Home

ମଣିପୁର ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ: ୧୭୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ଇମ୍ଫାଲ,୨୮ ।୨: ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମାବାର ସକାଳୁ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ମୋଟ ୬୦ ବିଧାନସଭା ଆସନ ମଧ୍ୟରୁ ୩୮ ଆସନ ଲାଗି ଭୋଟ ଗ୍ରହଣ କରାଯାଉଛି । ଏଥିମଧ୍ୟରୁ ୨୯ଟି…

୬ଷ୍ଠ ଥର ପଦ ହାତେଇଲେ କୁଞ୍ଜଲତା

ନିମାପଡା,୨୮।୨ (ଡି.ଏନ୍‌.ଏ.): ନିମାପଡା ବ୍ଲକ ଅନ୍ତର୍ଗତ ୧୮ନଂ. ଜୋନ ଭାଜପା ଜିଲା ପରିଷଦ ପ୍ରାର୍ଥୀ ସ୍ବପ୍ନ କୁମାର ମିଶ୍ରଙ୍କୁ ପରାସ୍ତ କରି ବିଜେଡି ଜିଲା ପରିଷଦ ପ୍ରାର୍ଥୀ କୁଞ୍ଜଲତା ସାମଲ ବିଜୟୀ ହୋଇଛନ୍ତି। କୁଞ୍ଜଲତା ୫ ଥର ବିଭିନ୍ନ ଜୋନ୍‌ରୁ ନିର୍ବାଚିତ…

ଛାତିରେ ଆଙ୍କିଦେଲେ ଭୁଲ୍‌ ଟାଟୁ, ଯୁବତୀ କାନ୍ଦି କାନ୍ଦି କହିଲେ ଏମିତି

ଦୁନିଆର ଯେକୌଣସି ବ୍ୟକ୍ତି ଅନେକ ଚିନ୍ତା ପରେ ଟାଟୁ ଆଙ୍କିବାକୁ ନିଷ୍ପତ୍ତି ନେଇଥାନ୍ତି। ମାତ୍ର ଏହି ଟାଟୁ ଯଦି ଭୁଲ୍‌ ହୋଇଯାଏ ତେବେ ଜୀବନ ସାରା ପସ୍ତାଇବାକୁ ପଡ଼ିବ। ତେଣୁ ଟାଟୁ ଆଙ୍କିବା ସମୟରେ ଯଥେଷ୍ଟ ଯତ୍ନବାନ ହେବା ଉଚିତ୍‌। ଏହାର…

ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ

ଡେଲାଙ୍ଗ/ବ୍ରହ୍ମଗିରି/ସାକ୍ଷୀଗୋପାଳ/ ନିମାପଡ଼ା/ କାକଟପୁର/କଣାସ ୨୮ା୨(ଡି.ଏନ୍‌.ଏ./ସ୍ବ.ପ୍ର.): ଡେଲାଙ୍ଗ ବ୍ଲକ ୧୫ନଂ.ଜିଲାପରିଷଦ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଫଳାଫଳ ପ୍ରକାଶ ପାଇଛି। ଗଡ଼ମୋଟରି ପଞ୍ଚାୟତର ସରପଞ୍ଚ ଭାବେ ମାର୍କଣ୍ଡ ମଙ୍ଗରାଜ ଓ ସମିତିସଭ୍ୟ ଲଲାଟ କେଶରୀ ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ସେହିପରି ଚାଇଁପୁର ପଞ୍ଚାୟତରେ…

ଜିଲା ପରିଷଦ ଆସନ: ସବୁ ପୋଛିନେଲା ବିଜେଡି

ପୁରୀ ଅଫିସ,୨୮।୨: ପୁରୀ ଜିଲାର ୧୧ଟି ଯାକ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ଅସ୍ତରଙ୍ଗ ବ୍ଲକର ୧ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସରସ୍ବତୀ ସ୍ବାଇଁ ଜିତିଛନ୍ତି। ସରସ୍ବତୀଙ୍କୁ ୧୭,୩୪୮ ଭୋଟ…

ବିଜ୍ଞାନ ହିଁ ବିକାଶର ପାହାଚ

ବିଜ୍ଞାନ ଦ୍ୱାରା ଯେ କୌଣସି ଦେଶ ଅବା ସମଗ୍ର ପୃଥିବୀର ବିକାଶ ସମ୍ଭବ ହୋଇ ପାରିଥାଏ। ବିଜ୍ଞାନକୁ ବିକାଶର ପାହାଚ କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଜ୍ଞାନ ଦ୍ୱାରା କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିରକ୍ଷା, ସ୍ବାସ୍ଥ୍ୟ ସେବା, ମହାକାଶ ବିକାଶ,…

ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ପ୍ରତି ଅବହେଳା

ପୁରୀ ଅଫିସ,୨୮ା୨: ପୁରୀ ସହରରେ ରବିବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଆପଣଙ୍କ ସେବାରେ ଅନୁଷ୍ଠାନ ପକ୍ଷରୁ ସମୁଦ୍ରକୂଳ ନିକଟ ହରିହର ଛକସ୍ଥିତ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନୁଷ୍ଠାନର ରାଜ୍ୟ ଉପସଭାପତିି ବିଜୟକୃଷ୍ଣ…

ମାର୍କେଟ ବିଲ୍ଡିଂରେ ଉଠାଦୋକାନୀଙ୍କୁ ନେଇ ଅସନ୍ତୋଷ

ଭୁବନେଶ୍ୱର,୨୮।୨ (ବ୍ୟୁରୋ): ଉଠା ଦୋକାନୀ ଓ ମାର୍କେଟ ବିଲ୍ଡିଂ ଦୋକାନୀଙ୍କ ମଧ୍ୟରେ ପୁଣି ଥରେ କନ୍ଦଳ ଆରମ୍ଭ ହୋଇ ଯାଇଛି। ଉଠାଦୋକାନୀଙ୍କ ପ୍ରାଦୁର୍ଭାବରେ ବ୍ୟତିବ୍ୟସ୍ତ ହୋଇ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏସନ ପକ୍ଷରୁ ଦାବି…

ଆଣବିକ ଅସ୍ତ୍ର ପ୍ରସ୍ତୁତ

ମସ୍କୋ,୨୮ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୋଟିଏପଟେ ୟୁକ୍ରେନ୍‌ ସହ ଆଲୋଚନା ପାଇଁ ଆଗ୍ରହ ଦେଖାଉଥିବାବେଳେ ଅନ୍ୟପକ୍ଷେ ଯୁଦ୍ଧକୁ ଆଉ ପାଦେ ଆଗେଇବା ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ସେ ନିଜ ଆଣବିକ ଅସ୍ତ୍ର ଭଣ୍ଡାରଗୁଡ଼ିକୁ ହାଇଆଲର୍ଟରେ ରଖିବା ପାଇଁ…

ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ

ନୂଆଦିଲ୍ଲୀ,୨୮ ।୨: ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣରେ ଏବେ ଶହ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଏହି ଆକ୍ରମଣ ଭୟଙ୍କର ପରିସ୍ଥିତିରେ ପହଞ୍ଚି ସାରିଲାଣି । ୟୁକ୍ରେନ ରାସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା…

ପଶ୍ଚିମବଙ୍ଗ ପୌର ନିର୍ବାଚନ ବେଳେ ହିଂସା

କୋଲକାତା,୨୮।୨ : ପଶ୍ଚିମବଙ୍ଗର ୧୦୮ ପୌର ସଂସ୍ଥା ପାଇଁ ରବିବାର ସକାଳେ ଆରମ୍ଭ ହୋଇଥିବାବେଳେ କେତେକ ସ୍ଥାନରେ ହିଂସାକାଣ୍ଡ ଘଟିବା ସହ ବୁଥ୍‌ ଜବରଦଖଲ ଓ ଜାଲ୍‌ ଭୋଟିଂ ଅଭିଯୋଗ ହୋଇଛି। ଫଳରେ ବିଭିନ୍ନ ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଛି। ଜାଙ୍ଗିପୁରରେ…

ଚାଇନା କୋଇଲା ଖଣିରେ ଫସିଛନ୍ତି ୧୪ ଶ୍ରମିକ

ବେଜିଂ,୨୮।୨: ଦକ୍ଷିଣପଶ୍ଚିମ ଚାଇନାରେ ଥିବା ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୧୪ ଜଣ ଶ୍ରମିକ ଫସିରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଖବର ଅନୁଯାୟୀ ଶୁକ୍ରବାର ସକାଳେ ଗୁଇଝୋଉ ପ୍ରଦେଶର ସାନେ ଶୁନଜୁନ୍‌ କୋଇଲା ଖଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri