Home

ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଓଏଫ୍‌ଏସ୍‌ ସ୍ତରରେ ଅଦଳବଦଳ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବ ବରିଷ୍ଠ ଓଏଫ୍‌ଏସ୍‌ ଅଧିକାରୀ ଲାବଣ୍ୟ ଶବର ଏବେ ବିଏମ୍‌ସିର ଚିଫ ଫାଇନାନ୍ସ ଅଫିସର (ସିଏଫ୍‌ଓ) ଭାବେ କାଯର୍ର୍‌ୟ କରିବେ । ରାଜ୍ୟ…

୧୦୮ବର୍ଷ ପରେ ତୁଟିଲା ବିହାର ଜମି ବିବାଦ

ପାଟନା,୨୧।୫: ଜମି ସଂକ୍ରାନ୍ତ ଏକ ମାମଲାର ସମାଧାନ ପାଇଁ ୧୦ କି ୨୦ ବର୍ଷ ନୁହେଁ ଲାଗିଯାଇଛି ୧୦୮ ବର୍ଷ। ପାଟନାର ଭୋଜପୁର ଜିଲାର ଏ ଘଟଣା। ଦରବାରି ସିଂ ନାଥୁନି ଖାନ୍‌ ନାମରେ ଜଣେ ବ୍ୟକ୍ତିଙ୍କଠାରୁ ଜମି କିଣିଥିଲେ ।…

ରୁଷିଆ-ୟୁକ୍ରେନ ଯୁଦ୍ଧ: ହୀରା ବ୍ୟବସାୟ ପ୍ରଭାବିତ

ଗାନ୍ଧୀନଗର,୨୧।୫: ସୁରାଟକୁ ଭାରତୀୟ ହୀରା ବ୍ୟବସାୟର କେନ୍ଦ୍ରସ୍ଥଳ କୁହାଯାଉଥିବାବେଳେ ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ପାଇଁ ବ୍ୟବସାୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ଜେମ୍ସ ଆଣ୍ଡ୍‌ ଜୁଏଲରୀ ଏକ୍ସପୋର୍ଟ ପ୍ରୋମୋଶନ୍‌ କାଉନସିଲର ରିଜିଓନାଲ ଚେୟାରମ୍ୟାନ୍‌ ଦିନେଶ ନାଭଡିଆ ଏହା କହିଛନ୍ତି। ହରା…

ସିଦ୍ଧୁଙ୍କଠାରୁ ମୁହଁ ଫେରାଇନେଲେ କଂଗ୍ରେସ ନେତା

ଚଣ୍ଡିଗଡ଼,୨୧।୫: ଦୀର୍ଘ ୩୪ବର୍ଷ ତଳର ଏକ ସଡ଼କ ହିଂସା ମାମଲାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେବାର ଦିନକ ପରେ ଶୁକ୍ରବାର ପଟିଆଲା କୋର୍ଟରେ ସେ ଆତ୍ମସମର୍ପଣ କରିଛନ୍ତି। ତେବେ ଏହି ସମୟରେ ସିଦ୍ଧୁଙ୍କୁ…

ଅରୁଣାଚଳ ପ୍ରଦେଶ ଗସ୍ତ କରିବେ ସ୍ବରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୧।୫: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାରରୁ ଅରୁଣାଚଳ ପ୍ରଦେଶକୁ ଦୁଇ ଦିନିଆ ଗସ୍ତରେ ଯିିବେ। ଯେଉଁଥିରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ମୂଳଦୁଆ ପକାଇବେ। ଶାହ ଲୋହିତ ଜିଲାର ୱାକ୍ରୋରେ ୫୧ଫୁଟ ଉଚ୍ଚର ଋଷି ପର୍ଶୁରାମଙ୍କ ମୂର୍ତ୍ତିର…

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୋନିଆ-ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୧ତମ ପୁଣ୍ୟତିଥିରେ ଶନିବାର ଦେଶ ତାଙ୍କୁ ମନେପକାଇ ସ୍କୁତିଚାରଣ କରିଛି। ୧୯୯୧ରେ ଏହି ଦିନ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ…

୨ ଅଣଓଡ଼ିଆ ଗଲେ, ହେଲେ ଜଣେ ଦଳିତ କି ଆଦିବାସୀ ପାଉନାହାନ୍ତି

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ରାଜ୍ୟରେ ଜଣେ ହେଲେ ଦଳିତ ଓ ଆଦିବାସୀ ବର୍ଗର ରାଜ୍ୟ ସଭା ସଦସ୍ୟ ନାହାନ୍ତି। ଏହାସହ ପଛୁଆବର୍ଗର ବ୍ୟକ୍ତିବିଶେଷଙ୍କୁ ରାଜ୍ୟ ସଭା ନିର୍ବାଚନରେ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିନାହିଁ। ପଛୁଆବର୍ଗଙ୍କୁ ସଂରକ୍ଷଣ ନେଇ କେବଳ ଶାସକ ଦଳ ରାଜନୀତି କରନ୍ତି…

୫୦ ପ୍ରତିଶତ ବୁଥ୍‌ରେ ଲାଗିବ ଓ୍ବେବ୍‌ କ୍ୟାମେରା

ଭୁବନେଶ୍ୱର,୨୧।୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ୬୧ ଜଣ ମାଇକ୍ରୋ ଅବଜରଭରଙ୍କୁ ନିଯୁକ୍ତ କରାଯାଇଛି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ। ଏହାଛଡ଼ା ଆବଶ୍ୟକ ହେଲେ ବୁଥ୍‌ରେ ଭିଡିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ଗୁଜରାଟ, ହିମାଚଳରେ ସତ୍ତା ହରାଇବ କଂଗ୍ରେସ

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ସଂଗଠନକୁ ପୁନର୍ଜୀବିତ କରିବା ଲାଗି ଯୋଜନା ପ୍ରସ୍ତୁତ କରିବାକୁ ରାଜସ୍ଥାନର ଉଦୟପୁରରେ ନିକଟରେ ଶେଷ ହୋଇଥିବା ଚିନ୍ତନ ଶିବିର ତଥା ମାନସ ମନ୍ଥନ ଅଧିବେଶନ ବିଫଳ ହୋଇଛି। ତେଣୁ ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଗୁଜରାଟ…

ତାତିକୁ ଖାତିର ନ କରି ଚାଲିଛି ପ୍ରଚାର

ଝାରସୁଗୁଡ଼ା ଅଫିସ,୨୧।୫: ବ୍ରଜରାଜନଗର ଉପନିର୍ବାଚନକୁ ଆଉ ୧୦ଦିନ ବାକି ରହିଲା। ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ଖରାକୁ ଖାତିର ନ କରି ଦଳୀୟ ସମର୍ଥକଙ୍କୁ ସାଙ୍ଗରେ ଧରି ଗାଁକୁ ଗାଁ ବୁଲୁଛନ୍ତି। ଏଥିରେ ପ୍ରମୁଖ ୪ ରାଜନୈତିକ…

ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିଲା

ଜମ୍ମୁ,୨୧।୫: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୯ ଜଣଙ୍କ ପତ୍ତା ମିଳୁନାହିଁ। ସେମାନେ ଭଗ୍ନାବଶେଷ ତଳେ ପୋତି ହୋଇପଡ଼ିଥିବାବେଳ ଉଦ୍ଧାର…

ମଦ ପାଇଁ ନେପାଳରେ ବିହାରୀ

ନୂଆଦିଲ୍ଲୀ,୨୧।୫: ବିହାରରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବଢ଼ିବାରେ ଲାଗିଥିଲା। ମଦକୁ ଏହାର କାରଣ ଭାବେ ଧରିନେଇ ମହିଳାମାନେ ରାଜ୍ୟରେ ନିଶା ବିରୋଧୀ ଆନ୍ଦୋଳନ ଚଳାଇଥିଲେ। ୨୦୧୫ ବିଧାନସଭା ନିର୍ବାଚନ ବେଳେ ପ୍ରଚାର ପାଇଁ ଯାଇଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଗାଁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri