୮୫ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ୧୭୩୦ ଯୁଦ୍ଧବନ୍ଦୀ, ଷ୍ଟିଲ ପ୍ଲାଣ୍ଟରେ ଏବେବି ଫସି ରହିଛନ୍ତି ଅନେକ

କ୍ୱିଭ,୨୦ ।୫: ମାରିଉପୋଲକୁ କବଜା କରିବା ପରେ ରୁଷିଆ ୟୁକ୍ରେନରେ ନୂଆ ପିଢିର ଶକ୍ତିଶାଳୀ ଲେଜର ଅସ୍ତ୍ରଶସ୍ତ୍ର ଗଚ୍ଛିତ କରିଛି । ଏହାର ସହାୟତାରେ ପଶ୍ଚିମରୁ ୟୁକ୍ରେନକୁ ସପ୍ଲାଇ କରାଯାଉଥିବା ଡ୍ରୋନକୁ ନଷ୍ଟ କରିହେବ । ଅନ୍ୟପଟେ ମସ୍କୋ ଯୁଦ୍ଧର ୮୫ ଦିନରେ କହିଛି ଗତ ୨୪ ଘଣ୍ଟା ମଧ୍ୟରେ ଅଜୋରବସ୍ତଲ ଷ୍ଟିଲ ପ୍ଲାଣ୍ଟରେ ୧୭୭ ୟୁକ୍ରେନ ସେନାଙ୍କ ସହ ଏବେ ପର୍ଯ୍ୟନ୍ତ ୧୭୩୦ ସେନା ଆତ୍ମସମର୍ପଣ କରି ସାରିଲେଣି । ଏବେସୁଦ୍ଧା ପ୍ଲାଣ୍ଟ ଭିତରେ କେତେ ସେନା ରହିଛନ୍ତି ତା’ର କୌଣସି ସଠିକ ସୂଚନା ନାହିଁ ।
ସୂଚନାଯୋଗ୍ୟ, ଏବେ ରୁଷିଆ ଯେଉଁ ନୂଆ ପିଢିର ଶକ୍ତିଶାଳୀ ଲେଜର ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଯାଉଛି ତା’କୁ ପରିହାସ କରିଛନ୍ତି ୟୁକ୍ରେନର ରାଷ୍ଟପତି ଭୋଲୋଡେମିର ଜେଲନ୍‌ସ୍କି । ସେ କହିଛନ୍ତି, ଏହି ଅସ୍ତ୍ରର ବ୍ୟବହାର ନାଜି ଜର୍ମାନୀ ବିଶ୍ୱ ଯୁଦ୍ଧରେ ହାରିବାରୁ ବଞ୍ଚିବା ଲାଗି ବ୍ୟବହାର କରିଥିଲା । ହେଲେ ରୁଷିଆ ଏହାକୁ ଖୁବ୍ ଶକ୍ତିଶାଳୀ ଅସ୍ତ୍ର ବୋଲି କହୁଛି, ଯାହାର ସ୍ୱାଗତ ରୁଷିଆ ୨୦୧୮ରେ କରିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍ସିନ୍‌ ନ ନେଲେ ସିମ୍‌ କାର୍ଡ ହେବ ବନ୍ଦ, ସରକାରୀ କର୍ମଚାରୀଙ୍କୁ ମିଳିବନି ଦରମା…

ଇସଲାମାବାଦ୍‌,୨୪।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପୃଥିବୀର ବିଭିନ୍ନ ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ଜାରି ରହିଛି। ତେବେ କେତେକ ଲୋକ ଭାକ୍ସିନ୍‌...

ପର୍ନ ଭିଡିଓ ଲାଇକ୍‌ କରି ଫସିଲେ ଚାଇନା ରାଷ୍ଟ୍ରଦୂତ

ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରୁ...

ଭାରତ ପାଇଁ ବଡ ପଦକ୍ଷେପ ନେଲା ଆମେରିକା

ଓ୍ବାଶିଂଟନ୍‌,୧୫।୭: ଛୋଟ ଏବଂ ଦୁର୍ବଳ ପଡୋଶୀ ଦେଶ ଉପରେ ଚାଇନା କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ହାସଲ କରୁଛି। ତେବେ ଚାଇନାର ବିସ୍ତାରବାଦୀ ନୀତି ଭାରତ...

ଦକ୍ଷିଣ କୋରିଆରେ ଚିହ୍ନଟ ହେଲା ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ୧୦ ଦିନରେ ନେଇପାରେ ଜୀବନ

ସିଓଲ,୩୦ ।୧୨: ଦକ୍ଷିଣ କୋରିଆରେ ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ପହଞ୍ଚିଯାଇଛି । ଏଥିରେ ଆକ୍ରାନ୍ତ ହୋଇ ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା...

ବ୍ରିଟେନ ଲେବର ପାର୍ଟିରୁ ମେଘନାଦ ଦେଶାଇଙ୍କ ଇସ୍ତଫା

ଲଣ୍ଡନ, ୨୨।୧୧: ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ତଥା ଲେଖକ ଲର୍ଡ ମେଘନାଦ ଦେଶାଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।...

ଯୁଦ୍ଧବିରତି କରିବାକୁ ମନା କଲା ରୁଷିଆ

ଇସ୍ତାନବୁଲ, ୧୦ା୩: ଯୁଦ୍ଧବିରତି ପାଇଁ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଗୁରୁବାର ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ...

ଶ୍ରୀଲଙ୍କାରେ ପୁଣି ଜରୁରୀକାଳୀନ ପରିସ୍ଥିତି ଜାରି

କଲମ୍ବୋ,୧୩।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ସେ ଦେଶ ଛାଡି ପଳାଇବା ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି। କାର୍ଯ୍ୟକାରୀ ରାଷ୍ଟ୍ରପତି...

କାନ୍ଦାହାରକୁ କବ୍‌ଜା କଲା ତାଲିବାନ

କାବୁଲ,୧୩।୮: ତାଲିବାନ ଆଫଗାନିସ୍ତାନର ପ୍ରମୁଖ ସହରଗୁଡ଼ିକୁ ଅକ୍ତିଆର କରବାରେ ଲାଗିଛି। ଏବେ ତାଲିବାନମାନେ କାନ୍ଦାହାରକୁ ମଧ୍ୟ ନିଜ କବ୍‌ଜାକୁ ନେଇଯାଇଛନ୍ତି। ଏହା ବ୍ୟତୀତ ତାଲିବାନ ମଧ୍ୟ...

Advertisement
Archives

Model This Week