ଘର ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି
କଲମ୍ବୋ,୯।୮: ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ପ୍ରଦର୍ଶନକାରୀ ଶନିବାର କଲମ୍ବୋ ସ୍ଥିତ ରାଷ୍ଟ୍ରପତିଙ୍କ ବାସଭବନକୁ ଘେରାଓ କରିଛନ୍ତି। ଏହାପରେ ରାଷ୍ଟ୍ରପତି ରାଜପାକ୍ସେ ରାଜଭବନରୁ ବାହାରି ଘର ଛାଡ଼ି ପଳାଇଛନ୍ତି। ଶନିବାର ସେନାପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାପୂର୍ବରୁ ମେ’୧୧ରେ…
ମୁଖ୍ୟମନ୍ତ୍ରୀ ଆସନ ପରେ ଏବେ ଦଳ ହରାଇବା ଭୟ ଘାରିଲାଣି ଉଦ୍ଧବଙ୍କୁ
ମୁମ୍ବାଇ,୯ ।୭: ମହାରାଷ୍ଟ୍ରରେ ଶିବସେନା ସହ ମନୋମାଳିନ୍ୟ ହୋଇ ଏକନାଥ ଶିନ୍ଦେ ସରକାର ଗଠନ ତ କରିନେଲେ । ହେଲେ ଏବେ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଗଲା ଭଳି…
ପୁଣିଥରେ ଜମ୍ମୁ-କଶ୍ମୀରରେ ବାଦଲ ଫଟା ବର୍ଷା, କାଦୁଅ ପାଣିରେ ବୋହିଗଲା ଅନେକ ଗାଡି
ନୂଆଦିଲ୍ଲୀ,୯ ।୭: ଜମ୍ମୁ-କଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ସନନ୍ଧ୍ୟାରେ ହୋଇଥିବା ବାଦଲ ଫଟା ବର୍ଷାରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୪୦ ଜଣ ନିଖୋଜ ଥିବା କୁହାଯାଉଛି । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା…
ଲାଲ କିଲା, ରାଷ୍ଟ୍ରପତି ଭବନ, ସଂସଦ ଭବନରେ ଜାତୀୟ ପତାକା ହେଲା ଅର୍ଦ୍ଧନମିତ
ନୂଆଦିଲ୍ଲୀ,୯ ।୭: ଜାପାନର ପୂର୍ବତନ ରାଷ୍ଟ୍ରପତି ଶିଞ୍ଜୋ ଆବେଙ୍କ ପରଲୋକକୁ ନେଇ ଭାରତରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ତେଣୁ ଶନିବାର ସକାଳୁ ଲାଲ କିଲା, ରାଷ୍ଟ୍ରପତି ଭବନ ଓ ସଂସଦ ଭବନରେ ଜାତୀୟ ପତାକାକୁ ଅର୍ଦ୍ଧ…
ରୋହିତଙ୍କ ବିରୋଧରେ ହେବନି କଡ଼ା କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ,୯।୭: ଘରୋଇ ଟିଭି ଚ୍ୟାନେଲ ଆଙ୍କର ରୋହିତ ରଞ୍ଜନଙ୍କ ବିରୋଧରେ କୌଣସି ରାଜ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନ ନେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଜଷ୍ଟିସ୍ ଇନ୍ଦ୍ରାଣୀ ବାନାର୍ଜୀ, ଜେ.କେ ମାହେଶ୍ୱରୀଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।…
ଶିନ୍ଦେଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ, ୯।୭(ପି.ଟି.): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ତାଙ୍କୁ ଭାଜପା ଏବଂ ଶିବସେନା ଓ ଅନ୍ୟ କେତେଜଣ ବିଧାୟକଙ୍କୁ ମିଶାଇ ୧୬୪ଜଣଙ୍କ ସମର୍ଥନ ମିଳିଛି। ତେବେ ତାଙ୍କ ମୁଖ୍ୟମନ୍ତ୍ରିତ୍ୱକୁ ଚ୍ୟାଲେଞ୍ଜ କରି ଶିବସେନା ମୁଖ୍ୟ ଉଦ୍ଧବ…
ଆକାର ପଟେଲଙ୍କୁ ଇଡିର ୧୦ କୋଟି ଜରିମାନା
ନୂଆଦିଲ୍ଲୀ,୯।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମନି ଲଣ୍ଡିରିଂ ମାମଲାରେ ଶୁକ୍ରବାର ଆମ୍ନେଷ୍ଟି ଇଣ୍ଡିଆ ଇଣ୍ଟରନ୍ୟାଶନାଲ ପ୍ରାଇଭେଟ ଲିଃ (ଏଆଇଆଇପିଏଲ୍) କୁ ୫୧.୭୨ କୋଟି ଏବଂ ଏହାର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆକାର ପଟେଲଙ୍କୁ ୧୦ କୋଟି ଟଙ୍କା…
ଚୌବିିନଙ୍କୁ ୨୧ ବର୍ଷ ଜେଲ୍
ଓ୍ବାଶିଂଟନ,୯।୭: ଜର୍ଜ ଫ୍ଲଏଡଙ୍କ ହତ୍ୟା ଅଭିଯୋଗରେ ଆମେରିକା ସଂଘୀୟ ଅଦାଲତ ପୂର୍ବତନ ମିନିଆପଲିସି ପୋଲିସ ଅଫିସର ଡେରେକ ଚୌବିନଙ୍କୁ ଶୁକ୍ରବାର ୨୧ ବର୍ଷ ଜେଲ୍ ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। ଫ୍ଲଏଡ୍ଙ୍କ ନାଗରିକତ୍ୱ ଅଧିକାର ଉଲଂଘନ ହୋଇଥିବା ସଂଘୀୟ ବିଚାରପତି କହିଛନ୍ତି। ୨୦୨୦…
ଆତଙ୍କବାଦୀ ନିହତ, ଯବାନ ଶହୀଦ
ଶ୍ରୀନଗର,୯।୭: ଜମ୍ମୁ-କଶ୍ମୀର କୁପଓ୍ବାରା ଜିଲାର ନିୟନ୍ତ୍ରଣ ରେଖା (ଏଲ୍ଓସି) ନିକଟରେ ଅନୁପ୍ରବେଶବେଳେ ସେନା ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଘଟଣାରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଜଣେ ସେନା ଯବାନ ଶହିଦ ହୋଇଛନ୍ତି। କେତେଜଣ ଆତଙ୍କବାଦୀ କଶ୍ମୀର ଜିଲା ଗୁରାନ…
ଆବେଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ହତ୍ୟାକାରୀ
ଟୋକିଓ,୯।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ନାରା ସହରରେ ଗୁଳି କରି ହତ୍ୟା କରିଥିବା ନୌସେନାର ପୂର୍ବତନ ସଦସ୍ୟ ୟାମାଗାମି ତେତ୍ସୁୟା ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଏଥିପାଇଁ ସେ ତାଙ୍କୁ ହତ୍ୟା କରିଥିବା ଜାପାନ ପୋଲିସ ଜାଣିବାକୁ ପାଇଛି।
ଜାପାନ ମର୍ମାହତ, ବିଶ୍ୱ ସ୍ତବ୍ଧ
ଟୋକିଓ,୯।୭: ବିଶ୍ୱର ସର୍ବାଧିକ ସୁରକ୍ଷିତ ଦେଶ ଜାପାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଜାପାନବାସୀ ନିଜ ପ୍ରିୟ ନେତାଙ୍କୁ ହରାଇ ମର୍ମାହତ ହୋଇଯାଇଛନ୍ତି। ଏହାକୁ ବିଶ୍ୱ ସମୁଦାୟ କଡ଼ା ନିନ୍ଦା କରିଛି। ହତ୍ୟା ବେଳର ଦୃଶ୍ୟ…
ଦ୍ରୌପଦୀଙ୍କ ଭୋଟ ନିବେଦନ
ଭୁବନେଶ୍ୱର,୯।୭(ବ୍ୟୁରୋ): ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନିଜ ସପକ୍ଷରେ ଭୋଟ ମାଗିବା ପାଇଁ ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ଏମ୍ପି ଓ ବିଧାୟକମାନଙ୍କୁ ଭେଟି ଆଲୋଚନା କରିଛନ୍ତି। ବିଧାନସଭା ସମ୍ମିଳନୀ…
Archives


