକ ଶାସନରେ ବଂଶବାଦୀ ରାଜନୈତିକ ଦଳ ବିପଦ ଉପରେ ଆୟୋଜିତ ଏକ ଜାତୀୟ ସେମିନାରକୁ ସମ୍ବୋଧିତ କରି ସେ କହିଥିଲେ, କଂଗ୍ରେସ ଏବେ ଏକ…
ସୁନିତାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅନିଲ କପୁର
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅନିଲ କପୁର କେବଳ ଜଣେ ଫିଟ୍ ଅଭିନେତା ନୁହନ୍ତି, ଜଣେ ଭଲ ପିତା ଏବଂ ସ୍ବାମୀ ମଧ୍ୟ। ଆଜି ଅର୍ଥାତ୍ ୧୯୮୪ ମେ’ ୧୯ରେ ଅନିଲ କପୁର ସୁନିତାଙ୍କୁ ବିବାହ କରିଥିଲେ। ଆଜି ଏହି ସୁପରହିଟ୍ ଦମ୍ପତି…
ଡୋର୍ ଟୁ ଡୋର୍ ରାଶନ ବିତରଣ ଯୋଜନା ରଦ୍ଦ କଲେ ହାଇକୋର୍ଟ
ନୂଆଦିଲ୍ଲୀ,୧୯।୫: ଦିଲ୍ଲୀ ହାଇକୋର୍ଟରୁ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଦିଲ୍ଲୀ ସରକାରଙ୍କ ଡୋର୍ ଟୁ ଡୋର୍ ରାଶନ ବିତରଣ ଯୋଜନାକୁ କୋର୍ଟ ରଦ୍ଦ କରିଛନ୍ତି। କାର୍ଯ୍ୟକାରୀ ପ୍ରଧାନ ବିଚାରପତି ବିପିନ ସାଂଘି ଏବଂ ଜଷ୍ଟିସ ଜସ୍ମିନ ସିଂ…
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସିଦ୍ଧୁଙ୍କ ପ୍ରଥମ ପ୍ରତିକ୍ରିୟା
ନୂଆଦିଲ୍ଲୀ,୧୯।୫: ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଲାବେଳେ ସିଦ୍ଧୁ ଏକ ହାତୀ ଉପରେ…
ସ୍କୁଲରେ ଫୁଟିଲା ଗୁଳି, ଜଣେ ଛାତ୍ରୀ ଆହତ
ବର୍ଲିନ,୧୯ା୫: ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିଛି। ଉତ୍ତର ଜର୍ମାନୀର ଏକ ସ୍କୁଲରେ ଗୁଳି ଫୁଟିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଏଥିସହ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ସେମାନଙ୍କ ହେପାଜତକୁ ନେଇଛି। ଆହତ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଅଭିଯୁକ୍ତମାନେ…
ସୋନୁଙ୍କୁ ସହାୟତାର ହାତ ବଢାଇଲେ ସୋନୁ
ଆଜିକାଲି ସୋସିଆଲ ମିଡିଆରେ ବିହାରର ସୋନୁ କୁମାର ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨ ବର୍ଷର ବାଳକ ସୋନୁ ନିକଟରେ ବିବାହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ପାଠପଢା ପାଇଁ ସହାୟତା ମାଗି ଚର୍ଚ୍ଚାକୁ ଆସିଥିଲେ। ଏହାର ଭିଡିଓ…
ଜାଣନ୍ତି ବବଲ୍ ର଼୍ୟାପ୍ ଦେଖିବା କ୍ଷଣି କାହିଁକି ଫୁଟାଇବାକୁ ମନ ଚାହେଁ
ଯେତେବେଳେ ଆମେ କିଛି ଜିନିଷ କିଣୁ ଏହା ଅତ୍ୟନ୍ତ ସୂକ୍ଷ୍ମ ଏବଂ ବହୁତ ଭଲ ଭାବରେ ପ୍ୟାକ୍ ହୋଇଥାଏ। ଗ୍ଲାସ ବ୍ୟତୀତ ଚାଇନା ମାଟିର ବାସନ ହେଉ କିମ୍ବା ଅନ୍ୟ କୌଣସି ସୂକ୍ଷ୍ମ ସାମଗ୍ରୀ ହେଉ ଏହି ଜିନିଷଗୁଡ଼ିକ ପ୍ରାୟତଃ ବବଲ୍…
୨ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ, ଦିନକର ଦରମା ବନ୍ଦ
ଛତ୍ରପୁର,୧୯।୫(ଡି.ଏନ.ଏ.)-ସ୍କୁଲରେ ଅନୁପସ୍ଥିତ ରହିବା ନେଇ ଗଞ୍ଜାମ ଜିଲାର ୨ ଜଣ ସହକାରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି । ଉକ୍ତ ୨ ଶିକ୍ଷକଙ୍କୁ ଭଞ୍ଜନଗର ବ୍ଲକ ଶିକ୍ଷା ଅଧିକାରୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସେମାନେ ହେଲେ ଭଞ୍ଜନଗର ବ୍ଳକ…
ସିଦ୍ଧୁଙ୍କୁ ବର୍ଷେ ଜେଲ୍
ନୂଆଦିଲ୍ଲୀ,୧୯।୫:ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିଭ୍ୟୁ ପିଟିଶନ୍ର ଶୁଣାଣି ବେଳେ ଦେଶର…
ଆଫଗାନିସ୍ତାନରେ ବିସ୍ଫୋରଣ: ୩ ଆହତ
କାବୁଲ୍,୧୯ା୫: ଉତ୍ତର ଆଫଗାନିସ୍ତାନର ମଜାର-ଇ-ସରିଫ୍ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ତିନି ଜଣ ଆହତ ହୋଇଥିବା ଜଣାଯାଇଛି। ଜାତୀୟ ସେନାର ସାଧାରଣ ନାଗରିକ ଥିବା ଆହତମାନଙ୍କୁ ସାମରିକ ଡାକ୍ତରଖାନାକୁ ନିଆଯାଇଛି। ଏହି ଆକ୍ରମଣ ପାଇଁ କେହି ଦାୟୀ…
ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍ପିଙ୍କୁ ଭାଜପାର ଦାବିପତ୍ର
କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ସମେତ ପୌରଧ୍ୟକ୍ଷା…

